Home

କୋଲକାତା ଅଧିନାୟକଙ୍କ ଲଜ୍ଜାଜନକ ରେକର୍ଡ; ଏହି ମାମଲାରେ ହେଲେ ଗମ୍ଭୀରଙ୍କ ସମକକ୍ଷ

ବମ୍ବେ, ୨୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ରେ ଶନିବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଥିଲା। ଏଥିରେ କେକେଆର୍‌ର ବ୍ୟାଟ୍ସମ୍ୟାନ୍‌ ନିରାଶଜନକ ପ୍ରଦର୍ଶନ କରିଥିଲେ। ଫଳରେ ଦଳ ୨୦ ଓଭରରେ…

ଭାଙ୍ଗିପଡିଲେ ମମତା

କୋଲକାତା,୨୫।୪: ପଶ୍ଚିମବଙ୍ଗର ଖାରଦା ବିଧାନସଭା ଆସନରୁ ଲଢୁଥିବା ତୃଣମୂଳ କଂଗ୍ରେସ ପ୍ରାର୍ଥୀ କାଜଲ ସିହ୍ନାଙ୍କ ରବିବାର ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ଏହା ସହିତ ମମତା କାଜଲ…

ଶ୍ରୀମନ୍ଦିର ସେବାୟତଙ୍କୁ ସ୍ବାସ୍ଥ୍ୟବୀମା

ପୁରୀ ଅଫିସ,୨୫।୪: ଶ୍ରୀମନ୍ଦିର ସହ ସମ୍ପୃକ୍ତ ସେବାୟତଙ୍କୁ ସ୍ବାସ୍ଥ୍ୟବୀମା ସୁବିଧା ମିଳିବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ଏହି ସ୍ବାସ୍ଥ୍ୟବୀମା ସୁବିଧା ମିଳିବ। ପ୍ରତି ସେବାୟତଙ୍କ ପରିବାରକୁ ଚିକିତ୍ସା…

ଧର୍ମ ପରିବର୍ତ୍ତନ କଲେ ଏହି କ୍ରିକେଟର୍‌

ଜୋହାନ୍ସବର୍ଗ,୨୫।୪: ଦକ୍ଷିଣ ଆଫ୍ରିକାର କ୍ରିକେଟର ବିଜୋର୍ନ ଫୋର୍ଟୁଇନ ଇସଲାମ ଧର୍ମ ଗ୍ରହଣ କରିଛନ୍ତି। ଏହି ୨୬ ବର୍ଷୀୟ କ୍ରିକେଟର ସେପ୍ଟେମ୍ବର ୨୦୧୯ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ପବିତ୍ର ରମଜାନ ମାସରେ, ବିଜୋର୍ନ ଫୋର୍ଟୁଇନ ତାଙ୍କ ସ୍ତ୍ରୀଙ୍କ…

ଧୋନୀ-ବିରାଟ ଲଢେଇ: ଟସ୍‌ ଜିତିଲା ସିଏସ୍‌କେ

ମୁମ୍ବାଇ,୨୫।୪: ଆଇପିଏଲ୍‌ର ୨୦୨୧ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ୍ସ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ମଧ୍ୟରେ ଲଢେଇ ହେଉଛି। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସିଏସ୍‌କେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଆରସିବି ଟୁର୍ନାମେଣ୍ଟରେ ଗୋଟିଏ…

‘ଦୁଇ ବର୍ଷ ପର୍ଯ୍ୟନ୍ତ କାହାକୁ ପ୍ରେମ କରିବାର ନାହିଁ’

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଏମିତି ଏକ ଶପଥ ନେଇଛନ୍ତି ଯାହାକି କୌଣସି ଯୁବତୀ ଯୁବକଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ପରେ ହିଁ ଦେଖିବାକୁ ମିଳିଥାଏ। ଜାହ୍ନବୀ ସବୁବେଳେ ନିଜ ଫିଲ୍ମଠାରୁ ବ୍ୟକ୍ତିଗତ ଲାଇଫ୍‌ ଏବଂ ଫ୍ୟାଶନ ପ୍ରତି ଚର୍ଚ୍ଚାରେ ରହିଥାନ୍ତି। ଏମିତି…

କେବେ ମିଳିବ କରୋନାରୁ ମୁକ୍ତି, ବିଶେଷଜ୍ଞ କହିଲେ ଏଭଳି …

ନୂଆଦିଲ୍ଲୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ବେଲଗାମ୍‌ ହେବାରେ ଲାଗିଥିବାବେଳେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିବା ସହିତ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପରିସ୍ଥଳେ କରୋନା ମହାମାରୀରୁ କେବେ ମୁକ୍ତି ମିଳିବ ସେ…

ସୋସିଆଲ ମିଡିଆରେ ହଟ୍‌ ଫଟୋ ଶେୟାର କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଅଭିନୟଠାରୁ ଏବେ ବେଶି ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ଏବେ ସେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ପୂରା ହଟ୍‌ ଦିଶୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋରେ ଅଙ୍କିତା ଏକ ଧଳାରଙ୍ଗର…

ବଡ଼ ନିଷ୍ପତ୍ତି ନେଲେ ମୋଦି ସରକାର: ହସ୍ପିଟାଲରେ ନିର୍ମାଣ ହେବ ୫୫୧ ଅକ୍ସିଜେନ୍‌ ପ୍ଲାଣ୍ଟ୍‌…

ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଥିବାବେଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ଯୋଗୁ କରୋନା ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗୀଙ୍କ ମୃତ୍ୟୁ ଘଟୁଛି। ତେବେ ଅକ୍ସିଜେନ୍‌ ଯୋଗାଣ ତ୍ୱରାନ୍ବିତ ହେବା ଯୋଗୁ ଏବେ ସ୍ଥିତିରେ…

ପାର୍କରେ ହେବ ଅନ୍ତିମ ସଂସ୍କାର: ପ୍ରଶାସନର ନିଷ୍ପତ୍ତି…

ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଶ୍ମଶାନରେ ମୃତକଙ୍କ ଅନ୍ତିିମ ସଂସ୍କାର କରିବା ଲାଗି ଘଣ୍ଟା ଘଣ୍ଟା…

କରୋନା ଲଢ଼େଇରେ ମହିଳା ଆଗରେ: ପୁରୁଷଙ୍କ ତୁଳନାରେ ଅଧିକ ଆଣ୍ଟିବଡ଼ି…

ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ତେବେ କରୋନା ଲଢ଼େଇରେ ମହିଳା ଆଗରେ ରହିଛନ୍ତି। ମହିଳାଙ୍କ ତୁଳନାରେ ଅଧିକ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଥାନ୍ତି ବୋଲି ମୁମ୍ବାଇ ମହାନଗର ନିଗମରେ ହୋଇଥିବା ଏକ ସେରୋ…

ଖାଲିପଡ଼ିଛି ଡାକ୍ତର ପଦବୀ, ରୋଗୀସେବା ବିପର୍ଯ୍ୟସ୍ତ

କର୍ଲାମୁଣ୍ଡା,୨୫।୪(ଡି.ଏନ୍‌.ଏ.): ସାଧାରଣ ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ସରକାର ଡାକ୍ତରଖାନା ଖୋଲିଛନ୍ତି। ହେଲେ ଆବଶ୍ୟକ ଡାକ୍ତର ନିଯୁକ୍ତି ହୋଇ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏଭଳି ପରିସ୍ଥିତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ାସ୍ଥିତ ପୁରାତନ ଡାକ୍ତରଖାନାରେ ଦେଖିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri