Home

ଦିଲ୍ଲୀ ବିଧାନସଭା ତଳୁ ମିଳିଲା ସୁଡ଼ଙ୍ଗ, ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଅଛି ଗୁପ୍ତ ରାସ୍ତା

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ବିଧାନସଭାରେ ଗୁରୁବାର ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ ତଥା ବାଚସ୍ପତି ରାମ ନିବାସ ଗୋଏଲ କହିଛନ୍ତି, ଏହି ସୁଡ଼ଙ୍ଗ ବିଧାନସଭା ତଳୁ ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଯାଇଛି। ବ୍ରିଟିଶମାନେ ସ୍ବାଧୀନତା ସଂଗ୍ରାମୀଙ୍କ ଆନ୍ଦୋଳନ ସମୟରେ ଲୋକଙ୍କ…

ପଞ୍ଚଭୂତରେ ବିଲୀନ ହେଲେ ସିଦ୍ଧାର୍ଥ; ଲୁହ ଭରା ଆଖିରେ ବିଦାୟ ଦେଲେ ମା’-ଶେହନାଜ

ବମ୍ବେ: ପଞ୍ଚଭୂତରେ ବିଲୀନ ହେଲେ ବିଗ୍‌ବସ୍‌ ବିଜେତା ତଥା ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ବ୍ରହ୍ମକୁମାରୀ ରୀତିନୀତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସିଦ୍ଧାର୍ଥଙ୍କ ଶେଷ ଦର୍ଶନ ପାଇଁ ମୁମ୍ବାଇର ଓସିବାରା ଶ୍ମଶାନରେ ବନ୍ଧୁ, ପରିଜନ, ପରିବାରଲୋକଙ୍କ ବ୍ୟତିତ ପ୍ରଶଂସକମାନେ…

ରହସ୍ୟମୟ ସ୍ଥାନ, ଯେଉଁଠି ସମସ୍ତ ଘଟଣା ଘଟେ ବିପରୀତ

ପୃଥିବୀରେ ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ହଟିନାହିଁ। ପୃଥିବୀରେ ଥିବା ସୁନ୍ଦର ସ୍ଥାନକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟକ ଲୋକ ପରିଦର୍ଶନରେ ଯାଇଥାନ୍ତି। ଅନ୍ୟପକ୍ଷରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି,…

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସୁଗା

ଟୋକିଓ,୩।୯: ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଶାସକ ଦଳର ନେତୃତ୍ୱ ନେବାକୁ ସେ ଆଉ ପ୍ରାର୍ଥୀପତ୍ର ଉପସ୍ଥାପନ କରିବେ ନାହିଁ। ସେପ୍ଟେମ୍ବର ଶେଷ ସୁଦ୍ଧା ସେ ଜାପାନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ।…

ୟୁପିରେ ଡେଙ୍ଗୁ, ଭାଇରାଲ ଜ୍ୱରରେ ଗଲାଣି ୧୦୦ରୁ ଊର୍ଦ୍ଧ୍ୱ ଜୀବନ

ଲକ୍ଷ୍ନୌ,୩।୯: ଉତ୍ତର ପ୍ରଦେଶରେ ଡେଙ୍ଗୁ ଏବଂ ଭାଇରାଲ ଜ୍ୱରର ମାତ୍ରା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ମୃତ୍ୟୁ ଘଟିଲାଣି। କେବଳ ଫିରୋଜାବାଦରେ ଏପର୍ଯ୍ୟନ୍ତ ୭୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ମଥୁରାରେ ୧୭, ମୌନପୁରୀରେ ତିନି ଜଣ,…

କେବେ ଚାହୁଁ ନ ଥିବା ରେକର୍ଡ କଲେ ବୁମ୍‌ରା

ଓଭାଲ,୩।୯: କ୍ରିକେଟ ଦୁନିଆରେ, ଅନେକ ଥର ନ ଚାହିଁ ମଧ୍ୟ ଖେଳାଳିମାନେ ଏମିତି କିଛି କାର୍ଯ୍ୟ କରନ୍ତି, ଯାହା ଫଳରେ ସେମାନେ ରେକର୍ଡ ବୁକ୍‌ରେ ସ୍ଥାନ ପାଇଥାନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଜସପ୍ରୀତ ବୁମ୍‌ରାଙ୍କ ସହ ସମାନ ଘଟଣା ଘଟିଛି।…

