Home

‘ଚାଷୀ ଆନ୍ଦୋଳନ ଶେଷ ହେଲେ ଭାଜପା ସହ ମେଣ୍ଟ’

ନୂଆଦିଲ୍ଲୀ,୨୦।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର ନୂଆ ରାଜନୈତିକ ଦଳ ଗଠନ କରିବେ। ଯଦି ଚାଷୀ ଆନ୍ଦୋଳନର ସମାଧାନ ହୋଇଯାଏ, ତେବେ ସେ ଭାଜପା ଓ ଅକାଳି ଦଳ ସହ ମେଣ୍ଟ କରି ଆସନ୍ତା ବର୍ଷ ହେବାକୁ ଥିବା…

ଉତ୍ତରାଖଣ୍ଡରେ ମୃତ୍ୟୁର ତାଣ୍ଡବ ଜାରି

ନୂଆଦିଲ୍ଲୀ,୧୯।୧୦: ଲଗାଣ ବର୍ଷା କାରଣରୁ ଉତ୍ତରାଖଣ୍ଡର ବିଭିନ୍ନ ଜିଲାରେ ଦେଖିବାକୁ ମିଳିଛି ମୃତ୍ୟୁର ତାଣ୍ଡବ। ପର୍ଯ୍ୟଟନ ସ୍ଥଳ ଭାବେ ଜଣାଶୁଣା ନେନିତାଲ ସମ୍ପୂର୍ଣ୍ଣ ରୂପେ ବାହ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଇଛି। ସୋମବାର ମୁକ୍ତେଶ୍ୱର ଓ ଖାଇର୍ନା ଅଞ୍ଚଳରେ ଘର ଭୁଷୁଡି ପଡ଼ିବାରୁ…

ଆସିଲା ଅକ୍ଟୋବର-ନଭେମ୍ବର ଗାଇଡଲାଇନ୍‌

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ପାର୍ବଣକୁ ନେଇ ପୁଣି ଥରେ ଜାରି ହେଲା ଗାଇଡଲାଇନ୍‌ । ଲକ୍ଷ୍ମୀପୂଜା, କାଳୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏ ନେଇ ସ୍ବତନ୍ତ୍ର ଗାଇଡଲାଇନ୍‌ ଜାରି କରାଯାଇଛି। ଗାଇଡଲାଇନ୍‌ ଅନୁସାରେ, ମଣ୍ଡପରେ ପୂଜା…

ଶିକ୍ଷୟିତ୍ରୀ ମମିତା ମୃତ୍ୟୁ ମାମଲା: ଆଖୁ କିଆରିରୁ ଧରା ପଡ଼ିଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ

ବଲାଙ୍ଗୀର ଅଫିସ,୧୯ା୧୦: ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଶେଷରେ ଧରା ପଡ଼ିଛନ୍ତି। ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ କିଆରିରେ ଲୁଚି ରହିଥିବା ବେଳେ ପୋଲିସ ହାତରେ…

କିରୋସିନ ଡିପୋରେ ଚଢ଼ାଉ

ସୋରଡ଼ା,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ାର ଗୁରୁମୂର୍ତ୍ତି ନାମକ ଏକ କିରୋସିନ ଡିପୋରେ ଓଡ଼ିଶା ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଡିଏସ୍‌ପିଙ୍କ ନେତୃତ୍ୱରେ ୫ ଜଣିଆ ଦଳ ଅପରାହ୍ନରେ ପହଞ୍ଚି ଡିପୋର କର୍ମଚାରୀମାନଙ୍କୁ ବିଭିନ୍ନ…

ଫାବ୍‌ଇଣ୍ଡିଆ ଦେଲା ସଫେଇ: ଜଶନ୍‌-ଇ-ରିଓ୍ବାଜ୍‌ ନୁହେଁ, ‘ଝିଲମିଲ୍‌ ସି ଦିୱାଲି’

ନୂଆଦିଲ୍ଲୀ,୧୯।୧୦: ଡ୍ରେସ୍‌ ବ୍ରାଣ୍ଡ ଫାବ୍‌ଇଣ୍ଡିଆ ଦ୍ୱାରା ଏକ ପ୍ରମୋଶନାଲ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହେବା ପରେ କମ୍ପାନୀ ପକ୍ଷରୁ ମଙ୍ଗଳବାର ସଫେଇ ଦିଆଯାଇଛି। କମ୍ପାନୀ କହିଛି ଯେ, ଜଶନ୍‌-ଇ-ରିଓ୍ବାଜ୍‌କୁ ଦୀପାବଳି ପର୍ବ ସହ ଯୋଡା ଯାଉଛି। କିନ୍ତୁ ଏହା ଦୀପାବଳି…

ପାକିସ୍ତାନ ଅଧିନାୟକଙ୍କ ଖେଳ ଦେଖିଲେ ଭାରତୀୟ ଷ୍ଟାଫ୍‌

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ଅକ୍ଟୋବର ୨୪ରେ ଖେଳାଯିବାକୁ ଥିବା ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌କୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ନିଜ ଅଭ୍ୟାସ ଉପରେ ଧ୍ୟାନ ଦେବା ସହିତ ଉଭୟ ଦଳ ଆଗ ଦଳ…

ଭାରତ ଇତିହାସ ରଚିବା ଦ୍ୱାରଦେଶରେ, ୯୯ କୋଟିରୁ ଅଧିକ ଟିକାକରଣ…

ନୂଆଦିଲ୍ଲୀ,୧୯।୧୦: ଭାରତ ନୂଆ ଇତିହାସ ରଚିବାର ଦ୍ୱାରଦେଶରେ ଠିଆ ହୋଇଛି। ଦେଶରେ ଇତିମଧ୍ୟରେ ୯୯ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦେଇଛନ୍ତିି। ଟିକାକରଣ ଅଭିଯାନରେ ଭାରତ ଇତିହାସ ରଚିବା…

ଏପରି ସ୍ତ୍ରୀଙ୍କୁ ବିବାହ କଲେ ପୁରୁଷ ଜୀବନ ଧନ୍ୟ; ଜାଣନ୍ତୁ ଏପରି କାହାକୁ କହିଛନ୍ତି ଚାଣକ୍ୟ…

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ ବିଷୟରେ କୁହାଯାଇଛି ଯାହାଙ୍କୁ ବିବାହ କଲେ ଯେକୌଣସି ପୁରୁଷର ଜୀବନ ଧନ୍ୟ…

ବାଇଡେନଙ୍କୁ ଟ୍ରମ୍ପଙ୍କ ଚ୍ୟାଲେଞ୍ଜ

ଓ୍ବାଶିଂଟନ,୧୯ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର କୋର୍ଟରେ ହାଜର ହୋଇ ଜାନୁୟାରୀ ୬ରେ ସଂସଦ ଉପରେ ହୋଇଥିବା ଆକ୍ରମଣର ଡକ୍ୟୁମେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତ୍ତିକୁ…

କାକର ପଡ଼ିବାକୁ ଦେଖି ଖେଳାଳି ଚୟନ କରାଯିବ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌। ପାକିସ୍ତାନ ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିବ ଭାରତ। ମ୍ୟାଚ୍‌ଟି ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଭାରତ ଏକାଦଶରେ କିଏ କିଏ ସ୍ଥାନ ପାଇବ ସେ ନେଇ ଚର୍ଚ୍ଚା ଏବେଠୁ ହେବାରେ ଲାଗିଛି। ଏସବୁ ମଧ୍ୟରେ…

ସବୁଠୁ ବୟସ୍କ ମାଛ

ପାଣିରେ ତିମି ମାଛ ଦୀର୍ଘ ଦିନ ବଞ୍ଚି ରହିବା କଥା ଅଧିକାଂଶ ଲୋକେ ଜାଣନ୍ତି। କିନ୍ତୁ ଏବେ ଅନ୍ୟ ଏକ ପ୍ରଜାତିର ମାଛ ସାମ୍ନାକୁ ଆସିଛି, ଯାହା ଏହି ପୃଥିବୀରେ ଅଧିକ ଦିନ ବଞ୍ଚିଥାଏ। ଏହି ମାଛ ମଣିଷ ଅପେକ୍ଷା ତିନିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?