ରାଣୀ, ମୁଁ କାନ୍ଦି ପାରିବି କି?
ବୋନି କପୁର ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଖୁବ୍ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଅନେକ ସମୟରେ ତାଙ୍କ ଫଟୋ…
ଅସନ୍ତୁଷ୍ଟଙ୍କ ମୁହଁରେ ପୁଣି ହସ ଫୁଟାଇବେ ମୋଦି!
ନୂଆଦିଲ୍ଲୀ,୧୧।୭: ନିକଟରେ ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ସମ୍ପ୍ରସାରଣ ବେଳେ ରବି ଶଙ୍କର ପ୍ରସାଦ, ହର୍ଷ ବର୍ଦ୍ଧନ ଏବଂ ପ୍ରକାଶ ଜାଭଡେକରଙ୍କ ଭଳି କିଛି ହେବିଓ୍ବେଟ୍ଙ୍କ ସମେତ ୧୨ ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। କ୍ୟାବିନେଟରୁ ବାହାରିବା ପରେ…
ଅଗଷ୍ଟ ୧୫ ପୂର୍ବରୁ ବଡ଼ ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ
ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ଲିଙ୍କ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ଅନସାର୍ ଗଜବନ୍-ଉଲ୍-ହିନ୍ଦ୍ ସହ ଜଡିତ ରହିଥିବା ନେଇ କୁହାଯାଉଛି। ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି।…
ଖେଳାଳିଙ୍କ ସହ କଥା ହେବେ ମୋଦି
ନୂଆଦିଲ୍ଲୀ,୧୧।୭: ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଭାରତୀୟ ଖେଳାଳିଙ୍କ ସହ ଆସନ୍ତା ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ମୋଦିଙ୍କ ସହ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ମନ୍ତ୍ରୀ ନିସିଥ୍ ପ୍ରମାଣିକ ଏବଂ ଆଇନ ମନ୍ତ୍ରୀ କିରେନ ରିଜିଜୁ…
ଦୟାକରି ଦିଗ୍ବିଜୟଙ୍କୁ ଅଟକାନ୍ତୁ; ଚିଠିରେ ଏମିତି ଲେଖି ସୋନିଆଙ୍କୁ ପଠାଇଲେ କଂଗ୍ରେସ ନେତା
ମୁମ୍ବାଇ,୧୧।୭: ମହାରାଷ୍ଟ୍ରର ଜଣେ କଂଗ୍ରେସ ନେତା ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ତାଙ୍କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂଙ୍କୁ ହିନ୍ଦୁ ବିରୋଧୀ ବିବୃତ୍ତି ଦେବାରୁ ଅଟକାଇବାକୁ ଅନୁରୋଧ କରିଛନ୍ତି। ବିଶ୍ୱବନ୍ଧୁ ନାମକ ଏହି ନେତା ଅଭିଯୋଗ…
ଶ୍ଲୋକ ପଢି ବାପ-ପୁଅଙ୍କ ମଧ୍ୟରେ ଆପୋଷ ବୁଝାମଣା କଲେ ଜଜ୍: ତା’ପରେ ଘଟିଲା ଏମିତି
ଯୋଧପୁର,୧୧।୭:ରାଜସ୍ଥାନର ଯୋଧପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବାପ-ପୁଅଙ୍କ ମଧ୍ୟରେ ଚାଲିଥିତ୍ବା ଝଗଡାକୁ ସମାଧାନ କରିବା ପାଇଁ ଜଜ୍ ଆଇନ୍ର ନୁହେଁ ବରଂ ସଂସ୍କୃତ ଶ୍ଲୋକର ସାହାରା ନେଇଛନ୍ତି। ଏହି ନିଆରା ଢଙ୍ଗରେ ସମସ୍ୟା ସମାଧାନ କରିବାରେ ସଫଳ ହୋଇଛନ୍ତି।…
