ସାଢ଼ ୪ ବର୍ଷର ହିସାବ ଦେଲେ ମୁଖ୍ୟମନ୍ତ୍ରୀ …
ଲକ୍ଷ୍ନୌ,୧୯।୯: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ତାଙ୍କ ଶାସନ ସମୟରେ ହୋଇଥିବା ସାଢ଼େ ୪ ବର୍ଷର ହିସାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡରେ ସଫଳତାର ବାର୍ତ୍ତା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ…
୩ ବର୍ଷ ପରେ ଏକାଠି ହେଲେ କତାର-ସୌଦି-ୟୁଏଇ…
ରିୟାଦ୍,୧୯।୯: କତାର, ସୌଦି ଆରବ ଏବଂ ୟୁଏଇ ମଧ୍ୟରେ ଗତ ୩ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଛି। ଶେଷରେ ୩ ଦେଶର ମୁଖ୍ୟମାନେ ଏବଂ ଶୀର୍ଷ ଅଧିକାରୀମାନେ ଏକାଠି ହୋଇଛନ୍ତି। ଏକ ବୈଠକ ତିନି ଦେଶର ମୁଖ୍ୟ…
ଘରକୁ କେବେ ଆସିବ? ଉତ୍ତରରେ ଦୀପିକାଙ୍କୁ ରଣବୀର କହିଲେ…
ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ବଲିଉଡ୍ର ମୋଷ୍ଟ ସେଲିବ୍ରିଟି କପଲ ଭାବେ ଜଣାଶୁଣା। ଜଣେ ଜଣଙ୍କୁ ବହୁତ ଭଲପାଆନ୍ତି। ଏବେ ରଣବୀର ଇନ୍ଷ୍ଟାଗ୍ରାମରେ ଲାଇଭ୍ରେ ଆସି ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି। ଏଥିରେ ରଣବୀର ଏବଂ…
ରାଜସ୍ଥାନ-ଛତିଶଗଡ଼କୁ ନେଇ ଚର୍ଚ୍ଚା ଆରମ୍ଭ, ଚିନ୍ତାରେ ଗେହଲଟ-ବ।ଘେଲା …
ଜୟପୁର/ରାୟପୁର,୧୯।୯: କଂଗ୍ରେସ ହାଇକମାଣ୍ଡ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛନ୍ତି। ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ଅଙ୍କକଷା ଜାରି ରହିଛି। ଏବେ ସମସ୍ତଙ୍କ ଆଖି ରାଜସ୍ଥାନ ଏବଂ ଛତିଶଗଡ ଉପରେ ରହିଛି। ଏହି ୨ ରାଜ୍ୟରେ ମଧ୍ୟ ପଞ୍ଜାବ ଭଳି ସମାନ…
୨୪ ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ବିମାନ କିଣିବା ପାଇଁ ଭାରତ-ଫ୍ରାନ୍ସ୍ ଚୁକ୍ତି…
ନୂଆଦିଲ୍ଲୀ,୧୯।୯: ଭାରତୀୟ ବାୟୁସେନାର ଶକ୍ତି ପୁଣି ବୃଦ୍ଧି ପାଇବାକୁ ଯାଉଛି। ଭାରତ ଫ୍ରାନ୍ସ୍ଠାରୁ ୨୪ଟି ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ କିଣିବାକୁ ଯାଉଛି। ଏନେଇ ଭାରତ ଫ୍ରାନ୍ସ୍ ମଧ୍ୟରେ ଚୁକ୍ତି ହୋଇଛି। ଭାରତୀୟ ବାୟୁସେନା ଏହାର ଚତୁର୍ଥ ପିଢ଼ିର ଯୁଦ୍ଧବିମାନ…
ଗୋଟିଏ ଡାଳରେ ଏକାଥରକେ ଫଳାଇଛନ୍ତି ୮୩୯ ଟମାଟୋ , ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି ବ୍ୟକ୍ତି
ବ୍ରିଟେନର ଜଣେ ବ୍ୟକ୍ତି ଗୋଟିଏ ଡାଳରେ ୮୩୯ ଟମାଟର ଫଳାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଇଂଲଣ୍ଡର ଷ୍ଟେନଷ୍ଟେଡ୍ ଆବଟସ୍ରେ ରହୁଥିବା ୪୩ ବର୍ଷୀୟ ଡଗ୍ଲସ ସ୍ମିଥ୍ କହିଛନ୍ତି, ମାର୍ଚ୍ଚରେ ସେ ମଞ୍ଜି ଲଗାଇଥିଲେ। ଏହି ମାସରେ ସେ ଗୋଟିଏ ଡାଳରୁ…
ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ, ଭାଜପା ପାଇଁ ମାଷ୍ଟରଷ୍ଟ୍ରୋକ୍-କଂଗ୍ରେସ ଲାଗି ହିଟ୍ ଓ୍ବିକେଟ୍..
ନୂଆଦିଲ୍ଲୀ/ଚଣ୍ଡିଗଡ଼,୧୯।୯: ଏବେ ଦେଶର କେତେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଜାରି ରହିଛି। ଭାଜପା ପକ୍ଷରୁ କର୍ନାଟକ, ଉତ୍ତରାଖଣ୍ଡ ଏବଂ ଗୁଜରାଟରେ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯାଇଛି। ଭାଜପା ପାଇଁ ଏହା ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହୋଇଛି। କଂଗ୍ରେସ ହାଇ କମାଣ୍ଡ ଏବେ ଭାଜପା…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ
ଭୁବନେଶ୍ୱର,୧୯।୯(ବ୍ୟୁରୋ): ଓଡ଼ିଆ ସାମ୍ବାଦିକତା ଓ ସାହିତ୍ୟ ସାରସ୍ବତ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସମାଜର ପୂର୍ବତନ ସମ୍ପାଦିକା ତଥା ସାହିତି୍ୟକା ମନୋରମା ମହାପାତ୍ରଙ୍କ ଶନିବାର ସନ୍ଧ୍ୟାରେ କଟକରେ ଦେହାନ୍ତ ହୋଇଥିଲା। ତେବେ ତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ…
୧୨ ବର୍ଷ ଧରି ପ୍ରତିଦିନ ମାତ୍ର ୩୦ ମିନିଟ୍ ଶୋଉଛନ୍ତି ଏହି ଯୁବକ, ତଥାପି ନାହିଁ ଥକ୍କାପଣ, କହିଲେ…
ଜାପାନର ଜଣେ ଯୁବକ ୧୨ ବର୍ଷ ହେଲା ଦିନକୁ ମାତ୍ର ୩୦ ମିନିଟ୍ ନିଦରେ ଶୋଇଥାନ୍ତି। ଏହା ପରେ ବି ତାଙ୍କୁ ଥକ୍କା ଲାଗେ ନାହିଁ। ଜାପାନର ଡାଇସୁକେ ହୋରି ନାମକ ଏହି ଯୁବକ କୁହନ୍ତି, ସେ ଦିନକୁ ୮ ଘଣ୍ଟା…
ସିବିଏସ୍ଇ ଟର୍ମ-୧ ବୋର୍ଡ ପରୀକ୍ଷା ନଭେମ୍ବରରେ, ଅକ୍ଟୋବର ଦ୍ୱିତୀୟାର୍ଦ୍ଧରେ ଟାଇମ୍ ଟେବୁଲ ଘୋଷଣା …
ନୂଆଦିଲ୍ଲୀ,୧୯।୯: ଦୁଇ ଭାଗରେ ଅନୁଷ୍ଠିତ ହେବାକୁ ଥିବା ସିବିଏସଇ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ନଭେମ୍ବର ମଧ୍ୟଭାଗରୁ ଆରମ୍ଭ ହେବ। ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯିବ। ସିବିଏସଇ ଅଧିକାରୀଙ୍କ ଅନୁଯାୟୀ, ୯୦…
୧ ନଭେମ୍ବରରୁ ଘରେ ପହଞ୍ଚିବ ରାଶନ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା …
ଭୋପାଳ,୧୯।୯: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ନଭେମ୍ବର ୧ଠାରୁ ମଧ୍ୟପ୍ରଦେଶ ଫାଉଣ୍ଡେସନ ଦିବସ ଅବସରରେ ୮୯ଟି ଆଦିବାସୀ ବ୍ଲକରେ ସମସ୍ତ ହିତାଧିକାରୀଙ୍କ ଘରେ ରାଶନ ପହଞ୍ଚିବ।…
ଦୈନିକ ସଂକ୍ରମଣ ଥମୁନି, କେରଳ ପାଲଟିଛି ହଟ୍ସ୍ପଟ୍…
ନୂଆଦିଲ୍ଲୀ,୧୯।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। କେରଳ କେରଳ ହଟ୍ସ୍ପଟ୍ ପାଲଟିବା ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ…
Archives


