Home

ଭାରତର ପଡୋଶୀ ଉପରେ ଚୁପଚାପ ଆମେରିକା କଲା ଏମିତି କାମ, ମିଡିଲ ଇଷ୍ଟରୁ ଚାଇନା ପର୍ଯ୍ୟନ୍ତ ସମସ୍ତେ ଥରହର

ଓ୍ବଶିଂଟନ,୩।୭: ଭାରତ ନିକଟବର୍ତ୍ତୀ ଭାରତ ମହାସାଗରରେ ଥିବା ଡିଏଗୋ ଗାର୍ସିଆ ଦ୍ୱୀପରେ ଆମେରିକା ଏହାର ଯୁଦ୍ଧ ନୌବାହିନୀର ଏକ ବିଶାଳ ମୁତୟନ କରିଛି। ଏହି ସୂଚନା ଓପନ-ସୋର୍ସ ଇଣ୍ଟେଲିଜେନ୍ସ ବିଶ୍ଳେଷକ ଏମ୍ଟି ଆଣ୍ଡରସନ ଦ୍ୱାରା ପ୍ରକାଶିତ ଏକ ସାଟେଲାଇଟ ଚିତ୍ରରୁ ସାମ୍ନାକୁ…

ବେପରୁଆ ଗାଡ଼ି ଚଳାଇଲେ ମିଳିବ ନାହିଁ ବୀମା କ୍ଷତିପୂରଣ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୭: ଏହି ଖବର ଟ୍ରାଫିକ ନିୟମ ଭଙ୍ଗ କରୁଥିବା ଏବଂ ବେପରୁଆ ଭାବରେ ଗାଡି ଚଲାଉଥିବା କିମ୍ବା ରାସ୍ତାରେ ଷ୍ଟଣ୍ଟ କରୁଥିବା ଲୋକଙ୍କ ପାଇଁ ଏକ ଚେତାବନୀ ପରି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ କ୍ଷେତ୍ରରେ ଡ୍ରାଇଭରଙ୍କ ଭୁଲ ଯୋଗୁ…

ଇସଲାମିକ ସ୍କଲାରଙ୍କ ଆଗରେ କାନ୍ଦିଲା ପାକିସ୍ତାନ, କହିଲା ପାକ ଏୟାରବେସ ଉପରେ ୧୧ କ୍ଷେପଣାସ୍ତ୍ର ମାଡ଼ କରିଛି ଭାରତ

ଇସଲାମାବାଦ,୩।୭: ଅପରେଶନ ସିନ୍ଦୂରର ପ୍ରାୟ ଦୁଇ ମାସ ପରେ, ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ପାକ ଏୟାରବେସ ଉପରେ ଆକ୍ରମଣ ସମ୍ପର୍କରେ ଏକ ଗୁମର ଖୋଲିଛନ୍ତି। ସେ କହିଛନ୍ତି ଯେ ମେ’ ମାସରେ ଭାରତ ପାକିସ୍ତାନ ଏୟାରବେସ ଉପରେ ୧୧ଟି କ୍ଷେପଣାସ୍ତ୍ର…

Duplicate RC: ଡୁପ୍ଲିକେଟ୍‌ ଆର୍‌ସି କରିବାକୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ପ୍ରକ୍ରିୟା, ଫିସ୍‌, ଡକ୍ୟୁମେଣ୍ଟ ବିଷୟରେ ସବୁକିଛି..

ଦୁଇ ଚକିଆ ହେଉ ଅବା ଚାରି ଚକିଆ ଯାନ, ଏହାକୁ ଚଳାଇବା ଲାଗି ଲାଇସେନ୍ସ ସହ କିଛି କାଗଜପତ୍ରର ଆବଶ୍ୟକତା ରହିଥାଏ। ସେଥିରୁ ଗୋଯଇଏ ହେଲା ରେଜିଷ୍ଟ୍ରେଶନ ସାର୍ଟିଫିକେଟ ଅର୍ଥାତ ଆର୍‌ସି। ଆର୍‌ସିରେ ଗାଡ଼ିର ମଡେଲ, ଇଞ୍ଜିନ, ବୈଧତା ସହ ସମସ୍ତ…

ଭୂକମ୍ପରେ ଆଉ ଯିବ ନାହିଁ ଜୀବନ! ISRO ମହାକାଶକୁ ପଠାଇବ ଏମିତି ଏକ ଉପଗ୍ରହ ଯାହା ଭୂକମ୍ପ ଭଳି ପ୍ରାକୃତିକ ବିପଦ ସମ୍ପର୍କରେ ଦେବ ସୂଚନା

ନୂଆଦିଲ୍ଲୀ,୩।୭: ଭାରତ-ଆମେରିକା ମିଳିତ ମହାକାଶ ମିଶନ ‘NISAR’ ମାଧ୍ୟମରେ ପୃଥିବୀ ପୃଷ୍ଠର ନିରୀକ୍ଷଣ, ଭୂମିକମ୍ପ ଏବଂ ଭୂସ୍ଖଳନ ଭଳି ବିପର୍ଯ୍ୟୟର ସଠିକ ପୂର୍ବାନୁମାନ ଏବଂ ପରିବେଶ ପରିବର୍ତ୍ତନ ବିଷୟରେ ବିସ୍ତୃତ ସୂଚନା ଖୁବ ଶୀଘ୍ର ସମ୍ଭବ ହେବ। NASA ଏବଂ ISROର…