କଇଁଚି ବଦଳରେ ଦାନ୍ତରେ ଫିତା କାଟିଲେ ପାକିସ୍ତାନର ଏହି ମନ୍ତ୍ରୀ; ଭିଡିଓ ଦେଖିଲେ ହସି ହସି ଗଡ଼ିବେ

ସାରା ବିଶ୍ୱରେ ପାକିସ୍ତାନର ଛବି କିଭଳି ସେ ବିଷୟରେ ସମସ୍ତେ ଅବଗତ। ଅନେକ ଥର ଦେଶର ନେତାମାନେ ଏପରି କିଛି କାର୍ଯ୍ୟ କରିଥାନ୍ତି, ଯାହା ହସର ଖୋରାକ ଯୋଗାଇଥାଏ। ତାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥାଏ। ଏହି…

ଶେହନାଜଙ୍କ ଛଡ଼ା ଏହି ୭ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ସିଦ୍ଧାର୍ଥ; ଅନେକ ଭାଙ୍ଗିଥିଲେ ହୃଦୟ…

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତା ତଥା ବିଗ୍‌ ବସ୍‌ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା। ସେ ନିଜ ଅଭିନୟ ଜୀବନର ଏପରି ଏକ ସୋପାନରେ ଥିଲେ…

ବିଦ୍ୟାଭାରତୀଙ୍କୁ ଜେରା ନ କରି ଫେରିଗଲା କ୍ରାଇମବ୍ରାଞ୍ଚ ଟିମ୍‌

ବାରିପଦା ଅଫିସ,୩ା୯: ବହୁଚର୍ଚ୍ଚିତ ଏଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗୁରୁବାର କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ତନାଘନା ଜେରା କରିଥିଲା। ପ୍ରାୟ ସାଢ଼େ ୬ ଘଣ୍ଟାରେ ୭୦ ପ୍ରଶ୍ନ ପଚାରିଥିଲା ଟିମ୍‌। ଆଜି ପୁଣି ଥରେ ବିଦ୍ୟାଭାରତୀ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ…

ଜଣେ ଖେଳାଳିଙ୍କୁ ଆଉଟ୍‌ କରିବା ପାଇଁ ୧୧ ଖେଳାଳି ଲାଗିପଡି ଥିଲେ, ପରେ…

ସାଉଥମ୍ପଟନ,୩।୯: କାଉଣ୍ଟି କ୍ରିକେଟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ହାମ୍ପସାୟର୍‌ ଏବଂ ୟର୍କଶାୟର୍‌ ମଧ୍ୟରେ ଚାଲିଥିବା ମ୍ୟାଚ୍‌ର ୪୬ଟି ବଲ ଖେଳିବାକୁ ବାକି ଥିଲା ଏବଂ କେବଳ ଗୋଟିଏ ଉଇକେଟ ଥିଲା। ଶେଷ ମୁହୂର୍ତ୍ତରେ, ୟର୍କଶାୟର୍‌ ବୋଲରଙ୍କ ସମେତ ସମସ୍ତ…

ଚିଙ୍ଗୁଡ଼ିଚାଷ ଜୈବ ବିବିଧତା ନଷ୍ଟ କରୁଛି

ମହାକାଳପଡ଼ା,୩।୯ (ଡି.ଏନ୍‌.ଏ.): ଚିଙ୍ଗୁଡି ଘେରିରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଜଳରେ ମିଶିବାରୁ ବିଷ ପାଲଟୁଛି। ଏ ନେଇ ଜୀବଜନ୍ତୁ, ଜଙ୍ଗଲ ଓ ମୃତ୍ତିକା କ୍ଷୟ ହେବା ସହ ଜୈବବିବିଧତା ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉପକୂଳ…

କୁଶୁନୁପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଜରାଜୀର୍ଣ୍ଣ

ପଟ୍ଟାମୁଣ୍ଡାଇ,୩।୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ କେନ୍ଦ୍ର ଓ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁ ଏହାର ସୁଫଳ ମିଳିପାରୁନାହିଁ। ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ସର୍ବଶିକ୍ଷା ଅଭିଯାନ ଯୋଜନାରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri