Home

ଆଜି ରାଜ୍ୟରୁ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ଖସୁନି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୮୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୪,୮୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୭୫ ଜଣ ଚିହ୍ନଟ…

ନିନ୍ଦା କଲା ଭାରତ

ନୂଆଦିଲ୍ଲୀ,୨୭।୮: କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ମାରାତ୍ମକ ବୋମା ବିସ୍ଫୋରଣକୁ ଭାରତ ଦୃଢ ନିନ୍ଦା କରିଛି। ଭାରତ କହିଛି ଯେ, ଏହି ବିସ୍ଫୋରଣ ପୁଣି ଥରେ ଚେତାଇ ଦେଇଛି ଯେ ଆତଙ୍କବାଦ ବିରୋଧରେ ବିଶ୍ୱ ଏକାଠି ହେବା ଆବଶ୍ୟକ। ଯେଉଁମାନେ ଏହାକୁ…

କଟା ଘା’ରେ ଚୂନ ଲଗାଇଲେ ଇଂଲଣ୍ଡ କ୍ରିକେଟର୍‌

ଲିଡ୍ସ,୨୭।୮: ଲିଡ୍ସ ଟେଷ୍ଟରେ ଟିମ ଇଣ୍ଡିଆର ପ୍ରଥମ ଇନିଂସ ମାତ୍ର ୭୮ ରନ ସଂଗ୍ରହ କରିଥିଲା। ଏଭଳି ଖରାପ ପ୍ରଦର୍ଶନ ପରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠିବା ସ୍ବାଭାବିକ। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଭାରତୀୟ ଦଳର କଟା ଘା’ରେ…

ମୋତେ କରୋନା ହୋଇଛି କହି ୨୫ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଲେ ଯୁବତୀ, ଆଉ ତା’ ପରେ…

ଆମେରିକାର ଜଣେ ଯୁବତୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିଛି। କାରଣ ଏହି ଯୁବତୀ ଜଣକ ଏକ ସୁପରମାର୍କେଟ୍‌ରେ ଛିଙ୍କିବା ସହ ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଥିଲେ। ଏହା ପରେ ସେ ଜୋର୍‌ରେ ପାଟି କରି କହିଥିଲେ ମୋତେ…

‘ଏଥର କ୍ଷମା ନାହିଁ: ଖୋଜିବୁ, ଦଣ୍ଡ ଦେବୁ’

ଓ୍ବାଶିଟନ୍‌,୨୭।୮: କାବୁଲର ବିମାନବନ୍ଦରରେ ଆଇଏସଆଇଏସ ଦ୍ୱାରା ହୋଇଥିବା ଆତ୍ମଘାତୀ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାଇଡେନ କହିଛନ୍ତି, ‘ଆମେ କ୍ଷମା କରିବୁ ନାହିଁ। ଆମେ ଭୁଲି ପାରିବୁ ନାହିଁ। ଆମେ ଖୋଜିକି (ଆତଙ୍କବାଦୀ)…

କାବୁଲ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌

କାବୁଲ,୨୭।୮: ଆଫଗାନିସ୍ତାନର କାବୁଲରେ ଗୁରୁବାର ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା। କାବୁଲ ବିମାନବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୩ ଜଣ ଆହତ ହୋଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନଙ୍କର…

ଯୁକ୍ତ ୨ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ

ଭୁବନେଶ୍ୱର,୨୭ା୮(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଯୁକ୍ତ ୨ ପାଠ୍ୟକ୍ରମ (ସିଲାବସ୍‌)ରେ ୩୦ ପ୍ରତିଶତ ହ୍ରାସ କରାଯିବ। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ ୭୦ ପ୍ରତିଶତ ସିଲାବସ୍‌ର…

୧୨ ବର୍ଷ ବୟସରେ ପ୍ରଥମ ଶତକ ହାସଲ ମାରିଥିଲେ କ୍ରିକେଟର୍‌ ଯାଦୁଗର

ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ କ୍ରିକେଟର ଏକ ପରିଚିତ ନାମ। ୧୯୦୮, ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମିତ ଏହି ମହାନ୍‌ କ୍ରିକେଟର ୧୯୨୮ରେ ବ୍ରିସ୍‌ବେନ୍‌ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦ ବର୍ଷ ଲମ୍ବା କ୍ରିକେଟ କ୍ୟାରିୟରେ ସେ…

କିଛି ଚମତ୍କାର ହିଁ ଟିମ୍‌ ଇଣ୍ଡିଆକୁ ବଞ୍ଚାଇ ପାରିବ

ଲିଡ୍ସ,୨୬।୮: ମ୍ୟାଚ୍‌ରେ ଆହୁରି ୩ ଦିନ ବାକି ଅଛି। ଟିମ୍‌ ଇଣ୍ଡିଆ ଏବେ ୩୪୫ ରନ୍‌ରେ ପଛୁଆ। ଇଂଲଣ୍ଡ ହାତରେ ଆହୁରି ୨ ଉଇକେଟ ଅଛି। ଏଭଳି ଗମ୍ଭୀର ସ୍ଥିତିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ କୌଣସି ଚମତ୍କାର ହିଁ ବଞ୍ଚାଇ…

୭୦% ସିଲାବସରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୬।୮(ବ୍ୟୁରୋ): ଗତବର୍ଷ ଭଳି ଚଳିତ ମଧ୍ୟ ଯୁକ୍ତ ଦୁଇ ପିଲାଙ୍କ ପାଇଁ ୩୦% ସିଲାବସ ହ୍ରାସ କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ ବୈଠକରେ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ବୈଠକର ନିଷ୍ପତ୍ତି ମୁତାବକ, ପ୍ରଥମ ଓ ଦ୍ୱିତୀୟ…

ସତରେ କ’ଣ ପରିବା ବିକୁଥିଲେ ଆଇଏଏସ୍‌: ଦେଲେ ସଫେଇ

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଆଇଏଏସ ଅଧିକାରୀ ଅଖିଳେଶ ମିଶ୍ର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଅଖିଳେଶ ମିଶ୍ର ପନିପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏକ ଫେସବୁକ…

ପ୍ରଥମେ ଚୁମ୍ବନ, ଏବେ ଗୋଡ଼ ମୋଡିଲେ ରାକେଶ

ବମ୍ବେ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା ସେଟ୍ଟୀ। ସେ ଏବେ ବିବାଦୀୟ ଶୋ’ ‘ବିଗ୍‌ବସ୍‌’ ଓଟିଟିରେ ପ୍ରତିଯୋଗୀ ଭାବେ ଯୋଗ ଦେଇଛନ୍ତି। ସେଠାରେ ରାକେଶ ବାପତଙ୍କ ସହ ତାଙ୍କର ସମ୍ପର୍କ ନିବିଡ଼ ହେବାରେ ଲାଗିଛି। ସକାଳୁ ଉଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?