Home

ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି, ଫସି ରହିଲେ ଜୁଏଲ ଓରାମ

ଭୁବନେଶ୍ୱର/ନୂଆଦିଲ୍ଲୀ,୧୮ା୬: ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୪ ଘଣ୍ଟା ଧରି ଫସି ରହିଥିଲେ ଯାତ୍ରୀ। ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ଥିଲେ। ବିମାନରେ ହୋଇଥିବା ବିଭିନ୍ନ ସମସ୍ୟା ନେଇ ପ୍ରତିକ୍ରିୟା…

କୋଉଠି ଲୁଚିଛ, ସରେଣ୍ଡର କର: ‘ସୁପ୍ରିମ ଲିଡର୍‌’ଙ୍କୁ ଅଲ୍ଟିମେଟମ୍‌ ଦେଲେ ଟ୍ରମ୍ପ

ଜେରୁଜେଲମ,୧୮।୬:ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସୁପ୍ରିମ ଲିଡର୍‌ ଖାମେନେଇଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଖାମେନେଇଙ୍କ ନାମ ନେଇ ନାହାଁନ୍ତି କିନ୍ତୁ ଏହାକୁ ‘ସୁପ୍ରିମ ଲିଡର୍‌’ ଲେଖି ପୋଷ୍ଟ କରିଛନ୍ତି। ଏଥିରେ ଟ୍ରମ୍ପ କହିଛନ୍ତି,…

ଆସନ୍ତାକାଲି ପର୍ଯ୍ୟନ୍ତ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା: ଏସବୁ ରାଜ୍ୟକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୮ା୬: ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କିଛିକିଛି ସ୍ଥାନରେ ବଜ୍ରପାତ ସହିତପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ-ପଶ୍ଚିମ ବାଂଲାଦେଶ ଏବଂ ଏହାର ସଂଲଗ୍ନ ଅଞ୍ଚଳରେ…

ମୋଦି-କାର୍ନିଙ୍କ ମଧ୍ୟରେ ଐତିହାସିକ ଡିଲ୍‌: ଏବେ ଟେନ୍‌ସନ୍‌ରେ ଖଲିସ୍ତାନୀ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନୂତନ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ କାନାଡାର କାନାନାସ୍କିସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ହୋଇଥିଲା। ଏହି ସମୟରେ ଉଭୟ ନେତା ରାଜଧାନୀରେ ଉଚ୍ଚାୟୁକ୍ତଙ୍କ ପୁନରୁଦ୍ଧାର ଉପରେ ସହମତ…

ଏଇ ଭାରତରେ

ପେସାରେ ଡାକ୍ତର, କିନ୍ତୁ ସେ ରହୁଥିବା ଦକ୍ଷିଣ ଦିଲ୍ଲୀର ନବଜୀବନ ବିହାର କଲୋନିକୁ ବର୍ଜ୍ୟମୁକ୍ତ କରିପାରିଛନ୍ତି। ଏହି ମହିଳା ଡାକ୍ତର ଜଣକ ହେଉଛନ୍ତି ଡା. ରୁବି ମାଖିଜା। ସେହି କଲୋନିରେ ୨୮୦ ପରିବାର ରହୁଛନ୍ତି। ସେମାନେ ଘର ସାମ୍ନାରେ ବର୍ଜ୍ୟବସ୍ତୁ ଠୁଳକରି…

ଆମେରିକାରେ ହଟହଟା ହେଲେ ମୁନୀର: ଏମିତି କରିବାକୁ ପଡ଼ିଲା ସାମ୍ନା, କେବେ ଭୁଲିପାରିବେନି

ଓ୍ବାଶିଂଟନ,୧୮ା୬:ପାକିସ୍ତାନ ସେନାମୁଖ୍ୟ ଜେନେରାଲ ସୟେଦ ଅସିମ୍‌ ମୁନୀର ଆମେରିକା ଗସ୍ତରେ ଯାଇଥିବାବେଳେ ଓ୍ବାଶିଂଟନରେ ହଟହଟାର ସମ୍ମୁଖୀନ ହୋଇଛନ୍ତି। ସେ ରହୁଥିବା ହୋଟେଲ ନିକଟରେ ପାକିସ୍ତାନୀ ନାଗରିକ ଓ ମୂଳବାସିନ୍ଦାମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାକିସ୍ତାନରେ ମୁକ୍ତ ଗଣତନ୍ତ୍ର ପୁନଃସ୍ଥାପନା…

