ଇତିହାସ ରଚିଲେ ମିଥାଲି
ସିଡନୀ,୨୧।୯: ଭାରତୀୟ ମହିଳା ଦଳର ଅଧିନାୟକ ମିଥାଲି ରାଜ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ତାଙ୍କ କ୍ୟାରିୟରରେ ୨୦ ହଜାର ରନ ପୂରଣ କରିଛନ୍ତି। ମିଥାଲି ପ୍ରଥମ ଶ୍ରେଣୀ କ୍ରିକେଟ, ତାଲିକା ଏ ଏବଂ ଟି -୨୦ରେ…
ଆଇପିଏଲ୍ରେ ଏହି କ୍ରିକେଟ୍ରଙ୍କ ଅଛି ସବୁଠୁ ତୀକ୍ଷ୍ନ ମସ୍ତିଷ୍କ
ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ବିପକ୍ଷ ମ୍ୟାଚ୍ରେ ଚମତ୍କାର ଅଧିନାୟକତ୍ୱ କରିଥିଲେ। ରୋହିତ ଶର୍ମାଙ୍କ ବିନା ପଡ଼ିଆରେ ଅବତରଣ କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଏକ ଭଲ…
କୋଟିପତି କନଷ୍ଟେବଳ, ପାଖରେ ଏକାଧିକ ବିଳାସପୂର୍ଣ୍ଣ ବିଲ୍ଡିଂ…
ପାଟନା,୨୧।୯: ବିହାରରେ ସରକାର ଦୁର୍ନୀତି ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ ଜାରି ରଖିଛନ୍ତି। ଏବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କନଷ୍ଟେବଳ ନରେନ୍ଦ୍ର କୁମାର ଧିରଜଙ୍କର ୯ଟି ଘରେ ଚଢ଼ାଉ ଜାରି…
ଉପହାର ପାଇ ଭାବପ୍ରବଣ ହେଲେ କୋହଲି
ୟୁଏଇ,୨୧।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା। ଚଳିତ ସିଜିନର ୩୧ତମ ମ୍ୟାଚରେ ଆରସିବି କୋଲକାତା ନାଇଟ ରାଇଡର୍ସ (କେକେଆର୍)ଙ୍କ ହାତରେ ଲଜ୍ଜାଜନକ ୯ ଉଇକେଟରେ ପରାଜୟର…
ପାକିସ୍ତାନ ଇତିହାସରେ ପ୍ରଥମଥର ଘଟିଲା ଏମିତି ଘଟଣା
ଇସଲାମାବାଦ୍,୨୧।୯: ପାକିସ୍ତାନ ଇତିହାସରେ ପ୍ରଥମଥର ଜଣେ ହିନ୍ଦୁ ଝିଅ ପ୍ରଶାସନିକ ଅଧିକାରୀ ହୋଇଛନ୍ତି। ପାକିସ୍ତାନ ଶିକାରପୁରର ଡା. ସନା ରାମଚାନ୍ଦ ଗୁଲୱାନୀ ଏହି କୃତିତ୍ୱ ହାସଲ କରିଛନ୍ତି। ୨୭ ବର୍ଷୀୟା ସନା ତାଙ୍କର ପ୍ରଥମ ପ୍ରୟାସରେ ସେଣ୍ଟ୍ରାଲ୍ ସୁପିରିୟର୍ ସର୍ଭିସେସ (ସିଏସଏସ)…
ଗୋଆରେ କେଜ୍ରିଓ୍ବାଲଙ୍କ ୭ ପ୍ରତିଶ୍ରୁତି …
ପଣଜୀ,୨୧।୯: ଅସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ମଙ୍ଗଳବାର ୭ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତି ପରିବାରର ଜଣେ ବେକାର ଯୁବକଙ୍କୁ ମାସକୁ ୩୦୦୦…
ଜନ୍ମମାଟିରେ ପହଞ୍ଚିଲେ ସୁନାପୁଅ
ଅତାବିରା,୨୧।୯(ଡି.ଏନ.ଏ.)- ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ମଙ୍ଗଳବାର ନିଜ ମାଟି ବରଗଡ ଜିଲା ଅତାବିରାରେ ପହଞ୍ଚିଛନ୍ତି। ତାଙ୍କୁ ଗୋଡ଼ଭଗା କ୍ୟାମ୍ପରୁ ସ୍ବାଗତ କରାଯାଇଥିଲା। ଏକ ଭବ୍ୟ ଶୋଭାଯାତ୍ରାରେ ଅତାବିରା ଅଣାଯାଇ ସୁନାପୁଅ ପ୍ରମୋଦଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ…
୧୫ ବର୍ଷ ବୟସରେ ପ୍ରେମରେ ପଡିଥିଲେ କରିନା, ମା’ ଜାଣିବା ପରେ…
ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଇଣ୍ଡଷ୍ଟ୍ରିର ଅନ୍ୟତମ ସଫଳ ଅଭିନେତ୍ରୀ। କରିନା ହିନ୍ଦୀ ସିନେମାରେ ପ୍ରାୟ ଦୁଇ ଦଶନ୍ଧି ପୂରଣ କରିଛନ୍ତି। ସେ ନିଜକୁ ଶ୍ରେଷ୍ଠ ଏବଂ ପରିପକ୍ୱ ଅଭିନେତ୍ରୀ ବୋଲି…
ତୃତୀୟ ଲହର ଆଶଙ୍କା ଘନେଇଲା, କରୋନାର ନୂଆ ଭାରିଆଣ୍ଟ୍ ଚିହ୍ନଟ …
ମୁମ୍ବାଇ,୨୧।୯: ପୁଣି ବିପଦ ଘନେଇବାରେ ଲାଗିଛି। କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଚିହ୍ନଟ ହୋଇଛି। ଏହା ଦ୍ୱାରା ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଚିହ୍ନଟ ହୋଇଥିବା ଭୂତାଣୁ ଡେଲ୍ଟା ଭାରିଆଣ୍ଟର ସବ-ଲାଇନ ଏଓ୍ବାଇ.୪ ବୋଲି କୁହାଯାଉଛି। ଏହା ଉପରେ…
ବିନା ଟ୍ରଫିରେ ଶେଷ ହୋଇଯିବ କି ବିରାଟଙ୍କ ଆଇପିଏଲ୍ କ୍ୟାରିୟର୍
ୟୁଏଇ,୨୧।୯: ବିରାଟ କୋହଲିଙ୍କ ପାଇଁ ଗତ କିଛି ଦିନ ହେବ ଭଲ ଚାଲୁ ନାହିଁ। କିଛି ଦିନ ହେବ ନିଜ ଫର୍ମକୁ ନେଇ ଚିନ୍ତିତ ଥିବାବେଳେ ଏବେ ତାଙ୍କ ଅଧିନାୟିକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏହାପରେ ପ୍ରଥମେ ସେ ଯେ ଟି…
ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ହଟାଇଲା ତାଲିବାନ୍, ନସିବୁଲ୍ଲାଙ୍କୁ ଦାୟିତ୍ୱ …
କାବୁଲ,୨୧।୯: ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ତାଲିବାନ ହଟାଇ ଦେଇଛି। ପୂର୍ବରୁ ହାମିଦ୍ ଶିନଓ୍ବାରି ଆଫଗାନିସ୍ତାନ କ୍ରିକେଟ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏବେ ତାଙ୍କୁ ହଟାଇ ନସିବୁଲ୍ଲା ହକ୍କାନିଙ୍କୁ ଦାୟିତ୍ୱ ଦିଆଯାଇଛି। ହାମିଦ୍ଙ୍କୁ ଗୃହମନ୍ତ୍ରୀ ସିରାଜୁଦ୍ଦିନ୍ ହକ୍କାନିଙ୍କ ସାନ…
୧୫୦୦ ଛକା, ୩୦୦୦ ଚୌକା ସହ କ୍ରିକେଟ୍ରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍
ୟୁଏଇ,୨୧।୯: କ୍ରିସ ଗେଲ ବିଶ୍ୱ କ୍ରିକେଟର ଏକ ଜଣାଶୁଣା ନାମ। ଆଜି ଅର୍ଥାତ୍ ୨୧ ସେପ୍ଟେମ୍ବରରେ, ତାଙ୍କୁ ୪୨ ବର୍ଷ ବୟସ ହୋଇଛି। ୧୯୯୯ରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ଗେଲ ଅନେକ ବଡ ସଫଳତା ଅର୍ଜନ କରିଛନ୍ତି। ସେ ତାଙ୍କ…
Archives


