India-Pakistan War: ସରକାର ନେଲେ ଆଉ ଏକ ବଡ଼ ନିଷ୍ପତ୍ତି,ଯେ କୌଣସି ଆତଙ୍କବାଦୀ କାର୍ଯ୍ୟକୁ ଯୁଦ୍ଧ ଘୋଷଣା କରାଯିବ
ନୂଆଦିଲ୍ଲୀ,୧୦।୫: ପାକିସ୍ତାନର ବିଫଳ ଆକ୍ରମଣ ପ୍ରୟାସ ମଧ୍ୟରେ, ଭାରତ ସରକାର ଶନିବାର (୧୦ ମଇ, ୨୦୨୫) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇ କୁହାଯାଇଛି ଯେ ଯଦି ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣ…
ମିଡିଆ ଚ୍ୟାନେଲରେ ଶୁଭିବ ନାହିଁ ସାଇରନ ଶବ୍ଦ, ସରକାରଙ୍କ ବଡ଼ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ସରକାର ଶନିବାର ସମସ୍ତ ଗଣମାଧ୍ୟମ ଚ୍ୟାନେଲକୁ ସାମୁଦାୟିକ ସଚେତନତା ଅଭିଯାନ ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମରେ ନାଗରିକ ପ୍ରତିରକ୍ଷା ବିମାନ ଆକ୍ରମଣ ସାଇରନ ଶବ୍ଦ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି।…
ଟେରିଟୋରିଆଲ ଆର୍ମି କ’ଣ? ଭାରତ-ପାକ୍ ସଂଘର୍ଷ ମଧ୍ୟରେ ଯାହାର ହୋଇପାରେ ଏଣ୍ଟ୍ରି, ଭାରତୀୟ ସେନାଠାରୁ…
ନୂଆଦିଲ୍ଲୀ,୧୦।୫: ପାକିସ୍ତାନକୁ ଏମିତିରେ ଆତଙ୍କବାଦୀଙ୍କ ଗଡ଼ ବୋଲି କୁହାଯାଏ ନାହିଁ। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏହି ଦେଶର ବାରମ୍ବାର ଭାରତକୁ ଧମକ ଦେଉଛି। ସାଧାରଣଜନତାଙ୍କୁ ଟାର୍ଗେଟ କରି ଘୃଣ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ଏଥିଲାଗି ଏହାକୁ ଉପଯୁକ୍ତ ଜବାବ ଦିଆଯାଉଛି।…
ଦୁଇ ସନ୍ତାନଙ୍କ ସହ ମା’ ନିଖୋଜ: ସ୍ବାମୀ କହିଲେ ଲୁଚି ଲୁଚି ଗପୁଥିଲେ ଫୋନ୍ରେ, ପଚାରିବାରୁ…
ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ମହିଳା ତାଙ୍କ ଦୁଇ ସନ୍ତାନଙ୍କ ସହ ଗତ ରବିବାରଠାରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ସ୍ବାମୀ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।…
ଭାରତ-ପାକିସ୍ତାନ ଯୁଦ୍ଧ ଦେଖି ସାରା ବିଶ୍ୱରେ ପଡ଼ିଲା ଚହଳ: ଜାଣନ୍ତୁ କେଉଁ ଦେଶ କ’ଣ କହିଲା
ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନ ସାରା ବିଶ୍ୱରୁ ସମର୍ଥନ ମାଗିଛି କିନ୍ତୁ କାହାଠାରୁ ସମର୍ଥନ ପାଉନାହିଁ ଏବଂ ଏପରି ପରିସ୍ଥିତିରେ ସେ ଏବେ ଭାରତ ଉପରେ ପରମାଣୁ…
ସାବଧାନ! ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏସବୁ WhatsApp ଫରଓ୍ବାର୍ଡ-ଭାଇରାଲ ବାର୍ତ୍ତା ଉପରେ କରନ୍ତୁନି ବିଶ୍ୱାସ, କେବଳ…
ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ଉତ୍ତେଜନା ମଧ୍ୟରେ ମିଥ୍ୟା ଦାବି କରି ଅନେକ ମେସେଜ ଫରୱାର୍ଡ କରାଯାଉଛି। କିନ୍ତୁ ଆପଣ ନିଶ୍ଚିତ ହେବା ଉଚିତ ଯେ ଭାରତର ଅଧିକାଂଶ ସ୍ଥାନରେ ପରିସ୍ଥିତି ସ୍ବାଭାବିକ ରହିଛି।…
ସମାଧାନ ହେଲା ୨୩ ଫୌଜଦାରୀ, ୨ ଦେଓ୍ବାନୀ ମାମଲା
ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ମାଜିଷ୍ଟ୍ରେଟ୍ ନୀଳିମା ଷଡ଼ଙ୍ଗୀ ୨୩ଟି ଫୌଜଦାରୀ ଏବଂ ୨ ଟି ଦେଓ୍ବାନୀ ମାମଲାର ଚୂଡ଼ାନ୍ତ ସମାଧାନ କରିଥିବା ଜଣାପଡ଼ିଛି। ସେହିପରି ବିଭିନ୍ନ ବ୍ୟାଙ୍କର…
ଆତ୍ମ ସମର୍ପଣ କଲା ପାକିସ୍ତାନ! ବୈଦେଶିକ ମନ୍ତ୍ରୀ କହିଲେ ଯଦି ଭାରତ ଥମି ଯିବ ଆମେ…
ଇସଲାମାବାଦ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଯୁଦ୍ଧ ବନ୍ଦ କରେ, ଆମେ ମଧ୍ୟ ବନ୍ଦ କରିବାକୁ ପ୍ରସ୍ତୁତ।…
ଭାଙ୍ଗିଯିବ INDIA ମେଣ୍ଟ! ଭାଜପାରେ ଯୋଗ ଦେବେ ଅଖିଳେଶ? ବରିଷ୍ଠ ଏମପିଙ୍କ ବଡ଼ ଦାବି
ଲକ୍ଷ୍ନୌ,୧୦।୫: ଉତ୍ତରପ୍ରଦେଶ ଉନ୍ନାଓର ଭାରତୀୟ ଜନତା ପାର୍ଟି ଏମପି ସମାଜବାଦୀ ପାର୍ଟି ଜାତୀୟ ସଭାପତି ଅଖିଳେଶ ଯାଦବଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ତାଙ୍କର ଦାବି ସୂଚାଇ ଦେଉଛି ଯେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ…
SBI CBO Recruitment 2025: ଏସବିଆଇ CBOର ୩୩୨୩ ପଦବୀ ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେଶନ, ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ,୧୦।୫: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ସର୍କଲ ବେସଡ ଅଫିସର (CBO) ନିଯୁକ୍ତି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ଦାଖଲର ଶେଷ ତାରିଖ ୨୯ ମେ’। ଯୋଗ୍ୟ ପ୍ରାର୍ଥୀମାନେ ସରକାରୀ ୱେବସାଇଟ sbi.co.in କୁ ଯାଇ ସେମାନଙ୍କର…
ଓଲଟିଲା ଯାତ୍ରୀବାହୀ ବସ୍: ୧୫ ଆହତ, ୭ ଗୁରୁତର
ରାଇରଙ୍ଗପୁର,୧୦ା୫: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଁଳାଯୋଡ଼ି ଜିଆଲଦା ଗାଁରେ ଭାରସାମ୍ୟ ହରାଇ ଶନିବାର ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଫଳେରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୭ ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ରାଇରଙ୍ଗପୁର ମେଡିକାଲରେ…
ଅସୀମ ମୁନିରଙ୍କୁ ବଡ଼ ଝଟ୍କା: ସେନା ହାତରୁ ଗଲା ପାକିସ୍ତାନର ୨ ଅଞ୍ଚଳ
ଇସଲାମାବାଦ୍,୧୦।୫: ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାଦ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ ବଡ଼ ଝଟକା ଲାଗିଛି। ଏହି ଝଟ୍କା ବେଲୁଚିସ୍ତାନର ଯୋଦ୍ଧାମାନେ ଦେଇଛନ୍ତି। ବେଲୁଚିସ୍ତାନର ଯୋଦ୍ଧାମାନେ ପାକିସ୍ତାନ ସେନାକୁ ପରାସ୍ତ କରି ଏହାର ଦୁଇଟି ଅଞ୍ଚଳକୁ ଛଡ଼ାଇ ନେଇଛନ୍ତି।…
Archives