ସରକାରଙ୍କ ଆଗରେ ନଇଁଲା ଟୁଇଟର୍
ନୂଆଦିଲ୍ଲୀ,୧୧।୭: ଭାରତ ସରକାର ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟର ମଧ୍ୟରେ ଚାଲିଥିବା ବିବାଦ ଶେଷ ହେବାପରି ଲାଗୁଛି। ଶେଷରେ ଟୁଇଟର ଭାରତର ନୂତନ ଆଇଟି ନିୟମକୁ ଗ୍ରହଣ କରିଛି। ବିଶେଷ କଥା ହେଉଛି ନୂତନ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଚେତାବନୀ…
୧୪୩ ବର୍ଷ ପରେ ପ୍ରଥମ କ୍ରିକେଟର୍ ଭାବେ ଓ୍ବିମ୍ବେଲଡନ ଟାଇଟଲ ଜିତିଲେ ଏହି ଟେନିସ୍ ଖେଳାଳି
ଗୋଟିଏ ବୃତ୍ତି ଛାଡି ଅନ୍ୟ ବୃତ୍ତି ଗ୍ରହଣ କରିବା ଆଜିର ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି, କିନ୍ତୁ ଭାଗ୍ୟରେ ଯାହା ଲେଖା ହୋଇଛି, ସେଥିରେ ହିଁ ସଫଳତା ହାସଲ ହୁଏ। ଅଷ୍ଟ୍ରେଲୀୟ ମହିଳା ଟେନିସ ଖେଳାଳି ଆଶ୍ଲେ ବାର୍ଟିଙ୍କ ସହ ସମାନ…
ପ୍ରେମିକାଙ୍କୁ ପାଇବା ପାଇଁ ଭାଇକୁ ପଟାଉଛନ୍ତି ଏହି କ୍ରିକେଟର୍
ଭାରତୀୟ କ୍ରିକେଟର୍ କେଏଲ୍ ରାହୁଲ ଏବେ ଦଳ ସହ ଲଣ୍ଡନରେ ଅଛନ୍ତି। ଏବେ କୌଣସି ମ୍ୟାଚ୍ ନ ଥିବାରୁ ସେ ପ୍ରେମିକା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ଭାଇ ଆହାନଙ୍କ ସହ ଲଣ୍ଡନରେ ସମୟ ବିତାଉଛନ୍ତି। ଆହାନଙ୍କ ସହ ଇନ୍ଷ୍ଟାଗ୍ରାମରେ ଫଟୋ…
ହଟ୍ ଲୁକ୍ରେ ନଜର ଆସିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଗ୍ଲୋବାଲ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍ ନୁହେଁ ହଲିଉଡ୍ରେ ମଧ୍ୟ ବେଶ୍ ଜଣାଶୁଣା ନାମ। କିଛିଦିନ ତଳେ ପ୍ରିୟଙ୍କା ତାଙ୍କ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଏହି ସମୟର କିଛି ଫଟୋ ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଇନ୍ଷ୍ଟାଗ୍ରାମରେ…
ସାମ୍ ପିଟ୍ରୋଡାଙ୍କୁ ୟୁରୋପ ଦାୟିତ୍ୱ ଦେଲା କଂଗ୍ରେସ…
ନୂଆଦିଲ୍ଲୀ,୧୧।୭: କଂଗ୍ରେସ ପକ୍ଷରୁ ୟୁରୋପର ୨୩ ଟି ଦେଶରେ ଦଳର ପ୍ରଚାର ଏବଂ ପ୍ରସାର ଦାୟିତ୍ୱ ସାମ୍ ପିଟ୍ରୋଡାଙ୍କୁ ପ୍ରଦାନ କରାଯାଇଛି। ଭାରତରେ ଆଇଟି ଏବଂ ଟେଲିକମ୍ୟୁନିକେଶନ କ୍ଷେତ୍ରରେ ସାମ୍ଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶାସନ ସମୟରେ…
ବାଘକୁ ଏମିତି ଗୋଡ଼ାଇଲା ଭାଲୁ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହୁଏ ତାହା କାହାକୁ ଜଣା ନ ଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଭିଡିଓରେ ଏକ ଭାଲୁ ବାଘର ପିଛା କରୁଛି। ବାଘଟି ବିଚରା ଭାଲୁକୁ…

