Home

ଟିକା ପ୍ରମାଣପତ୍ରରୁ ହଟିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଥିରୁଭାନନ୍ତପୁରମ୍‌,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। କରୋନା ବିରୋଧୀ ଲଢ଼େଇରେ ଟିକାକରଣ ଅଭିଯାନରେ ନାଗରିକମାନଙ୍କୁ ଦିଆଯାଇଥିବା ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇବା ନେଇ କରାଯାଇଥିବା ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀଙ୍କ…

ମାଛ ଧରୁଥିବା ବେଳେ ଯୁବକଙ୍କୁ ଟାଣିନେଲା କୁମ୍ଭୀର, ମିଳୁନି ପତ୍ତା

ବରୀ,୩ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ଅଞ୍ଚଳର ତନ୍ତୀ ଘାଇ ଶାଖା ଚିଙ୍ଗୁଡ଼ିଆ ନାଳରେ ଏକ କୁମ୍ଭୀର ଜଣେ ଯୁବକଙ୍କୁ ବୁଧବାର ଟାଣି ନେଇଛି। ସେ ହେଲେ ଉଦୟନାଥପୁର ପଞ୍ଚାୟତର କହରାଗଣ୍ଡ ଗ୍ରାମର ମୁରଲୀଧର ମଲ୍ଲିକଙ୍କ ପୁଅ ନିଶିକାନ୍ତ(୪୦)। ସେ ତାଙ୍କ ଭାଇଙ୍କ…

ସ୍ବାମୀ ଦେଖୁଥିଲେ ଅଶ୍ଲୀଳ ଭିଡିଓ, ସ୍ତ୍ରୀ ବିରୋଧ କରିବାରୁ…

ବେଙ୍ଗାଲୁରୁ,୩।୧୧: କର୍ନାଟକର ବେଙ୍ଗାଲୁରୁରେ ମହିଳା ନିର୍ଯାତନାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ବାମୀ ଅଶ୍ଲୀଳ ଫିଲ୍ମ ଦେଖୁଥିବାବେଳେ ସ୍ତ୍ରୀ ମନା କରିବାରୁ ତାଙ୍କୁ ସଢା ଖାଦ୍ୟ ଖାଇବାକୁ ପଡିଛି। ୩୬ ବର୍ଷୀୟା ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ପ୍ରଥମ ଅତିରିକ୍ତ…

‘ତଲଓ୍ବାର୍‌ ଦେଖାଇ ଭାଜପା ନେତାଙ୍କୁ ଟିଏମ୍‌ସିରେ କରାଯାଉଛି ସାମିଲ’

ଇନ୍ଦୋର,୩।୧୧: ପଶ୍ଚିମବଙ୍ଗ ସରକାର ବିରୋଧୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଭାରତୀୟ ଜନତା ପାର୍ଟି ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ। ସେ କହିଛନ୍ତ, ଏହି ରାଜ୍ୟରେ ବିରୋଧୀ ଦଳର ନେତାଙ୍କ ବିରୋଧରେ ଗୁରୁତର ଅପରାଧର ମିଥ୍ୟା ମାମଲା ରହିଛି।…

କରୋନାକୁ ହରାଇବା ଲାଗି ଘରଘର ବୁଲି ଟିକାକରଣ କର, ପ୍ରଧାନମନ୍ତ୍ରୀଙ୍କ ନୂଆ ମନ୍ତ୍ର…

ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କରୋନା ମହାମାରୀ ଲଢ଼େଇରେ ଘର ଘର ବୁଲି ଟିକା ଦାନ ଅଭିଯାନକୁ ସଫଳ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର…

ସନି ଲିଓନି ଶେୟାର କଲେ ଏମିତି ଫଟୋ, ପାଗଳ ହେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ନିଜର ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ବୃତ୍ତିଗତ ପର୍ଯ୍ୟନ୍ତ ସମସ୍ତ କଥା ପ୍ରଶଂସକମାନଙ୍କ ସହ ଶେୟାର କରିଥାନ୍ତି। ସନି ଏବେ କିଛି…

‘ଦୁଇ ଭାଗ ହୋଇଗଲାଣି ଭାରତୀୟ କ୍ରିକେଟ ଟିମ୍‌’

ନୂଆଦିଲ୍ଲୀ,୩।୧୧: ଟି-୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍‌ ଇଣ୍ଡିଆ। ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜିତ ହେବା ପରଠାରୁ ଦଳକୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ୮ ଉଇକେଟରେ ପରାସ୍ତ…

୧୦ ବର୍ଷ ପରେ ମା’ଙ୍କ ହସ ଦେଖିଥିଲି: ସାରା

ବମ୍ବେ: ବୟସରେ କମ୍‌ ହୋଇଥିବା ସତ୍ତ୍ୱେ ସୈଫ ଅଲ୍ଲୀ ଖାନ୍‌ଙ୍କ ହାତ ଧରିଥିଲେ ଅଭିନେତ୍ରୀ ଅମୃତା ସିଂହ। ହେଲେ ପରେ ଉଭୟ ଅଲଗା ହୋଇଯାଇଥିଲେ। ଏବେ ଅମୃତାଙ୍କ ଝିଅ ସାରା ଅଲ୍ଲୀ ଖାନ ବଲିଉଡ୍‌ରେ ଡେବ୍ୟୁ କରିସାରିଲେଣି। ଅଭିନେତ୍ରୀ ଭାବେ ନିଜର…

ଦୁନିଆ ଛାଡିଲେ, ୪ ଜଣଙ୍କୁ ନୂଆ ଜୀବନ ଦେଇଗଲେ ରାଜକୁମାର

କନ୍ନଡ ସିନେମାର ଅଭିନେତା ପୁନିତ ରାଜକୁମାର ଜଣେ ଅଭିନେତା ତଥା ସାମାଜିକ କର୍ମୀ ମଧ୍ୟ ଥିଲେ। ଗତ ଅକ୍ଟୋବର ୨୯ରେ ୪୬ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଥିଲେ। ପୁନିତ ତାଙ୍କ ମୃତ୍ୟୁ ପରେ ଆଖି ଦାନ କରିଥିଲେ। ଏହି…

ଜନ୍ମଦିନରେ କୋଟିଏ ଟିକା,ଅନ୍ୟଦିନ ନୁହେଁ କାହିଁକି ? ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ମହାମାରୀ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କରୋନା ମହାମାରୀ…

ଏଠାରେ ରହିଛି ସୁନାର ଦ୍ୱୀପ, ମତ୍ସ୍ୟଜୀବୀଙ୍କୁ ମିଳୁଛି ଗୋଟିଏ ପରେ ଗୋଟିଏ ସୁନା ଜିନିଷ

ସୁନା ଅଧିକ ମହଙ୍ଗା ହେବା ସହିତ ଲୋକଙ୍କୁ ଆକର୍ଷିତ ମଧ୍ୟ କରିଥାଏ। ଏହାର ମୂଲ୍ୟ ହେତୁ ସୁନା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କିନ୍ତୁ ଇଣ୍ଡୋନେସିଆରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ହଠାତ୍‌ ଏକ ନଦୀରୁ ସୁନା…

ପ୍ରେମିକାଙ୍କ ସହ ଗୋଟିଏ କାର୍‌ରେ ଆସିଲେ ସଲମାନ

ଉତ୍ସବର ସିଜିନ ଆସିଛି। ବିଭିନ୍ନ ସେଲିବ୍ରିଟିଙ୍କ ଘରେ ଦୀପାବଳି ପାର୍ଟି ଆରମ୍ଭ ହୋଇଛି। ନିକଟରେ ଫିଲ୍ମ ରମେଶ ତୈରାନୀ ଏକ ପାର୍ଟି ଦେଇଥିଲେ। ଏହି ପାର୍ଟିକୁ ସଲମାନ ଏବଂ ୟୁଲିଆ ଭଣ୍ଟୁର ଏକସଙ୍ଗେ ସମାନ କାରରେ ପହଞ୍ଚିଥିଲେ। ଏହି ସମୟରେ ସଲମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?