ଡାକ୍ତରୀ ଶିକ୍ଷାରେ ବଡ଼ ଦୁର୍ନୀତି: ଲାଞ୍ଚ ନେଇ ଘରୋଇ ମେଡିକାଲ କଲେଜ ପାଇଁ ଉଦ୍ଦିଷ୍ଟ ନିୟମରେ ସାଲିସ
ନୂଆଦିଲ୍ଲୀ,୫ା୭:ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏକ ବଡ଼ଧରଣର ଦୁର୍ନୀତି ହୋଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହାର ପର୍ଦ୍ଦାଫାଶ କରିବା ସହ ମୋଟ ୩୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ନ୍ୟାଶନାଲ ମେଡିକାଲ କମିଶନ (ଏନ୍ଏମ୍ସି)ର…
ମରାଠୀ ନ କହିଲେ ଚାପୁଡ଼ା: ମହାରାଷ୍ଟ୍ରରେ ତେଜୁଛି ଭାଷାଯୁଦ୍ଧ
ମୁମ୍ବାଇ/ଠାଣେ,୫ା୭:ଶିବସେନା ୟୁବିଟିର ପୂର୍ବତନ ଏମ୍ପି ରାଜନ୍ ବିଚାରେଙ୍କ ଠାଣେ ଅଫିସ୍କୁ କେତେଜଣ ବ୍ୟବସାୟୀଙ୍କୁ ଡକାଯାଇଛି। ସେଠାରେ ବିଚାରେଙ୍କ ସମ୍ମୁଖରେ ତାଙ୍କ କର୍ମୀମାନେ ସେମାନଙ୍କୁ ଚାପୁଡ଼ା ମାରୁଛନ୍ତି। ଗ୍ରାହକଙ୍କ ସହ ମରାଠୀରେ କଥା ହେବା ପାଇଁ କର୍ମୀମାନେ ବ୍ୟବସାୟୀଙ୍କୁ ତାଗିଦ କରୁଛନ୍ତି। ଜଣେ…
ଦୁଇ ପୁରାତନ କଲେଜର ବିକାଶ ପାଇଁ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା, ସମୀକ୍ଷା ପରେ ବିଧାୟକ କହିଲେ…
ଭଞ୍ଜନଗର,୫ା୭(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଦୁଇ ପୁରାତନ ମହାବିଦ୍ୟାଳୟ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏବେବି କିଛି କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଅଛି। ତେଣୁ ତାହାର ବିକାଶ…
ଜଗନ୍ନାଥ ବନ୍ଧାହେବା ପରେ ଧର୍ମେନ୍ଦ୍ରଙ୍କ ବହି ବନ୍ଦ: ଜାଣନ୍ତୁ କ’ଣ ଥିଲା ଭିତିରି ଖେଳ
ଭୁବନେଶ୍ୱର,୫ା୭(ସୁନିତ୍ ମିଶ୍ର):ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାରେ ଭାଜପା ନେତା ଜଗନ୍ନାଥ ପ୍ରଧାନ ଶେଷରେ ନିଜର ଆଣ୍ଟ ଭାଙ୍ଗି ଡିସିପି ଅଫିସ୍ରେ ଆତ୍ମସମର୍ପଣ କଲେ ଏବଂ ଗିରଫ…
ଏଇ ଭାରତରେ
କୋଲକାତାର ପିଣ୍ଟୁ ପୋହାନ୍ ପାନ ଦୋକାନ କରି ପରିବାର ପ୍ରତିପୋଷଣ ସହ ବହି ଲେଖା ଜାରି ରଖିଛନ୍ତି। ଏବେସୁଦ୍ଧା ସେ ୧୨ଟି ବହି ଲେଖିସାରିଲେଣି। ସବୁ ବହି ବେଙ୍ଗଲୀ ଭାଷାରେ ଲେଖିଛନ୍ତି। ସେ ପାନ ବିକିବା ସହ କମ୍ପ୍ୟୁଟର କ୍ଲାସ ଓ…
କମିଶନରଙ୍କୁ ମାଡ଼ ଘଟଣା: ମୁହଁ ଖୋଲିଲେ ଅପରାଜିତା, ମୋ ପୁଅ ଏଭଳି ଭୁଲ୍ କରିଥିଲେ…
ଖୋର୍ଦ୍ଧା,୫ା୭(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାକୁ ଏମ୍ପି ଅପରାଜିତା ଷଡ଼ଙ୍ଗୀ ବିରୋଧ କରି ଆସୁଥିବା ବେଳେ ଶୁକ୍ରବାର ଖୋର୍ଦ୍ଧା ଜିଲା ବେଗୁନିଆରେ ଅନୁଷ୍ଠିତ…
