Home

ଫେବୃୟାରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡ଼ିତ ଏସବୁ ବଡ଼ ନିୟମ; ଏବେଠୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୯।୧: ନୂଆ ବର୍ଷ ୨୦୨୨ର ପ୍ରଥମ ମାସ ଅର୍ଥାତ ଜାନୁୟାରୀ ଶେଷ ହେବାକୁ ଯାଉଛି। ଫେବୃୟାରୀ ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ…

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଶହୀଦ୍‌…

ଶ୍ରୀନଗର, ୨୯।୧ : ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ସ୍ଥାନୀୟ ହାସନପୋରା ବିଜ୍‌ବେହାରା ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ପୋଲିସ ହେଡ୍‌ କନଷ୍ଟେବଳ ଅଲ୍ଲୀ ମହମ୍ମଦ ମାଗରେ ଚିକିତ୍ସାଧୀନ ଅବସ୍ଥାରେ ଶହୀଦ୍‌ ହୋଇଥିବା କଶ୍ମୀର ଜୋନ୍‌…

ଆଜି ବାଲାଂଦେଶ ବନାମ ଭାରତ

ଆଣ୍ଟିଗୁଆ,୨୯।୧: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଶନିବାର ଖେଳାଯିବାକୁ ଥିବା କ୍ୱାଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ଏହି ମ୍ୟାଚ୍‌ ଆଣ୍ଟିଗୁଆରେ ଭାରତୀୟ ସମୟ ୬.୩୦ରେ ଆରମ୍ଭ ହେବ । ଏହି ମହାମୁକାବିଲା ପୂର୍ବରୁ ଭାରତୀୟ ଅଣ୍ଡର-୧୯…

ମଦଭାଟି ଭାଙ୍ଗିଲା ପୋଲିସ, ହାଣ୍ଡି ହାଣ୍ଡି ପୋଚ ନଷ୍ଟ

କାଳିଆପାଣି,୨୯ା୧(ଡି.ଏନ୍‌.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଦୈତାରୀ ସଂରକ୍ଷିତ ଜଙ୍ଗଲ ନାତୋର ଗାଁ ନିକଟରେ ଥିବା ମହୁଲି ମଦଭାଟିକୁ ