ପୁଣି ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ: କରାଗଲା ଏୟାରଲିଫ୍ଟ
ଫୁଲବାଣୀ ଅଫିସ/ଦାରିଙ୍ଗବାଡ଼ି,୩୧ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଗସ୍ତରେ ଆସିଥିବାବେଳେ ପଞ୍ଚାୟତିରାଜ ତଥା ପାନୀୟଜଳ, ଆଇନମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଥଣ୍ଡା କାଶରେ ପୀଡ଼ିତ ହେବା ସହ କଫ ଯୋଗୁ ନିଶ୍ୱାସ ନେବାରେ କଷ୍ଟ ପାଇଥିଲେ। ଏଥିସହ ତାଙ୍କଠାରେ ରକ୍ତଚାପର ସମସ୍ୟା…
ଟି-୨୦ ବିଶ୍ୱକପ୍ ମଝିରେ କ୍ରିକେଟ୍କୁ ଅଲବିଦା କହିଲେ ସବୁଠୁ ସଫଳ ଅଧିନାୟକ
ଦୁବାଇ,୩୧।୧୦: ଆଫଗାନିସ୍ତାନ କ୍ରିକେଟର୍ ଅସଘର ଆଫଗାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ମଧ୍ୟ ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଆଫଗାନିସ୍ତାନ ଦଳରେ ସାମିଲ ହୋଇଛନ୍ତି । ତାଙ୍କୁ ଉଭୟ ମ୍ୟାଚ ଖେଳିବାର ସୁଯୋଗ ମଧ୍ୟ ମିଳିଥିଲା। ଆଫଗାନିସ୍ତାନ…
ଓଡ଼ିଶୀ ପୋଷାକର ରୂପକାର
ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ବେଶ ପରିପାଟିର ସ୍ବତନ୍ତ୍ର ପରିଚୟ ରହିଥାଏ। ତେବେ ପୋଷାକ ତିଆରିରେ ଏମିତି ଜଣେ ରୂପକାର ଯେକି ଏଥିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ହେଲେ ଭାଗୀରଥି ଦାସ। ପିତା କୁଳମଣି ଦାସ। କିନ୍ତୁ ଭାଗୀରଥିଙ୍କୁ…
ଜୀବନ ଭୟରେ ଜଙ୍ଗଲ ଛାଡୁଛନ୍ତି ଆତଙ୍କବାଦୀ, ସର୍ଚ୍ଚ ଅପରେଶନ୍ ଜାରି …
ଶ୍ରୀନଗର,୩୧।୧୦: ଦୁଇ ସପ୍ତାହ ପରେ ରବିବାର ସକାଳେ ଜମ୍ମୁ-ରାଜୌରୀ ଜାତୀୟ ରାଜପଥକୁ ଯାତାୟତ ପାଇଁ ଖୋଲି ଦିଆଯାଇଛି। ଅପରେଶନ୍ ଅଲ୍ଆଉଟ୍ ଅନ୍ତର୍ଗତ ଗତ ୨୧ ଦିନ ଧରି ଜାରି ରହିଥିବା ସର୍ଚ୍ଚ ଅପରେଶନ ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା। ଅଧିକାରୀମାନେ କହିଛନ୍ତି…
ଝୋଟ କାରିଗରି
ଓଡ଼ିଶାର ଯେଉଁସବୁ କଳାକାରିଗରି ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି ସେଥିରେ ଝୋଟର ରହିଛି ଏକ ସ୍ବତନ୍ତ୍ର ସ୍ଥାନ। ଝୋଟ ପାଇଁ ବିଶେଷକରି ଉପକୂଳ ଅଞ୍ଚଳର ବିଭିନ୍ନ ଜାଗାରେ ନଳିତା ଚାଷ କରାଯାଏ। ଯେଉଁଥିରୁ ଝୋଟ ସଂଗ୍ରହ କରାଯାଏ। ହସ୍ତଶିଳ୍ପ କାରିଗରମାନେ ଝୋଟରେ…
ପାରିବାରିକ ଉତ୍ସବରେ ଯୋଗ ଦେଇ ପାରିବେ କଏଦୀ, ହାଇକୋର୍ଟ…
ଚଣ୍ଡିଗଡ଼,୩୧।୧୦: ଦୋଷୀ ସାବ୍ୟସ୍ତ ହୋଇ ଜେଲରେ କାରାଦଣ୍ଡାଦେଶ ଭୋଗୁଥିବା କଏଦୀ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ଉତ୍ସବରେ ଯୋଗ ଦେଇପାରିବେ। ସେମାନଙ୍କୁ ଏଥିରୁ ବଞ୍ଚିତ କରିହେବ ନାହିଁ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ପାରିବାରିକ ବିବାହ ଉତ୍ସବରେ…
ବିରାଟ କୋହଲିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍
ଦୁବାଇ,୩୧।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିର ମ୍ୟାଚ ସେମିଫାଇନାଲରେ ପହଞ୍ଚିବା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରୁ ଏହି ମ୍ୟାଚ ଖେଳାଯିବ। ଟସ ୭ଟାରେ ଅନୁଷ୍ଠିତ ହେବ। ଯେଉଁ ଦଳ ଏହି ମ୍ୟାଚ…
ଭାରତୀୟ କ୍ରିକେଟ୍ ଇତିହାସରେ ଆଜି ଏକ ଖାସ୍ ଦିନ
ଭାରତୀୟ କ୍ରିକେଟ୍ ଇତିହାସରେ ଅନେକ ସ୍ମରଣୀୟ ଇତିହାସ ଅଛି। ସେଥିମଧ୍ୟରୁ ୩୧ ଅକ୍ଟୋବରରେ ମଧ୍ୟ ଏକ ଘଟଣା ଘଟିଥିଲା। ଭାରତୀୟ କ୍ରିକେଟ ଇତିହାସରେ ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର। ଠିକ ୩୪ବର୍ଷ ପୂର୍ବେ ଆଜି ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଚେତନ ଶର୍ମା…
କ୍ୟାଣ୍ଡେଲ ହୋଲ୍ଡର୍
ଆଲୋକର ପର୍ବ ଦୀପାବଳିରେ ଘରକୁ ସୁନ୍ଦରଭାବେ ସଜାଇବା, ଦୀପ, କ୍ୟାଣ୍ଡେଲ ଜଳାଇ ଘରକୁ ଆଲୋକମୟ କରିବାକୁ ସମସ୍ତେ ଚାହାନ୍ତି। ତେବେ ଏଥର ଦୀପାବଳିରେ କ୍ୟାଣ୍ଡେଲକୁ ଯଦି କିଛି ଆକର୍ଷଣୀୟ ଡେକୋରେଟିଭ୍ କ୍ୟାଣ୍ଡେଲ ହୋଲ୍ଡର ଭିତରେ ଜଳାଇବେ ଦେଖିବେ ଘରର ସୌନ୍ଦର୍ଯ୍ୟ ନିଶ୍ଚିତଭାବେ…
ଦୀପାବଳିରେ କେମିତି ହେବ ଧନପ୍ରାପ୍ତି
ସୁଖ ସମୃଦ୍ଧିର ପ୍ରତୀକ ହେଉଛି ଦୀପାବଳି ପର୍ବ। ଏହା ପୂର୍ବରୁ ପଡ଼ିଥାଏ ଧନ୍ତେରାସ୍। କୁହାଯାଏ, ଧନ୍ତେରାସ୍ ହେଉ ଅବା ଦୀପାବଳି ଦିନ ଯଦି ସୁନା ରୁପା ଅଳଙ୍କାର କିଣାଯାଏ କିମ୍ବା କୌଣସି ନୂଆ ଜିନିଷକୁ କିଣି ଘରକୁ ଅଣାଯାଏ ତା’ହେଲେ ମହାଲକ୍ଷ୍ମୀ…
ସଲମାନଙ୍କୁ ଦଣ୍ଡ ଦେଲେ କାଟ୍ରିନା
ଟିଭିର ସବୁଠାରୁ ବିବାଦୀୟ ଶୋ’ ବିଗ ବସ ରେ ଗୋଟିଏ ପରେ ଗୋଟିଏ ଟୁଇଷ୍ଟ ଦେଖିବାକୁ ମିଳୁଛି। ନିକଟରେ ଶୋ’ର ନାମ ଏପିସୋଡରେ କାଟ୍ରିନା କୈଫ ଏବଂ ରୋହିତ ଶେଟ୍ଟୀ ସେମାନଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋଶନ ପାଇଁ ପହଞ୍ଚିଛନ୍ତି। ଏହି ଶୋ’ରେ…
୧୨ ହଜାର ବାୟୁସେନା କର୍ମଚାରୀଙ୍କ ଚାକିରି ଯିବ, ନେଇ ନାହାନ୍ତି କରୋନା ଟିକା…
ଓ୍ବାଶିଂଟନ,୩୧।୧୦: ଆମେରିକାର ୧୨ ହଜାର ବାୟୁସେନା କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ଯୋଜନା ଆରମ୍ଭ ହୋଇଛି। ସମ୍ପୃକ୍ତ କର୍ମଚାରୀମାନେ କରୋନା ଟିକା ନେଇ ନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କୁହାଯାଉଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କରୋନା ଟିକା ନେବାକୁ…
Archives


