Home

ଖସୁଛି କରୋନା ଗ୍ରାଫ୍‌: ଆଜି ହଜାରେ ତଳେ ଆକ୍ରାନ୍ତଙ୍କ ସଂଖ୍ୟା, ଚିନ୍ତା ବଢ଼ାଉଛି ଟୁଇନ୍‌ସିଟି

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ କମିଛି। ତେବେ ସୋମବାର ରାଜ୍ୟରୁ ୮୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୫,୪୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା…

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୬।୮: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୨,୯୩୭ଟି ମାମଲା ସାମ୍ନାକୁ ଆସିଥିବାବେଳେ ୪୧୭ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ…

କାର୍‌ ପାର୍କିଂରେ ଶିଶୁକନ୍ୟାକୁ ସ୍ତନ୍ୟପାନ କରାଇଲେ ମହିଳା, କମ୍ପାନୀ ଲଗାଇଲା ଏତିକି ଟଙ୍କା ଜରିମାନା

ଇଂଲଣ୍ଡରେ ଜଣେ ମହିଳା ଅନଧିକୃତ ସ୍ଥାନରେ କାର୍‌ ପାର୍କିଂ କରି ନିଜ ଶିଶୁକନ୍ୟାକୁ ସ୍ତନ୍ୟପାନ କରାଇବା ମହଙ୍ଗା ପଡ଼ିଛି। ମହିଳାଙ୍କ ଉପରେ ଏଥିପାଇଁ ୧୭୦ ପାଉଣ୍ଡ ଅର୍ଥାତ୍‌ ୧୭,୪୯୩ ଟଙ୍କାର ଜରିମାନା କରାଯାଇଛି। ଅମାଣ୍ଡା ରଗେରୀ ସନ୍ଧ୍ୟାରେ ପ୍ରାୟ ୨୦ ମିନିଟ୍‌…

ବିବାହ ପୂର୍ବରୁ ୨ ସନ୍ତାନର ପିତା ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର

ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରଛନ୍ତି। ଏହି ଖେଳାଳି ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ବିବାଦର ସାମ୍ନା କରିଥିଲେ ମଧ୍ୟ ତାଙ୍କ ପ୍ରେମିକା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। ୨୦୧୩ରେ ପ୍ରଥମ ଥର ପାଇଁ…

କାହିଁକି ବିବାହ କରୁନାହାନ୍ତି ବାବା ରାମଦେବ: ମିଳିଥିଲା ଏମିତି ଉତ୍ତର

ସାରା ବିଶ୍ୱରେ ଯୋଗଗୁରୁ ଭାବେ ପସିଦ୍ଧି ଅର୍ଜନ କରିଛନ୍ତି ବାବା ରାମଦେବ। ଖେଳରେ ମଧ୍ୟ ସେ ନିଜ ପାରଦର୍ଶିତା ଦେଖାଇଛନ୍ତି। କୁସ୍ତିଯୋଦ୍ଧାରେ ମଧ୍ୟ ନିଜ ଜଲଓ୍ବା ଦେଖାଇଛନ୍ତି। ସେଲିବ୍ରିଟି ହୋଇଥିବା କାରଣରୁ ସେ ଅନେକ ଷ୍ଟେଜ୍‌ ଶୋ’ରେ ମଧ୍ୟ ଭାଗ ନିଅନ୍ତି।…

୨ ପୁଅଙ୍କୁ ଫିଲ୍ମ ଷ୍ଟାର କରିବାକୁ ଚାହୁଁନାହାନ୍ତି କରୀନା, କାରଣ…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବେ ସାନ ପୁଅ ଜାହାଙ୍ଗୀର ଅର୍ଥାତ୍‌ ଜେହକୁ ନେଇ ଚର୍ଚ୍ଚାରେ ଅନ୍ତି। ବେବୋ ଏବଂ ସ୍ବାମୀ ସୈଫ ଏବଂ ଦୁଇ ପୁଅଙ୍କୁ ଧରି ଛୁଟି କାଟିବା ପାଇଁ ଯାଇଛନ୍ତି। ନିକଟରେ, ଜେହଙ୍କ ପ୍ରଥମ ଝଲକ…

ଭାରତୀୟ ଦଳର ଏହି କାର୍ଯ୍ୟ ଦେଖି ହସି ହସି କାନ୍ଦି ପକାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଏକ ସମୟ ଥିଲା ଯେତେବେଳେ ମହେନ୍ଦ୍ର ସିଂ ଧୋନୀ ଡିଆରଏସ୍‌ରେ ବହୁତ ସଫଳତା ପାଇଥିଲେ। ଏପରିକି ସେତେବେଳେ ନିଷ୍ପତ୍ତି ସମୀକ୍ଷା ସିଷ୍ଟମ (ଡିଆରଏସ୍‌)କୁ ଧୋନୀ ସମୀକ୍ଷା ସିଷ୍ଟମ ଭାବରେ କେହି କେହି କହୁଥିଲେ। କିନ୍ତୁ ଏବେ ଡିଆର୍‌ଏସ୍‌ ପାଇଁ ଭାରତ ପ୍ରକୃତରେ…

ଏକାଠି ଚାଲିଗଲେ ମା’ ଝିଅ

ବସ୍ତା,୧୫।୮(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥରେ ରବିବାର ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାରେ ଚାଲିକି ଯାଉଥିବା ମା’ ଝିଅଙ୍କୁ ଏକ ତେଲ ବୋଝେଇ ଟେଙ୍କର ଧକ୍କା ଦେଇ ୩୦ ଫୁଟ ଗଭୀରକୁ ଖସି ପଡିଛି। ଫଳରେ…

ପାକିସ୍ତାନକୁ ଖୋଲା ଚେତାବନୀ ଦେଲେ ଅମରିନ୍ଦର

ଅମୃତସର,୧୫।୮: ସାରା ଦେଶରେ ୭୫ତମ ସ୍ବାଧୀନତା ଦିବସ ଧୂମଧାମରେ ପାଳନ କରାଯାଉଛି। ଏହି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଅମୃତସରରେ ତ୍ରିରଙ୍ଗା ଉତ୍ତୋଳନ କରି ଦେଶର ଶହୀଦମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଏହାସହ ସେ ପାକିସ୍ତାନକୁ ଖୋଲା ଚେତାବନୀ ମଧ୍ୟ…

‘ସଂଗ୍ରାମୀଙ୍କ ତ୍ୟାଗ ଅତୁଳନୀୟ’

ଭଦ୍ରକ ଅଫିସ/ବାସୁଦେବପୁର, ୧୫।୮ (ଡି.ଏନ.ଏ.)-ଭଦ୍ରକ କଲେଜ ପଡ଼ିଆରେ ରବିବାର କରୋନା କଟକଣା ମଧ୍ୟରେ ଜ଼ିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ତ୍ରିଲୋଚନ ମାଝି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜିଲାପାଳ ଅଭିଭାଷଣ ଦେଇ କହିଥିଲେ,…

‘ଯେପର୍ଯ୍ୟନ୍ତ ଆମେ ଚାଇନା ଉପରେ ନିର୍ଭରଶୀଳ, ସେପର୍ଯ୍ୟନ୍ତ ତା’ ସାମ୍ନାରେ ଆମକୁ ମୁଣ୍ଡ ନୁଆଁଇବାକୁ ପଡିବ’

ମୁମ୍ବାଇ,୧୫।୮: ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ମୁମ୍ବାଇର ରାଜା ସ୍କୁଲରେ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ସେ ଭାରତର ଆର୍ଥିକ ସ୍ବାଧୀନତା ଉପରେ ନିଜର ମତ ରଖିଥିଲେ। ନିଜ ମତରେ…

ଇଂଲଣ୍ଡରେ ତ୍ରିରଙ୍ଗା ଉଡାଇଲେ ବିରାଟସେନା

ଲଣ୍ଡନ,୧୫।୮: ଆଜି ସମଗ୍ର ଭାରତ ଏହାର ୭୫ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଲଣ୍ଡନରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ତାଙ୍କ ସହିତ କୋଚ ରବି ଶାସ୍ତ୍ରୀ, ଦଳର ଅନ୍ୟ ଖେଳାଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri