ରାଜ୍ୟରେ କମୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୬୧୫ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୯।୭(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ୨ହଜାର ତଳେ ରହୁଛି। ଇତିମଧ୍ୟରେ ବୁଧବାର ରାଜ୍ୟରେ ୧,୭୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହି ସଂଖ୍ୟାରେ ହ୍ରାସ…
ପ୍ରେମିକଙ୍କୁ ମନେ ପକାଇ ଆଲିଆ ଚୋରି କଲେ ଏହି ଜିନିଷ
ମୁମ୍ବାଇ: ଆଲିଆ-ରଣବୀରଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କୁ ଜଣା। ବି-ଟାଉନରେ ଏହି ଯୋଡ଼ି ବେଶ୍ ସୁନ୍ଦର। ଆଲିଆ ଏକଥା କେବେ ଖୋଲି କହିନାହାନ୍ତି। ତଥାପି ଉଭୟ ଉଭୟଙ୍କ ପରିବାର ଲୋକଙ୍କ ସହ ସମୟ କାଟନ୍ତି। ଆଲିଆ-ରଣବୀରଙ୍କ ପ୍ରେମସମ୍ପର୍କ ପ୍ରଶଂସକଙ୍କ ହୃଦୟ ଜିତିଥାଏ। ଅଭିନେତା…
କାନ୍ଦିଲେ ଅକ୍ଷୟ କୁମାର
ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର କାହାଣୀରେ ଭାରତୀୟ ସେନାର ସାହସିକତା ବିଷୟରେ ଦେଖିବାକୁ ମିଳିବ। ଫିଲ୍ମ ରିଲିଜ ହେବା ପୂର୍ବରୁ ଏକ ଭିଡିଓ…
ଦୀପ୍ତିଙ୍କ ସ୍ବପ୍ନ ପୂରଣ କରିବେ ସଚିନ ତେନ୍ଦୁଲକର
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଜଣେ ଯୁବତୀଙ୍କ ସ୍ବପ୍ନ ପୂରଣ କରିବାକୁ ଆଗେଇ ଆସିଛନ୍ତି। ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ରତ୍ନାଗିରିର ୧୯ ବର୍ଷ ବୟସ୍କା ଦୀପ୍ତି ବିଶ୍ୱସ୍ବରାୟଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ସଚିନ ସାହାଯ୍ୟର ହାତ ବଢାଇଛନ୍ତି। ଯଦି…
ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ: ଖୁବ୍ଶୀଘ୍ର କେରଳ ଯିବ କେନ୍ଦ୍ରୀୟ ଟିମ୍
ଥିରୁଭାନ୍ତମପୁରମ,୨୮।୭: ଦେଶରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବା ବେଳେ ଏବେ କେରଳ ଚିନ୍ତା ବଢ଼ାଇଛି। ଲଗାତର ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଟିମ୍କୁ କେରଳ ପଠାଇବାକୁ ଯୋଜନା କରୁଛନ୍ତି। ଖୁବ୍ଶୀଘ୍ର କେନ୍ଦ୍ରୀୟ…
କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମମତା
ନୂଆଦିଲ୍ଲୀ,୨୮।୭: ୫ଦିନିଆ ଦିଲ୍ଲୀ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗସ୍ତର ତୃତୀୟ ଦିନରେ ଅର୍ଥାତ୍ ବୁଧବାର ଦିଲ୍ଲୀ ଜନପଥ ୧୦ ସ୍ଥିତ ବାସଭବନରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମମତା ବାନାର୍ଜୀ ଭେଟିଛନ୍ତି। ଏହି ସମୟରେ କଂଗ୍ରେସ ନେତା ରାହୁଲ…