ଭବିଷ୍ୟତ କେତେ ସୁରକ୍ଷିତ

ଆମେ ସଭିଏଁ ଜାଣୁ ବୃଦ୍ଧି ଓ ବିକାଶ ସଜୀବର ଏକ ଲକ୍ଷଣ। ପ୍ରାଣୀ ହେଉ କି ଉଦ୍ଭିଦ ଏମାନେ ଛୋଟରୁ ବଡ଼ ହୁଅନ୍ତି। କିନ୍ତୁ ନିର୍ଜୀବର ଏ ଲକ୍ଷଣ ନ ଥାଏ। ଛୋଟ ପଥରଟିଏ ସମୟ କ୍ରମରେ ବଡ଼ ଶିଳା ଖଣ୍ଡରେ…

ସମବାୟରେ କୃଷିର ବିକାଶ

ସ୍ବାଧୀନତା ପରେ ଭାରତ ଖାଦ୍ୟଶସ୍ୟରେ ନିଅଣ୍ଟ ଥିବାରୁ ସମସ୍ତଙ୍କୁ ଦୁଇଓଳି ଖାଦ୍ୟ ଦେବା ପାଇଁ ସରକାର ‘ମାର୍ଶାଲ’ ଯୋଜନାରେ ‘ପିଏଲ୍‌ଏ ୪୮୦’ ଚୁକ୍ତି ଅନୁଯାୟୀ ଦେଶର ବୈଦେଶିକ ମୁଦ୍ରା ବିନିମୟରେ ଆମେରିକାରୁ ବାର୍ଷିକ ୨୦ରୁ ୫୦ ଲକ୍ଷ ଟନ୍‌ ଚାଉଳ ଓ…

ଆଉ ମାତ୍ର ୯୦୦ ଦିନ ପରେ ପୃଥିବୀରେ ଘଟିବ ଏମିତି: ବାବା ଭେଙ୍ଗାଙ୍କ ଚାଞ୍ଚଲ୍ୟକର ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୮ା୬: ଭାଙ୍ଗେଲିଆ ପାଣ୍ଡେଭା ଦିମିତ୍ରୋଭା ଓରଫ ବାବା ଭେଙ୍ଗା ତାଙ୍କ ଜୀବନକାଳରେ ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହା ସତ୍ୟ ମଧ୍ୟ ହୋଇଛି। ଏହିପରି ଭାବରେ, ସେ ୨୦୨୮ବର୍ଷ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି। ଏଥିରେ ସେ ଦାବି କରିଛନ୍ତି, ଆଜିଠାରୁ ୯୦୦…

ଆଇଏଏସ୍‌ ଧିମାନ ଚକମାଙ୍କୁ ମିଳିଲାନି ଜାମିନ, ପୁଣି ଗଲେ ଭବାନୀପାଟଣା ଜେଲ୍‌

ଭବାନୀପାଟଣା,୧୭।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ଗତ ୮ ତାରିଖ ରବିବାର ରାତିରେ ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସେତେବେଳେ ଭିଜିଲାନ୍ସ ତାଙ୍କ ଘରୁ ନଗଦ…

ଅଭିଶପ୍ତ ୨୦୨୫? ୧୯୪୧ରୁ ହୋଇଯାଇଥିଲା ପୂର୍ବାନୁମାନ, କ୍ୟାଲେଣ୍ଡର ଦେଖିଲେ ଚମକି ପଡିବେ

ନୂଆଦିଲ୍ଲୀ: ୨୦୨୫ ଆରମ୍ଭରୁ ହିଁ ବିଶ୍ୱବ୍ୟାପୀ ଘଟଣାବଳୀ ଯେପରିକି ବିମାନ ଦୁର୍ଘଟଣା, ଭୂ-ରାଜନୈତିକ ଉତ୍ତେଜନା ଓ ଅନିଶ୍ଚିତତା ଲୋକଙ୍କୁ ଅସ୍ଥିର କରିଛି। ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯେ ୨୦୨୫ର କ୍ୟାଲେଣ୍ଡର ପୁରା ୧୯୪୧ ସହିତ ମେଳ…

ଇସ୍ରାଏଲ-ଇରାନ ଯୁଦ୍ଧ ଜାରି ରହିଲେ ଭାରତକୁ ଲାଭ ହେବ ନା କ୍ଷତି? ଜଣାପଡିଲା…

ନୂଆଦିଲ୍ଲୀ,୧୭।୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶେୟାର ବଜାରରେ ଉତ୍ଥାନ-ପତନ ଦେଖାଯାଉଛି। ଏହା ସହିତ ଅଶୋଧିତ ତୈଳର ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ହେଉଛି। ଯଦି ଏହି ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଶୀଘ୍ର ସାଧାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri