Home

ଗଣେଶ ପୂଜା ପରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା, ସ୍ବାସ୍ଥ୍ୟ ଅଧିକାରୀଙ୍କ ସତର୍କ ସୂଚନା…

ମୁମ୍ବାଇ,୧୨।୯: ଗଣେଶ ପୂଜା ପରେ ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏନେଇ ରାଜ୍ୟ ସର୍ଭେଲାନ୍ସ୍‌ ଅଧିକାରୀ ଡ.ପରାଦୀପ୍‌ ଆଓ୍ବଟେ ଚେତାବନୀ ଦେଇଛନ୍ତି। କେରଳରେ ଓନାମ ପର୍ବ ପରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏହାର ପୁନରାବୃତ୍ତି…

ବାସ୍ତୁ ଅନୁସାରେ କେମିତି ହେବା ଦରକାର ଶୋଇବା ଘର; ଜାଣନ୍ତୁ…

ସ୍ବାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ ଶୋଇବା। ଶୋଇବା ଘର ଏପରି ଏକ ସ୍ଥାନ, ଯେଉଁଠି ପାଦଦେବା ମାତ୍ରେ ଲାଗେ ଦୁନିଆର ସବୁ ସୁଖ ଗୋଟିଏ ପାଖରେ ତ ଶୋଇବା ଘର ଗୋଟିଏ ପାଖରେ, ତେଣିକି ସେ ଘର କୁଡିଆ ହେଉ କି…

ଶିବସେନାର ୟୁଟର୍ନ, ୪୦୩ ନୁହେଁ ୧୦୦ ଆସନରେ ଦେବ ପ୍ରାର୍ଥୀ…

ମୁମ୍ବାଇ,୧୨।୯: ଉତ୍ତରପ୍ରଦେଶରେ କେତେ ସଂଖ୍ୟକ ପ୍ରାର୍ଥୀଙ୍କୁ ଟିକଟ ଦିଆଯିବ ସେ ନେଇ ଗୋଟିଏ ଦିନ ମଧ୍ୟରେ ଶିବସେନା ୟୁଟର୍ନ ଦେଇଛି। ଉତ୍ତରପ୍ରଦେଶରେ ହୋଇଥିବା ଦଳୀୟ କାର୍ଯ୍ୟକାରିଣୀରେ ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ମାତ୍ର ଏବେ…

୯/୧୧ ଆକ୍ରମଣ ପଛରେ ସୌଦି ଆରବ ହାତ? ଏଫ୍‌ବିଆଇର ଜାରି କଲା ଗୁପ୍ତ ରିପୋର୍ଟ…

ଓ୍ବାଶିଂଟନ,୧୨।୯: ଆମେରିକାର ଓ୍ବାଲ୍ଡ ଟ୍ରେଡ୍‌ ସେଣ୍ଟରରେ ହୋଇଥିବା ୯/୧୧ ଆକ୍ରମଣରେ କେବଳ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦାର ହାତ ନ ଥିଲା। ଏଥିରେ ସୌଦି ଆରବ ପକ୍ଷରୁ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଏନେଇ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌…

୩୦ ବର୍ଷ ପରେ ପୁଣି ଝରଣାରେ ଆସିଲା ପାଣି…

ଫରିଦାବାଦ,୧୨।୯: ଗତ ୩୦ ବର୍ଷ ଧରି ଝରଣାରେ ପାଣି ନ ଥିଲା। ମାତ୍ର ଏବେ ପୁଣି ଏହା ପ୍ରବାହିତ ହେବାରେ ଲାଗିଛି। ଏଭଳି ଘଟଣା ଫରିଦାବାଦର ମୋହବତାବାଦ ଅଞ୍ଚଳରେ ଘଟିଛି। ଏହି ଝରଣା ମହାଭାରତ ସମୟ ସହିତ ଜଡିତ ରହିଥିବା କୁହାଯାଉଛି।…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଗଞ୍ଜାମ ପୁଇଁତୋଳାର ଭୂପେଶ

