Home

ସୁ ଚୀଙ୍କୁ ଆଉ ୪ ବର୍ଷ ଜେଲ

ନାପିତାଉ, ୧୧ା୧: ମ୍ୟାନ୍‌ମାର ଗାଦିଚ୍ୟୁତ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କୁ ସୋମବାର ଏକ କୋର୍ଟ ବେଆଇନ ଭାବେ ଓ୍ବାକି-ଟକିଜ୍‌ ଆଣି ବ୍ୟବହାର କରିବା, କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଅଧିକ ୪ ବର୍ଷ…

ଛେଳି ଚରାଉଛନ୍ତି ସାରା

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଫିଲ୍ମ ଜଗତରେ ତଥା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ପ୍ରତ୍ୟେକ ପୋଷ୍ଟକୁ ଦେଖିବାକୁ ଭଲ ପାଆନ୍ତି,…

ଜେପି ନଡ୍ଡାଙ୍କୁ କରୋନା

ନୂଆଦିଲ୍ଲୀ,୧୧।୧: ଏବେ ଦେଶରେ କରୋନା ମାମଲା ବଢି ବଢି ଚାଲିଛି। କରୋନା ଦ୍ୱାରା ଅନେକ ନେତା ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ଏବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କରୋନାରେ ଆକ୍ରାନ୍ତ…

ପୁଣି ବାଲାଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କଲା ଉତ୍ତର କୋରିଆ

ପ୍ୟୋଙ୍ଗୟଙ୍ଗ,୧୧।୧: ୨୦୨୨ର ପ୍ରଥମ ସପ୍ତାହରେ ପୁଣି ଥରେ ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଜାପାନର ତଟରକ୍ଷୀଙ୍କ ଅନୁଯାୟୀ, ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଦେଶ ମଧ୍ୟ ମଙ୍ଗଳବାର ଆଉ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।…

ତାମିଲନାଡ଼ୁରେ ‘ଜାଲ୍ଲିକାଟ୍ଟୁ’କୁ ଅନୁମତି

ଚେନ୍ନାଇ, ୧୧ା୧:କୋଭିଡ୍‌ ସଂକ୍ରମଣ ବୃଦ୍ଧି ମଧ୍ୟରେ ତାମିଲନାଡ଼ୁ ସରକାର ସୋମବାର ଜାଲ୍ଲିକାଟ୍ଟୁ (ଷଣ୍ଢକୁ କାବୁ କରିବା ପ୍ରତିଯୋଗିତା)କୁ ଅନୁମତି ଦେଇଛନ୍ତି। ପ୍ରତିବର୍ଷ ଜାନୁୟାରୀରେ ପୋଙ୍ଗଲ ସମୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥାଏ। କରୋନା ଗାଇଡ୍‌ଲାଇନ ମଧ୍ୟରେ ଜାଲ୍ଲିକାଟ୍ଟୁ ଆୟୋଜନ ପାଇଁ ରାଜ୍ୟ…

ରୋଗ ପ୍ରତିରୋଧକ ଶକ୍ତିକୁ ଦ୍ୱନ୍ଦ୍ୱରେ ପକାଉଛି ଫାଷ୍ଟ ଫୁଡ୍‌

ଲଣ୍ଡନ, ୧୧ା୧:ଜୀବାଣୁ, ଭୂତାଣୁ ସହ ଲଢ଼ି ଆମକୁ ସୁସ୍ଥ ରଖିବାରେ ଇମ୍ୟୁନୋ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି କାମ କରିଥାଏ। ଆମେ ପ୍ରତିଦିନ କୋଟି କୋଟି ସଂଖ୍ୟାରେ ରୋଗ ସୃଷ୍ଟିକାରୀ କାରକର ସାମ୍‌ନା କରୁଥିଲେ ହେଁ ଇମ୍ୟୁନୋ ସିଷ୍ଟମ ଯୋଗୁ…