ମ୍ୟାଚ୍ ପୂର୍ବରୁ ମହିଳା ଖେଳାଳିଙ୍କୁ ଶକ୍ତ ଚାପୁଡ଼ା ମାରିଲେ କୋଚ୍, ଜାଣନ୍ତୁ କାହିଁକି
ଜର୍ମାନୀର ମହିଳା ଜୁଡୋ ଖେଳାଳି ହଠାତ୍ ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଫାଇଟ୍ ପୂର୍ବରୁ ମାର୍ଟେନା ଟ୍ରାଜଦୋସଙ୍କ ଏକ ଫଟୋ ଏବେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ କୋଚ୍ ତାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ମାରୁଥିବା ଦେଖିବାକୁ…
ଇଞ୍ଜିନିୟରରୁ କ୍ରିକେଟର ହୋଇଥିବା ଏହି ନୂଆ ସ୍ପିନରଙ୍କ ପ୍ରଶଂସାରେ ଶତମୁଖ ହେଲେ ଲକ୍ଷ୍ମଣ: କହିଲେ ତାଙ୍କ ପାଖରେ ରହିଛି ‘ଏକ୍ସ-ଫ୍ୟାକ୍ଟର’
ନୂଆଦିଲ୍ଲୀ,୨୮।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହୋଇଛି। ରବିବାର ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏଥିରେ ଭାରତ ୩୮ ରନ୍ରେ ବିଜୟୀ ହୋଇଥିଲା। ମ୍ୟାଚ୍ରେ ଦୁଇ ଖେଳାଳି ପୃଥ୍ବୀ ଶ’ ଏବଂ ବରୁଣ ଚକ୍ରବର୍ତ୍ତୀ ଭାରତ ପାଇଁ…
୧ କୋଟି ଟଙ୍କା ଦାନ କଲେ ଅକ୍ଷୟ କୁମାର
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନିଜ ବଦାନ୍ୟ କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଜମ୍ମୁ-କଶ୍ମୀରରେ ଏକ ସ୍କୁଲର ପୁନଃନିର୍ମାଣ ପାଇଁ ସେ ୧ କୋଟି ଟଙ୍କା ଦାନ କରିଥିବା ଜଣାପଡିଛି। ନିକଟରେ ଅକ୍ଷୟ କଶ୍ମୀରର ବର୍ଡର ସିକ୍ୟୁରିଟୀ ଫୋର୍ସ(ବିଏସ୍ଏଫ୍) ଯବାନଙ୍କୁ…
ରାଜଧାନୀରେ କେବେଠୁ ଖୋଲିବ ସ୍କୁଲ: ଅଭିଭାବକ-ଶିକ୍ଷକଙ୍କଠୁଁ ପରାମର୍ଶ ଲୋଡିଲେ ସରକାର
ନୂଆଦିଲ୍ଲୀ, ୨୮।୭: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଅନେକ ରାଜ୍ୟରେ ପୁଣି ଥରେ ସ୍କୁଲ ଓ କଲେଜ ଖୋଲିଛି। ଗୁଜରାଟ, କର୍ନାଟକ, ମଧ୍ୟପ୍ରଦେଶ, ଓଡ଼ିଶା ଓ ପଞ୍ଜାବ ଆଦି ରାଜ୍ୟରେ ସ୍କୁଲ ଖୋଲିଥିବା ବେଳେ ଉତ୍ତରାଖଣ୍ଡ ଓ ବିହାର ସମେତ…
ଲୋକ ସଭାରେ କାଗଜ ପିଙ୍ଗା, ୧୦ କଂଗ୍ରେସ ଏମ୍ପି ହୋଇପାରନ୍ତି ନିଲମ୍ବିତ…
ନୂଆଦିଲ୍ଲୀ,୨୮।୭: ଲୋକ ସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବା ଯୋଗୁ ବୁଧବାର ଗୃହର ସାଧାରଣ କାର୍ଯ୍ୟ ବ୍ୟାହତ ହୋଇଥିଲା। କଂଗ୍ରେସର କେତେକ ସଦସ୍ୟ ଗୃହରେ କାଗଜ ଫିଙ୍ଗିବାର ଦେଖିବାକୁ ମିଳିଥିଲା। ଏସମସ୍ତ ସଦସ୍ୟଙ୍କୁ ନିଲମ୍ବିତ…
ବନ୍ଧୁକ ଦେଖାଇ ବଟି ଆଦାୟ ଅଭିଯୋଗରେ ଯୁବକ ଗିରଫ
ଦାରିଙ୍ଗବାଡ଼ି,୨୮ା୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥିସହ ତାଙ୍କ ଠାରୁ ଏକ ବନ୍ଧୁକ ଜବତ କରାଯାଇଥିବା…
Archives