ଗଞ୍ଜାମ,୧୨ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ପୁଇଁତୋଳା ଗ୍ରାମର ଭୂପେଶ କୁମାର ପଲାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦୦ ବୈଷୟିକ ପ୍ରମାଣପତ୍ର ପାଇ ୨୦୨୧ ପାଇଁ ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ସାଇବର ଅପରାଧକୁ ରୋକିବା ପାଇଁ ସେ ଏକ…

୫ ବର୍ଷ ହେଲା ଆଳୁଚାଷ କମୁଛି

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ କରିବାରେ ସରକାର ସମ୍ପୂର୍ଣ୍ଣ ଫେଲ୍‌ ମାରିଛନ୍ତି। ଚାଷୀମାନଙ୍କୁ ଆଳୁ ଚାଷ ପାଇଁ ପ୍ରୋତ୍ସାହିତ କରିବା ଏବଂ ଉଦ୍ୟୋଗୀମାନଙ୍କୁ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୨୦୧୫ ଏପ୍ରିଲ ୩୦ରେ…

ବିମାନରେ ପାଇଲଟ ପ୍ରେମିକ କଲେ ଏମିତି ଘୋଷଣା, ଲାଜେଇ ଗଲେ ପ୍ରେମିକା

ନିଜ ପ୍ରେମିକା ବସିଥିବା ବିମାନ ଚଳାଉଥିଲେ ଜଣେ ପ୍ରେମିକ। ଏହି ପାଇଲଟ ପ୍ରେମିକ ଜଣଙ୍କ ଯାତ୍ରା ମଝିରେ ଏମିତି ଘୋଷଣା କଲେ ଯେ, ଯାତ୍ରୀଙ୍କ ଗହଣରେ ବସିଥିବା ପ୍ରେମିକା ଶୁଣି ଲାଜେଇ ଗଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍‌ ଭାଇରାଲ…

ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୨।୯(ବ୍ୟୁରୋ): ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ବାଲେଶ୍ୱର ଓ ପୁରୀରୁ ୨ ଜଣ ଲେଖାଏ ହୋଇଥିବା ବେଳେ କଟକ ଓ ଖୋର୍ଦ୍ଧାରୁ ଜଣେ…

ବେଳକୁ ବେଳ ବଢୁଛି ଶିଶୁଙ୍କ ଚିନ୍ତା: ଗତ ୨୪ ଘଣ୍ଟାରେ ୧୦୩ ପିଲା କରୋନା ସଂକ୍ରମିତ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୦୩ ଜଣ ଅଛନ୍ତି। ନୂଆ ପଜିଟିଭଙ୍କ ମଧ୍ୟରୁ ୩୮୧ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୬୮…

ଭାଜପାର କୁହୁଳୁଛି ଅସନ୍ତୋଷ, ୬ ମାସରେ ୩ ରାଜ୍ୟରେ ୪ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ନୂଆଦିଲ୍ଲୀ,୧୨।୯: ଭାଜପା ଶାସିତ ରାଜ୍ୟରେ ନେତାଙ୍କ ମଧ୍ୟରେ ଧୀରେଧୀରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହାର ଫଳସ୍ବରୂପ ଗତ ୬ ମାସ ମଧ୍ୟରେ ଦେଶର ୩ ରାଜ୍ୟ ୪ ଜଣ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଗୁଜରାଟର ବିଧାନସଭା ନିର୍ବାଚନର ପ୍ରାୟ ୧୫ ମାସ…

ଏହି ୪ ରାଶିର ଲୋକ ହୋଇଥାନ୍ତି ଅଦ୍ଭୁତ ଶକ୍ତିର ମାଲିକ; ଜାଣନ୍ତୁ କେତେ ଭାଗ୍ୟଶାଳୀ ଆପଣ

ମନୁଷ୍ୟ ଜୀବନରେ ରାଶିର ମହତ୍ତ୍ୱ ଅଧିକ। ରାଶି ଅନୁଯାୟୀ ବ୍ୟକ୍ତିର ସ୍ବଭାବ ଏବଂ ଆଚରଣ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ ରାଶିରୁ ୪ ରାଶି ବେଶ ଶକ୍ତିଶାଳୀ ହୋଇଥାନ୍ତି। ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରପୂର ରହିଥାଏ। ଆସନ୍ତୁ ଜାଣିବା: ମେଷ:…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri