Home

ମହିଳା ସୁରକ୍ଷା ନେଇ ଜିଲା ଓକିଲ ସଂଘର ଏସ୍‌ପିଙ୍କୁ ଦାବିପତ୍ର

କେନ୍ଦୁଝର,୨୦ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ଆଇନଶୃଙ୍ଖଳା ସୁଧାରିବା ପାଇଁ ଜିଲା ଓକିଲ ସଂଘ ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର ଦିଆଯାଇଛି। ଜିଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତଙ୍କ ନେତୃତ୍ୱରେ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟାମାନେ ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକରଙ୍କୁ ଭେଟି…

ଇରାନ-ଇସ୍ରାଏଲ ଯୁଦ୍ଧକୁ ଡେଇଁଲେ କିମ ଜୋଙ୍ଗ ଉନ: ଟ୍ରମ୍ପ-ନେତାନ୍ୟହୁଙ୍କୁ ଦେଲେ ଦେଲେ ଧମକ

ଜେରୁଜେଲମ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ମଧ୍ୟପ୍ରାଚ୍ୟରେ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ରହିଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଇରାନ ଉପରେ ଇସ୍ରାଏଲୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ପ୍ୟୋଙ୍ଗୟାଙ୍ଗର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର…

ଉଡିବା ପୂର୍ବରୁ ସ୍ଥିର ହୋଇଥିଲା AI-171ହେବ କ୍ରାଶ! ଉଡାଣ ପରେ ତୁରନ୍ତ ବନ୍ଦ ହୋଇଥିଲା ପାଓ୍ବାର ସପ୍ଲାଇ

ନୂଆଦିଲ୍ଲୀ,୨୦।୬: ୧୨ ଜୁନରେ ଏୟାର ଇଣ୍ଡିଆର ବିମାନ AI-171 ଅହମଦାବାଦରୁ ଲଣ୍ଡନ ଗାଟୱିକ ଅଭିମୁଖେ ଯାତ୍ରା କରିଥିଲା। ଏହି ଉଡ଼ାଣ ସ୍ବାଭାବିକ ମନେ ହେଉଥିଲା କିନ୍ତୁ ଉଡ଼ାଣ ଆରମ୍ଭ କରିବାର କିଛି ସେକେଣ୍ଡ ପରେ ଏକ ଯାନ୍ତ୍ରିକ ବିପର୍ଯ୍ୟୟ ଘଟିଥିଲା ଯାହା…

ପାକିସ୍ତାନର ଚିନ୍ତା ବଢାଇଲା କଙ୍ଗୋ ଭାଇରସ, ୩ ଜଣଙ୍କ ମୃତ୍ୟୁ ପରେ ଲୋକେ ଭୟଭୀତ

ଇସଲାମାବାଦ,୨୦।୬: ପାକିସ୍ତାନରେ ଏକ ବିପଦପୂର୍ଣ୍ଣ ଭାଇରସ ପ୍ରବେଶ କରିଛି ଏବଂ ଏହି ଭାଇରସ ଯୋଗୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଦୁଇଜଣ ଖାଇବର ପଖତୁନଖ୍ବାର ଏବଂ ଜଣେ କରାଚୀର। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ, ସିନ୍ଧର…

ପରିଣତ ବୟସରେ ସ୍ତ୍ରୀଙ୍କ ଇଚ୍ଛା ପୂରଣ କଲେ ୯୩ ବର୍ଷୀୟ ବୃଦ୍ଧ, ମଙ୍ଗଳସୂତ୍ର ପିନ୍ଧାଇବାବେଳେ ହେଲେ ଭାବପ୍ରବଣ, ଭିଡିଓ ଦେଖିଲେ…

କହାଯାଏ, ପ୍ରେମର କୌଣସି ବୟସ ନାହିଁ। ଏହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ରହୁଥିବା ଏକ ବୃଦ୍ଧ ଦମ୍ପତି । ସୋସିଆଲ ମିଡିଆରେଭାଇରାଲ ହୋଇଥିବା ଏକ ଭିଡିଓରେ ସେମାନଙ୍କର ପ୍ରେମ କାହାଣୀ ଲୋକମାନଙ୍କୁ ଭାବପ୍ରବଣ କରିଦେଇଛି।  …

ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲିଡ୍ସ,୧୯ା୬(ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଲିଡ୍ସ ଗ୍ରାଉଣ୍ଡରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ଟେଷ୍ଟ ସହିତ ନୂଆ ଅଧିନାୟକ ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ଭାରତୀୟ ଦଳର ଅଭିଯାନ ଆରମ୍ଭ…

ଗଜାଧାନ ଧରି ବିକ୍ଷୋଭ କଲେ ଚାଷୀ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଦିନକ ପରେ ୫ସପ୍ତାହ ପୂରିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନକିଣା ସମସ୍ୟା ଅସମାହିତ ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ତାହା ବିକ୍ରି ହୋଇପାରୁ ନାହିଁ…

ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ

ବୌଦ୍ଧ,୨୦।୬(ଅଜିତ କୁମାର ବାରିକ): ବୌଦ୍ଧ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଶୁକ୍ରବାରଠାରୁ ବୌଦ୍ଧ ଜିଲାରୁ ରେଳ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଜିଲାବାସୀଙ୍କ ମନରେ ଉକତ୍ଣ୍ଠା ଭରିରହିଛି। ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ ରେଳ…

‘ଆମକୁ ଆବଶ୍ୟକ ନାହିଁ ଆମେରିକାର ମଧ୍ୟସ୍ଥତା’, ଇରାନକୁ ଆଉ ଏକ ଚେତାବନୀ ଦେଲେ ନେତାନ୍ୟାହୁ, କହିଲେ…

ଜେରୁଜେଲମ,୨୦।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ଜାରି ରଖିବା ପାଇଁ ଆମେରିକାର ସବୁଜ ସଙ୍କେତକୁ ଅପେକ୍ଷା କରିବ ନାହିଁ ଏବଂ ଇରାନର ସମସ୍ତ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବାକୁ…

ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ବଡ଼ ଦାବି କଲେ କ୍ୟାବିନ କ୍ରୁ, କହିଲେ ପ୍ରଥମରୁ ଆମେ ଚେତାବନୀ ଦେଇଥିଲୁ…

ନୂଆଦିଲ୍ଲୀ,୨୦।୬: ବିମାନ ଶିଳ୍ପ କର୍ମଚାରୀ ଗିଲ୍ଡର ମହାସଚିବ ଜର୍ଜ ଇବ୍ରାହିମ ଜୁନ ୧୨, ୨୦୨୫ରେ ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ AI171 (ଡ୍ରିମଲାଇନର୍‌ ବିମାନ B787/8 ସିରିଜ)ର ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ ଏବଂ କକପିଟ ଏବଂ କ୍ୟାବିନ କ୍ରୁଙ୍କ…

ଶୁବମନ ଗିଲଙ୍କ ଉପରେ ଗମ୍ଭୀର ସଙ୍କଟ: ମାଡ଼ିଆସୁଛି ୩ ଅଦୃଶ୍ୟ ବିପଦ

ଲିଡ୍ସ,୨୦।୬: ଇଂଲଣ୍ଡରେ ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆର ଅଗ୍ନିପରୀକ୍ଷା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର ପରେ, ଏଥର ଭାରତୀୟ ଦଳ ସମ୍ପୂର୍ଣ୍ଣ ନୂଆ ଭାବେ ପଡ଼ିଆରେ ଅବତରଣ କରିବ।…

ପ୍ରଧାନମନ୍ତ୍ରୀଙ୍କ ସିକ୍ରେଟ ଫୋନ କଲ ଲିକ୍‌, ୧୭ ମିନିଟ ଚକ୍କରରେ ଆସନ ଟଳମଳ

ବ୍ୟାଙ୍କକ,୨୦।୬: ଥାଇଲ୍ୟାଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ଗୁପ୍ତ ଫୋନ କଲ ଲିକ ହୋଇଛି। ଫଳରେ ତାଙ୍କ ପଦବୀ ବିପଦରେ ପଡ଼ିଛି। କେବଳ ତାଙ୍କ ପଦବୀ ନୁହେଁ, ସରକାର ମଧ୍ୟ ବିପଦରେ ଅଛି। ଏକ ବିପ୍ଳବର ସମ୍ଭାବନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri