ଭାଇ ଚାହୁଁଥିଲେ ୫ମ ସନ୍ତାନ, ଏହି ଇଚ୍ଛାକୁ ସ୍ତ୍ରୀ ନୁହନ୍ତି; ଏମିତି ପୂରଣ କଲେ ଭଉଣୀ
ଓ୍ବାଶିଂଟନ,୨୬।୪: ସମାଜରେ ଭାଇ-ଭଉଣୀ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ମାତ୍ର ଯେତେବେଳେ ଶୁଣିବାକୁ ମିଳେ ଯେ, ଭାଇଙ୍କ ପିଲାକୁ ଭଉଣୀ ଜନ୍ମ ଦେଇଛନ୍ତି ତାହା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ ହୋଇଛି ଓ୍ବାଶିଂଟନ୍ରେ। ଭାଇଙ୍କ ୫ମ…
୨୫ ହଜାର ବର୍ଷ ଧରି କନ୍ଦାଉଛି କରୋନା, କହିଲେ ବିଶେଷଜ୍ଞ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୪: ପୃଥିବୀରେ ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ନେଇ ଏକ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଉଲ୍ଲେଖ କରାଯାଇଛି ଯେ, ଏବେ ନୁହେଁ କରୋନା ମହାମାରୀ ଗତ ୨୫ ହଜାର ବର୍ଷ ଧରି ମାନବ ସଭ୍ୟତାକୁ କନ୍ଦାଉଛି।…
ସକାଳେ ବିଳମ୍ବରେ ଉଠିଲେ…
ସକାଳ ହେବା ମାତ୍ରେ ଉଠିବା ଏକ ଭଲ ଅଭ୍ୟାସ। ହେଲେ ଏମିତି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସକାଳୁ ଉଠିବାରେ ବିଳମ୍ବ କରିଥାଆନ୍ତି। କିଛି ବ୍ୟକ୍ତିଙ୍କର ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଥାଏ। ତେବେ ସକାଳୁ ବିଳମ୍ବରେ ଉଠିଲେ ତାହାର ପ୍ରଭାବ…
ବିନା ଚାକିରିରେ ୧୫ ବର୍ଷ ଧରି ଆକାଉଣ୍ଟକୁ ଆସୁଥିଲା ଟଙ୍କା, ଜଣା ପଡ଼ିବାରୁ…
ରୋମ,୨୬।୪: ଚାକିରି କରୁଥିବା ଲୋକ ସବୁବେଳେ ଭାବିଥାନ୍ତି ଯେତେ ପରିଶ୍ରମ କରୁଛନ୍ତି ସେହି ଅନୁଯାୟୀ ତାଙ୍କୁ ଦରମା ମିଳୁ। ମାତ୍ର କିଛି ଲୋକ ନିଜ ଦରମାକୁ ନେଇ ସନ୍ତୁଷ୍ଟ ନ ହୋଇ ଆଉ କିଛି ଇଚ୍ଛା ରଖିଥାନ୍ତି, ଯେମିତି କି ତାଙ୍କ…
ମହାମାରୀ ହାତରେ ଜୀବନ ଡୋର: ଅକ୍ସିଜେନ୍ ପ୍ଲାଣ୍ଟ୍ ଆଗରେ ଲମ୍ବା ଲାଇନ୍…
ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ର ଅଭାବ ଦେଖାଦେଇଛି। ମହାମାରୀ ହାତରେ ମଣିଷଙ୍କ ଜୀବନ ଡୋର ରହିଥିବାବେଳେ ନିଶ୍ୱାସ ଫେରି ପାଇବାକୁ ଆକ୍ରାନ୍ତ ପ୍ରୟାସ କରୁଛନ୍ତି। ତେବେ ଅକ୍ସିଜେନ୍ ସିଲିଣ୍ଡର ଅଭାବରୁ ଏହା…
ଭାରତକୁ ସହାୟତା ପାଇଁ ଆଗେଇ ଆସିଲା ଗୁଗ୍ଲ, ମାଇକ୍ରୋସଫ୍ଟ
ଓ୍ବାଶିଂଟନ୍,୨୬।୪: ସମଗ୍ର ଦେଶରେ ଦ୍ରୁତ ଗତିରେ କରୋନା ବ୍ୟାପି ଚାଲିଛି। ଏହି ସଙ୍କଟ ମଧ୍ୟରେ ଗୁଗଲର ସିଇଓ ସୁନ୍ଦର ପିଚାଇ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ଭାରତକୁ ୧୩୫ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି। ସୁନ୍ଦର ପିଚାଇ…
ସ୍ବାମୀ, ସନ୍ତାନଙ୍କ ଉପସ୍ଥିତିରେ ୭ ଫେରା ନେଲେ ମହିଳା: ପୂରା ଘଟଣା ଜାଣିଲେ..
ଭାଗଲପୁର,୨୬।୪: ବିଭିନ୍ନ ଚର୍ଚ୍ଚିତ ବିବାହ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ବିହାରର ଭାଗଲପୁରରେ ଆୟୋଜିତ ହୋଇଛି ଏକ ନିଆରା ବିବାହ। ସାଧାରଣତଃ ମାତାପିତା ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏଠାରେ ସ୍ବାମୀ ଏବଂ ସନ୍ତାନଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କ…
ଏଭଳି କଲେ ଆଉ ହେବନି କରୋନା, କହିଲେ ଏହି ଡାକ୍ତର…
ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ସହଜ ଉପାୟ ଆପଣେଇବା ଲାଗି ମେଦାନ୍ତ ମେଡ଼ିସିଟି ହସ୍ପିଟାଲର ଅଧ୍ୟକ୍ଷ ଡ. ନରେଶ ତ୍ରେହାନ ପରାମର୍ଶ ଦେଇଛନ୍ତି। ପ୍ରତିଦିନ ପ୍ରାଣାୟମ କରିବା…
ପାକିସ୍ତାନର ଭାରତ ପ୍ରେମ: ନେତାମାନେ କହିଲେ,ଜଟିଳ ପରିସ୍ଥିତିରେ ଆମେ ଭାରତ ସହ ଅଛୁ
ଇସଲାମାବାଦ,୨୬।୪: ଭାରତରେ କରୋନାର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅଣାୟତ୍ତ ହୋଇପଡିଛି। ବିଶ୍ୱର ଅନେକ ଦେଶ ଏହି ବିପର୍ଯ୍ୟୟ ସମୟରେ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହି ସମୟରେ ପଡୋଶୀ ପାକିସ୍ତାନର ବିରୋଧୀଦଳ ନେତାମାନେ ବିଶ୍ୱ ମହାମାରୀ ସହ ଲଢୁଥିବା…
କେଉଁମାନଙ୍କୁ କରୋନା ଟିକା ନେବା ମନା…
ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାରତ ବାୟୋଟେକ୍ର କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକାଦାନ ଭାରତରେ କରାଯାଉଛି। ତେବେ…
ଉପକାରୀ ପିଜୁଳି
ପିଜୁଳିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ରୋଗ ପ୍ରତିରୋଧକ ଶକ୍ତିକୁ ସନ୍ତୁଳିତ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଦୈନନ୍ଦିନ ଖାଦ୍ୟ ତାଲିକାରେ ପିଜୁଳିକୁ ସାମିଲ କରନ୍ତୁ। ଏଥିରେ ଥିବା ଭିଟାମିନ୍ ‘ସି’ ରୋଗ ପ୍ରତିରୋଧକ…
ମେଡିକାଲ ଅକ୍ସିଜେନ୍
ଏବେ ଆମ ଦେଶରେ ମେଡିକାଲ ଅକ୍ସିଜେନ୍ର ସଙ୍କଟ ଯୋଗୁଁ ବହୁ କରୋନା ରୋଗୀ ମୃତ୍ୟୁର ଶିକାର ହେଉଛନ୍ତି। ଏପରିକି ସରକାର ବିଦେଶରୁ ୫୦ ହଜାର ମେଟ୍ରିକ ଟନ୍ ମେଡିକାଲ ଅକ୍ସିଜେନ୍ କ୍ରୟ କରିବା ପାଇଁ ପ୍ରୟାସ କରୁଛନ୍ତି। ତେବେ ପ୍ରଶ୍ନ ଉଠେ,…
Archives


