ସାଉଥାମ୍ପଟନ,୧୫।୬(ପିଟି): ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କାର୍ଲୋସ ବ୍ରାଥଓ୍ବେଟଙ୍କୁ ଭର୍ତ୍ସନା କରାଯାଇଛି। ଏଠାରେ ଶୁକ୍ରବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚ୍ରେ ସେ ଅମ୍ପାୟରଙ୍କୁ ଖରାପ ବ୍ୟବହାର କରିଥିଲେ। ଫଳରେ…
ନୂଆଦିଲ୍ଲୀ,୧୫।୬: ହଠାତ୍ ମାଡ଼ିଆସିଥିବା କଳା ବାଦଲ ଯୋଗୁ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍ର ୪ ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ ହୋଇସାରିଛି। ଏଥିଯୋଗୁ ବିମା କମ୍ପାନୀକୁ କ୍ଷତି ସହିବାକୁ…
ମାଞ୍ଚେଷ୍ଟର,୧୫।୬: ଭାରତୀୟ କ୍ରିକେଟ ଦଳକୁ ଦେଶ ଓ ବିଦେଶରେ ସମର୍ଥନ କରୁଥିବା ପ୍ରଶଂସକଙ୍କ ଗ୍ରୁପ ଭାରତ ଆର୍ମି ଟିମ୍ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା…
ସାଉଥାମ୍ପଟନ,୧୫।୬(ପି.ଟି.): ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ ଓ ଓପନର ଜାସନ ରୟ ଆହତ ହୋଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ରୟଙ୍କ ମାଂସପେଶୀ ଟାଣି…
ମାଞ୍ଚେଷ୍ଟର,୧୫।୬: ଏଠାରେ ରବିବାର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ। ଏହି ହାଇଭୋଲଟେଜ ମ୍ୟାଚ୍ ଉପରେ ଅସାଧାରଣ ପାଣିପାଗ ଯୋଗୁ ସଙ୍କଟ…
ନୂଆଦିଲ୍ଲୀ,୧୪।୬(ପି.ଟି.): ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଚାଚା ସିକାଗୋ ନାମରେ ପରିଚିତ କରାଚୀରେ ଜନ୍ମିତ ମହମ୍ମଦ ବାଶିରଙ୍କ ବନ୍ଧୁତ୍ୱ ୨୦୧୧ ବିଶ୍ୱକପ୍ ସେମିଫାଇନାଲଠାରୁ…
ନୂଆଦିଲ୍ଲୀ,୧୪।୬: ଟ୍ରେଣ୍ଟବ୍ରିଜଠାରେ କ୍ରମାଗତ ବର୍ଷା ଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇ ପାରି ନ ଥିଲା। ଏଥିଯୋଗୁ ଷ୍ଟାଡିୟମ୍ରେ ଉପସ୍ଥିତ ଦର୍ଶକ ପଡ଼ିଆରେ ନିଜ…
ନୂଆଦିଲ୍ଲୀ,୧୪।୬: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ରେ ଶତକୀୟ ଇନିଂସବେଳେ ଶିଖର ଧାଓ୍ବନଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି ସମସ୍ୟା ଦୂର ହେଲା ପରେ ଧାଓ୍ବନ…
ନଟ୍ଟିଂହାମ,୧୩।୬(ପିଟି): କେବଳ ୧.୫ ବିଲିୟନ ପ୍ରଶଂସକ ଭାରତ ବିଶ୍ୱକପ୍ ଜିତିବ ବୋଲି ଆଶା କରୁଛନ୍ତି। ଏଥିଯୋଗୁ ଭାରତୀୟ ଦଳ ଉପରେ ଚାପ ରହିବ ନାହିଁ ବୋଲି ଅଲରାଉଣ୍ଡର…
ଓ୍ବାଶିଂଟନ,୧୩।୬(ପିଟି): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍ ଫାଇନାଲ ଖେଳାଯିବ ବୋଲି ଗୁଗୁଲର ଇଣ୍ଡୋ-ଆମେରିକାନ ସିଇଓ ସୁନ୍ଦର ପିଚାଇ ଗୁରୁବାର ଭବିଷ୍ୟବାଣୀ କରିଛନ୍ତି। ଏହି…