ବର୍ଷା ହେଲେ ମରଣଯନ୍ତା ପାଲଟୁଛି ରାସ୍ତା, ଅବରୋଧ କରି ଉନ୍ନତିକରଣ ଦାବି କଲେ ଗ୍ରାମବାସୀ

କର୍ଲାମୁଣ୍ଡା,୩ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଓ ସାର ଗୋଦାମକୁ ଯାଇଥିବା ରାସ୍ତାଟି ଅତି ଶୋଚନୀୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ସମବାୟ ସମିତିର ଏହି ଗୋଦାମଠାରୁ ଚାଷୀମାନେ ସାର,…

ଇଂଲଣ୍ଡରେ ଇତିହାସ ରଚିଲେ ଶୁବମନ ଗିଲ୍‌: କଲେ ବଡ଼ କାରନାମା

ବର୍ମିଂହାମ,୩।୭: ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ ବର୍ମିଂହାମ ଟେଷ୍ଟରେ ୧୫୦ ରନ କରି ଇତିହାସ ରଚିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ତା’ ମାଟିରେ ୧୫୦ କିମ୍ବା ତା’ଠାରୁ ଅଧିକ ରନ କରିଥିବା ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ଏହି ଚମତ୍କାର…

ଭଉଣୀ ଘରକୁ ଯିବା ପାଇଁ ଡାକି ସାଙ୍ଗକୁ ହତ୍ୟା କଲା ସାଙ୍ଗ, ୪ ଦିନ ପରେ ମିଳିଲା…

ଆନନ୍ଦପୁର,୩ା୭(ସୁଶାନ୍ତ କୁମାର ସାହୁ): ସାଙ୍ଗକୁ ନିଜ ଭଉଣୀ ଘରକୁ ଯିବାକୁ ଡାକିନେଇ ହତ୍ୟା କରିଛି ସାଙ୍ଗ। ଘଟଣାର ୪ଦିନ ପରେ ଜଙ୍ଗଲରୁ ମିଳିଲା ନାବାଳକଙ୍କ ମୃତଦେହ। ମୋବାଇଲ ବିବାଦରୁ ହତ୍ୟାକାଣ୍ଡ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତ ସାଙ୍ଗକୁ ଅଟକ…

ଶାଳୀଙ୍କୁ ଧରି ଫେରାର୍‌ ୩ ପିଲାର ବାପା: କାନ୍ଦି କାନ୍ଦି ବେହାଲ୍‌ ସ୍ତ୍ରୀ କହିଲେ…

ପ୍ରତିଦିନ ଭିଣେଇ ଏବଂ ଶାଳୀଙ୍କ ସମ୍ପର୍କର ଅନେକ ଖବର ବାହାରକୁ ଆସୁଛି। ଉତ୍ତର ପ୍ରଦେଶର ଗୋଣ୍ଡାରୁ ସମାନ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ, ତିନି ସନ୍ତାନର ବାପା ତାଙ୍କ ଶାଳୀଙ୍କ ସହିତ ଫେରାର ହୋଇଯାଇଛନ୍ତି। ଏନେଇ ତାଙ୍କ ସ୍ତ୍ରୀ ପୋଲିସ…

ଆରମ୍ଭ ହେଲା ଘାନା-ଭାରତ କୁଟନୀତିର ନୂଆ ଯୁଗ

ଅକରା,୩।୭: ଘାନା ଗଣରାଜ୍ୟର ସଂସଦକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ଆଜି ଏହି ପ୍ରତିଷ୍ଠିତ ଗୃହକୁ ସମ୍ବୋଧିତ କରି ମୁଁ ଗର୍ବ ଅନୁଭବ କରୁଛି। ଘାନାରେ ରହିବା ଏକ ସୌଭାଗ୍ୟର କଥା, ଏହା ଏକ ଭୂମି ଯାହା ଗଣତନ୍ତ୍ରର…

୧୨ ମାସ ପରେ ଏସବୁ ରାଶିରେ ରାଜଯୋଗ, ହେବ ଧନବର୍ଷା, ବଢ଼ିବ ପଦ ପ୍ରତିଷ୍ଠା

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଅଗଷ୍ଟ ମାସଠାରୁ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି। ଏହି ରାଜଯୋଗ ସିଂହ ରାଶିରେ ହେବ ଏହାଦ୍ୱାରା କିଛି ରାଶିର ଭାଗ୍ୟ ବଦଳିଯାଇପାରେ। ଏଥିସହ ସେମାନଙ୍କ କ୍ୟାରିୟର ଏବଂ ବ୍ୟବସାୟରେ ଲାଭ ହେବ। ଆସନ୍ତୁ ଜାଣିବା ସେସବୁ ରାଶି ବିଷୟରେ……

ଡିଜେଲ ଲିଟର ୨୭୨ଟଙ୍କା, ୧୫ ଦିନରେ ୨ଥର ବଢିଲାଣି ଟ୍ରେନ୍‌ ଭଡା

ଇସଲାମାବାଦ,୩।୭: ପାକିସ୍ତାନ ମୁଦ୍ରାସ୍ଫୀତିର ଶିକାର ହେଉଛି। ଏହି ସମୟରେ, ପାକିସ୍ତାନ ସରକାର ପୁଣି ଥରେ ଏହାର ଲୋକଙ୍କୁ ଚକିତ କରିଛି। ପାକିସ୍ତାନ ସରକାର ଯାତ୍ରୀବାହୀ, ଏକ୍ସପ୍ରେସ ଏବଂ ମେଲ ଟ୍ରେନର ଭଡ଼ା ବୃଦ୍ଧି କରିଛନ୍ତି। ବିଶେଷ କଥା ହେଉଛି ଯେ ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri