ପାକିସ୍ତାନକୁ କବଜା କରିଛି ଚାଇନା? ସାଂଘାତିକ ଖୁଲାସା
ନୂଆଦିଲ୍ଲୀ,୪।୭: ଭାରତୀୟ ସେନାର ଉପ-ମୁଖ୍ୟ ସେନା କର୍ମଚାରୀ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର. ସିଂହ ଶୁକ୍ରବାର (ଜୁଲାଇ ୦୪, ୨୦୨୫) ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ସିନ୍ଦୂର ଅପରେସନ ସମୟରେ ଚୀନ ପାକିସ୍ତାନକୁ ଆମର ଭେକ୍ଟରଗୁଡ଼ିକର ଲାଇଭ ଅପଡେଟ ଦେଉଥିଲା ଏବଂ…
ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଚାଇନାକୁ କଡ଼ା ଚେତାବନୀ ଦେଲେ ତିବ୍ଦତର ନିର୍ବାସିତ ରାଷ୍ଟ୍ରପତି
ବେଜିଂ,୪।୭: ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ବିବାଦ ଶେଷ ହେଉନାହିଁ। ଚାଇନା ଜିଦ ଧରିଛି ଯେ ଭବିଷ୍ୟତର ଉତ୍ତରାଧିକାରୀ ପାଇଁ ତିବ୍ଦତକୁ ଏହାର ଅନୁମୋଦନ ନେବାକୁ ପଡିବ। ଚାଇନା କହିଛି ଯେ ଦଲାଇ ଲାମା ଏବଂ…
ପୁରୀରେ ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ
ପୁରୀ,୪ା୭: ପୁରୀ ସହରରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ। ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଗନ୍ନାଥ ମ୍ୟୁଜିୟମ ସହ ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ ହେବ। ଗୋଟିଏ ପରିସରରେ ମ୍ୟୁଜିୟମ, ଗବେଷଣା କେନ୍ଦ୍ର ଓ…
ଗିଲ୍ଙ୍କ ଦ୍ୱିଶତକ ଦେଖି ଖୁସିରେ ଏମିତି କହିଦେଲେ ସଚିନ: ୟୁଜର୍ସ କହିଲେ, କେବେ ଜ୍ୱାଇଁ କରିବେ
ବର୍ମିହାମ,୪।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶୁବମନ ଗିଲ ୨୬୯ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୧୦ରୁ ଅଧିକ ରେକର୍ଡ କରିଥିଲେ। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ମଧ୍ୟ…
ଶାଶୁ କରିଦେଲେ ଏମିତି ଭୁଲ୍, ଛାଡ଼ିଲେନି ବୋହୂ: ୨୪ ଦିନ ପରେ….
ପାଟନା,୪।୭: ବିହାରର ନୱାଡାରୁ ଏକ ଭୟଙ୍କର ଘଟଣା ଘଟିଛି। ଏଠାରେ ଜଣେ ୪୦ ବର୍ଷୀୟା ମହିଳାଙ୍କ ମୃତଦେହ ମିଳିଛି। ତଦନ୍ତ ପରେ ଜଣାପଡିଛି ଯେ, ମହିଳା ଜଣକ ୨୪ ଦିନ ଧରି ନିଖୋଜ ଥିଲେ। ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅନ୍ୟ…
କେମିତି ଅଛନ୍ତି କେସିଆର, ଡାକ୍ତର ଦେଲେ ଅପଡେଟ
ହାଇଦ୍ରାବାଦ,୪।୭: ଶୁକ୍ରବାର ହାଇଦ୍ରାବାଦର ପ୍ରସିଦ୍ଧ ଯଶୋଦା ହସ୍ପିଟାଲ ପୂର୍ବତନ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ବିଆରଏସ ନେତା କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଏକ ନୂଆ ବୁଲେଟିନ ଜାରି କରିଛି। ହସ୍ପିଟାଲ କହିଛି ଯେ କେସିଆରଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର…
