Home

କୋହଲିଙ୍କ ଏହି କାର୍ଯ୍ୟ ଦେଖି ରାଗିଗଲେ ଗାଭାସ୍କର: କହିଲେ. ତାଙ୍କ ମୁଣ୍ଡରେ…

ସେଞ୍ଚୁରିୟନ୍‌,୩୦।୧୨:ସେଞ୍ଚୁରିୟନର ସୁପରପୋର୍ଟ ପାର୍କରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ମାତ୍ର ୧୮ ରନ ସ୍କୋର କରିପାରିଛନ୍ତି। ଏହା ସହିତ ଭାରତୀୟ ଟେଷ୍ଟ ଅଧିନାୟକ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଏକ…

ଚୁମ୍ବନ ଦେବା କାର୍ତ୍ତିକଙ୍କୁ ଭାରି କଷ୍ଟ: ୩୭ ଟେକ୍‌ ପରେ…

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ‘ପ୍ୟାର କା ପଞ୍ଚନାମା’ ଫିଲ୍ମ ସହ ରାତାରାତି ଷ୍ଟାର୍‌ ପାଲଟିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।…

କରୋନା ମାର୍ଗଦର୍ଶିକା ପାଳନ ସହିତ ରାଜନୈତିକ ଦଳ ଚାହୁଁଛନ୍ତି ବିଧାନସଭା ନିର୍ବାଚନ, ସୂଚନା ଦେଲେ ଇସି…

ନୂଆଦିଲ୍ଲୀ, ୩୦।୧୨: ସମସ୍ତ ରାଜନୈତିକ ଦଳ କରୋନା ମାର୍ଗଦର୍ଶିକା ପାଳନ ସହିତ ଠିକ୍‌ ସମୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଚାହୁଁଛନ୍ତିି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର(ଇସି) ସୁଶୀଲ ଚନ୍ଦ୍ରା ଗୁରୁବାର ସୂଚନା ଦେଇଛନ୍ତି। ଆସନ୍ତା…

ମଝି ଆକାଶରେ ଦୁଇ ବିମାନ ହେଲେ ନିକଟତର, ଭାଙ୍ଗିଲା ଝରକା

ଲଣ୍ଡନ,୩୦ା୧୨: ଆକାଶରେ ପ୍ରାୟ ୩୫୦୦୦ ଫୁଟ ଉଚ୍ଚରେ ଉଡୁଥିବା ଏକ ବିମାନ ସହ ଆଉ ଏକ ବିମାନ ଅତି ନକଟତର ହୋଇଯାଇଥିଲା। ଫଳରେ ୨୦୦ ଯାତ୍ରୀ ଥିବା ବିମାନର ଉଇଣ୍ଡୋ ସ୍କ୍ରିନ୍‌ରେ ଅନ୍ୟ ବିମାନଟି ବାଡ଼େଇ ହୋଇଯାଇଥିଲା। ଫଳରେ ଝରକା ଭାଙ୍ଗିଯାଇଛି।…

ପିଲାଙ୍କୁ ଟିକା, ମା-ବାପାଙ୍କ ମୋବାଇଲ୍‌ ନମ୍ବରରୁ କରିହେବ ପଞ୍ଜିକରଣ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ୨୦୨୨ ଜାନୁୟାରୀ ୧ଠାରୁ କୋ-ଓ୍ବିନ୍‌ ପ୍ଲାଟର୍ଫମରେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ…

ସଚିନଙ୍କ ପୁଅଙ୍କ ଭାଗ୍ୟ ଖୋଲିଲା

ମୁମ୍ବାଇ,୩୦,୧୨: ବିଶ୍ୱ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଭାଗ୍ୟ ଖୋଲିଛି। ଅର୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟର ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି। ମୁମ୍ବାଇର ରଣଜୀ ଟ୍ରଫି ଦଳରେ ଅର୍ଜୁନ…

ମେକାନିକ୍‌ କଲେ ଏମିତି କାମ, ଆନନ୍ଦ ମହିନ୍ଦ୍ରାଙ୍କ ହୃଦୟଙ୍କୁ ଛୁଇଁଲା

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରାୟତଃ ସୋସିଆଲ ମିଡିଆରେ ପ୍ରେରଣାଦାୟକ ଭିଡିଓ ଶେୟାର କରନ୍ତି। କେବଳ ଏତିକି ନୁହେଁ, ପ୍ରତିଭାଶାଳୀ ଲୋକମାନଙ୍କୁ ଦେଖି ସେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ଗତ କିଛି ମାସ ଧରି ଆନନ୍ଦ ମହିନ୍ଦ୍ରା ଅନେକ…

ବାହାଘର ସାରି ଫେରୁଥିଲେ ବର-କନ୍ୟା, ଟ୍ରକ୍‌ ସହ ମୁହାଁମୁହିଁ ଧକ୍କାରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ

କୋକସରା,୩୦ା୧୨(ଡି.ଏନ୍‌.ଏ.): ବରକନ୍ୟା ବିବାହ ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଛତିଶଗଡ଼ ସର୍ଗିଗୁଡ଼ାରୁ ନବରଙ୍ଗପୁର ମୈଦାଲପୁର ଡୁମେରମୁଣ୍ଡା ଗାଁରୁ ବିବାହ ସାରି କନ୍ୟା ନେଇ ଫେରୁଥିବା ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ଶରଦ ପଓ୍ବାର…

ନୂଆଦିଲ୍ଲୀ, ୩୦।୧୨: ଏନସିପି ମୁଖ୍ୟ ଶରଦ ପ୍‌ୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର କାର୍ଯ୍ୟ କରିବା ଶୈଳୀକୁ ନେଇ ପ୍ରଶଂସା କରି କହିଛନ୍ତି। ଶରଦ କହିଛି ମୋଦି ପ୍ରକୃତି ଏପରି ଯେ ଯେତେବେଳେ ସେ ତାଙ୍କ ହାତରେ ଏକ କାର୍ଯ୍ୟ ନିଅନ୍ତି,…

ଭୟଭୀତ ନହୋଇ ସତର୍କ ରହିବା ଜରୁରୀ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ୍‌)ର ନିର୍ଦ୍ଦେଶକ ଡାକ୍ତର ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, ସଂକ୍ରମଣକୁ ଡରିବାର କୌଣସି କାରଣ…

ପ୍ରଥମଥର ବାପାଙ୍କ ପାଇଁ ତାଳି ମାରିଲେ ଭାମିକା

ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚର ସବୁଠାରୁ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ବିରାଟ କୋହଲିଙ୍କ ଝିଅ ଭାମିକା ଏବଂ ସ୍ତ୍ରୀ ଅନୁଷ୍କା ଶର୍ମା ଅଛନ୍ତି। ଭାମିକା ଏବଂ…

୬୧୦ରୁ ସିଧା ୬୩ କିଲୋ

୬୧୦ କିଗ୍ରା ଓଜନରୁ ସିଧା ୬୩ କିଗ୍ରା। ଆମେ କଥା ହେଉଛୁ ସାଉଦି ଆରବର ଖାଲିଦ ମୋହସିନ ଅଲ ଶାୟରୀଙ୍କ ବିଷୟରେ। ମୋଟାପଣକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ଥିବା ବେଳେ ସେ ଏବେ ଅନେକଙ୍କ ଲାଗି ଉଦାହରଣ ସାଜିଛନ୍ତି। ଆଶ୍ଚର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?