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୦.୮୨ କୋଟି, ଚାଇନାର ଆଉ ଏକ ସହରରେ ଲକଡାଉନ

ୱାଶିଂଟନ/ଲଣ୍ଡନ/ବେଜିଂ,୧୧ ।୧: ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଥିବା କରୋନା ସଂକ୍ରମଣକୁ ଦେଖିଲେ ଗତ ୨୪ ଘଣ୍ଟାରେ ୧୮.୫ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୩,୪୮୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଏବେ ସାରା…

୨ ବର୍ଷରେ ଇବ୍‌ ନଦୀ ଉପରେ ହେବ ୨ ବ୍ୟାରେଜ

ଭୁବନେଶ୍ୱର,୧୧ା୧(ବ୍ୟୁରୋ)”ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସୁନ୍ଦରଗଡ଼ ସଦର ବ୍ଲକ୍‌ ଅନ୍ତର୍ଗତ କୋପସିଙ୍ଗା ଓ କୁଡ଼ାବଙ୍ଗାଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍‌ ନଦୀ ଉପରେ ନିର୍ମାଣ ହେବାକୁ ଥିବା ୨ଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟ ଆସନ୍ତା…

ପଞ୍ଚାୟତ ନିର୍ବାଚନ: ବିଜେଡିର ହଁ, ବିରୋଧୀଙ୍କ ନା

ଭୁବନେଶ୍ୱର,୧୧ା୧(ବ୍ୟୁରୋ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଜ୍ୟ ନିର୍ବାଚନ କମିଶନର (ଏସ୍‌ଇସି) ଭୋଟଗ୍ରହଣ ତାରିଖ ଘୋଷଣା ପୂର୍ବରୁ ଶନିବାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବା ବେଳେ ସୋମବାର ବିଭିନ୍ନ ରାଜନୈତିକ ଦଳର ମତାମତ ଲୋଡ଼ିଛନ୍ତି। କେବଳ…

ପ୍ରଥମଦିନରେ ୯ଲକ୍ଷ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟକର୍ମୀ ନେଲେ କରୋନା ବୁଷ୍ଟର ଡୋଜ

ନୂଆଦିଲ୍ଲୀ,୧୧ ।୧: ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଅନ୍ୟପଟେ ସୋମବାର କୋଭିଡ ରୋଧି ଟିକାର ପ୍ରିକଶନ ଡୋଜ ବା ତୃତୀୟ ଡୋଜ ଟିକାକରଣ ଆରମ୍ଭ କରାଯାଇଛି । ପ୍ରଥମଦିନ ବରିଷ୍ଠ ନାଗରିକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ…

ଇତିହାସ ରଚିବାକୁ ପଡ଼ିଆକୁ ଓହ୍ଳାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

କେପଟାଉନ,୧୦।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ମଙ୍ଗଳବାର ଠାରୁ କେପଟାଉନରେ ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ ଜିତିଛି ଏବଂ ଦ୍ୱିତୀୟ ମ୍ୟାଚ ଦକ୍ଷିଣ ଆଫ୍ରିକା ଜିତିଛି। ତୃତୀୟ ମ୍ୟାଚ୍‌ ଦୁଇ ଦଳ…

ହାତ ଛାଡି ସାଇକେଲ ଚଢିବେ ଇମ୍ରାନ

ଲକ୍ଷ୍ନୌ,୧୦।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା ଲାଗିଛି। କଂଗ୍ରେସର ରାଷ୍ଟ୍ରୀୟ ସଚିବ ଥିବା ସାହାରନପୁରର ଇମ୍ରାନ ମାସୁଦ ଏବେ ଦଳ ଛାଡି ସମାଜବାଦୀ ପାର୍ଟି(ଏସପି)ରେ ଯୋଗଦେବାକୁ ଘୋଷଣା କରିଛନ୍ତି। ଅମ୍ବାଲା ରୋଡରେ ଥିବା ତାଙ୍କ ବାସଭବନରେ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?