ମଣିଷସଂଖ୍ୟା କମୁଛି
ମନେପଡୁଛି ପିଲାବେଳର କଥା। ବହିପତ୍ର କିଣିବାଠାରୁ ଆରମ୍ଭ କରି କୌଣସି ବଡ଼ ଧରଣର ବଜାର କାମରେ ବା ଅଫିସ କାମରେ ବ୍ରହ୍ମପୁର ଯିବାକୁ ପଡ଼େ। ସେଥିପାଇଁ ଭଡ଼ା ସାଇକେଲ ଆମ୍ଭମାନଙ୍କ ଭଳି ଗ୍ରାମୀଣ ଦୂରିଆ ଲୋକଙ୍କର ଏକମାତ୍ର ନିର୍ଭରଯୋଗ୍ୟ ସାହାରା ଥିଲା।…
ମହାପ୍ରଭୁ: ଆଶୀର୍ବାଦ କରନ୍ତୁ
ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ଓଡ଼ିଆ ଜାତିର ଇଷ୍ଟ ତଥା ଅଗଣିତ ସନାତନୀ ବିଶ୍ୱାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ କଳାଠାକୁର ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ସୁନାବେଶ-ଅଧରପଣା ପରେ ନୀଳାଦ୍ରିବିଜେ କରିବେ। ମହାପ୍ରଭୁଙ୍କ ମହାଲୀଳାରେ ସାମିଲ…
ନୂଆ ମୁହଁ, ନୂଆ ପ୍ରକ୍ରିୟା
ଭାରତର ଗୁପ୍ତଚର ଢାଞ୍ଚାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଉଛି। ପରାଗ ଜୈନଙ୍କୁ ର’ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ନିକଟରେ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦର ତଥାକଥିତ ସହଯୋଗୀଙ୍କୁ ଇରାନ ହତ୍ୟା କରିବା ସହ ଅନେକଙ୍କୁ ଅଟକ ରଖିଛି। ଏହାକୁ ନେଇ ଭାରତ…
ଆଜି ବାହୁଡ଼ିବେ ଦାରୁବିଗ୍ରହ: ଅପରାହ୍ନ ୪ଟାରେ ରଥଟଣା
ପୁରୀ,୫ା୭(ଅଜିତ୍ କୁମାର ମହାନ୍ତି):ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ଧରି ଶ୍ରୀମନ୍ଦିରରୁ ବାହାରି ରଥାରୂଢ଼ ହୋଇ ନବଦିନାତ୍ମକ ଯାତ୍ରାରେ ଯାଇ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି।…
ନୀଳଗିରି ବିଧାୟକଙ୍କ ନାମରେ ଏତଲା ଦେଲେ ଲେଖାଶ୍ରୀ, ଆଣିଲେ ସାଂଘାତିକ ଅଭିଯୋଗ !
ଭୁବନେଶ୍ୱର,୪ା୭(ସତ୍ୟଜିତ୍ ରାଉତ) – ବିଜେଡି ମୁଖପାତ୍ର ତଥା ବାଲେଶ୍ୱର ସଂସଦୀୟ କ୍ଷେତ୍ର ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଲେଖାଶ୍ରୀ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରେ ସନ୍ତୋଷଙ୍କ…
ଆଉ ୩ ଦିନ ତୁହାକୁ ତୁହା ବର୍ଷା , ଏସବୁ ଜିଲାକୁ ଓ୍ବାର୍ନିଂ…
ଭୁବନେଶ୍ୱର,୪ା୭(ଅନୁରାଧା ମହାରଣା ) – ଉତ୍ତର ଓଡିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ଅଧିକାଂଶ ଜିଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଶନିବାର ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାରେ ମଧ୍ୟ…
Archives