ସ୍ପିନିଂ ମିଲ୍ରୁ ଚୋରି, ୫ କୋର୍ଟ ଚାଲାଣ
କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ପିନିଂ ମିଲ୍ରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଲୁହା ଜିନିଷପତ୍ର ଚୋରି ହୋଇଥିଲା। ଏ ନେଇ ସ୍ପିନିଂ ମିଲ୍ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ…
ନିଜ ଗୋଡ଼ରେ କୁରାଢି ମାରିଲେ ଟ୍ରମ୍ପ: ଏବେ ଚାଇନା ହୋଇଯିବ ସୁପରପାଓ୍ବାର
ଓ୍ବାଶିଂଟନ୍,୪।୭: ଆଜିକାଲି ଆମେରିକାରେ ‘ୱାନ ବିଗ ବିୟୁଟିଫୁଲ ବିଲ’ ବିଷୟରେ ବହୁତ ଆଲୋଚନା ହେଉଛି। ଏହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବଡ଼ ସଫଳତା ବୋଲି ମଧ୍ୟ ବିବେଚନା କରାଯାଉଛି। ଗୁରୁବାର ବିଳମ୍ବିତ ରାତିରେ ଏହି ବିଲ ପାରିତ ହୋଇଥିଲା, ଯାହାକୁ…
କ୍ୱିଭ ଉପରେ ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ, ଯାହା ପୂର୍ବରୁ କେବେ ଦେଖି ନ ଥିବେ
କ୍ୱିଭ,୪।୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ପର୍ଯ୍ୟନ୍ତୁ ଥମିବାର ନାଁ ନେଉନି। ଶୁକ୍ରବାର ରାତିରେ ରୁଷିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସହିତ କ୍ୱିଭକୁ ନିରନ୍ତର ଆକ୍ରମଣ କରି ଟାର୍ଗେଟ କରିଥିଲା, ଯେଉଁଥିରେ ୨୩ ଜଣ ଆହତ…
୮ରେ ଭାଜପା ରାଜ୍ୟ ସଭାପତି ନିର୍ବାଚନ
ଭୁବନେଶ୍ୱର,୪ା୭: ଭାଜପା ରାଜ୍ୟ ସଭାପତି ନିର୍ବାଚନ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଭାଜପା ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ, ୭ରେ ନାମାଙ୍କନପତ୍ର ଦାଖଲ, ୮ରେ ରାଜ୍ୟ ସଭାପତି…
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଥଲାପତି ବିଜୟ: ଟିଭିକେର ବଡ଼ ଘୋଷଣା
ଚେନ୍ନାଇ,୪।୭: ଅଭିନେତାରୁ ରାଜନେତା ପାଲଟିଥିବା ଥଲାପତି ବିଜୟ ତାମିଲନାଡୁ ନିର୍ବାଚନ ପାଇଁ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ)ର ମୁଖ୍ୟମନ୍ତ୍ରୀ ମୁହଁ ହେବେ। ତାଙ୍କ ଦଳ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଟିଭିକେ ଦଳର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଗୃହୀତ ଏକ ସ୍ବତନ୍ତ୍ର…
ସବୁଜିମାରେ ଭରିବ ଲଣ୍ଡା ପାହାଡ଼: ୧୦ ହେକ୍ଟର ଜମିରେ ୧୬ ହଜାର ଚାରା ରୋପଣ
ରାଇକିଆ,୪ା୭(ପ୍ରଦୀପ ବେହେରା): ଲଣ୍ଡା ପାହାଡ଼କୁ ସବୁଜିମାମୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଇକିଆ ବନାଞ୍ଚଳ ତରଫରୁ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରଯାଇଛି। ଶୁକ୍ରବାର କିଲୁଣ୍ଡି ଲଣ୍ଡା ପାହାଡ଼ର ୧୦…
Archives


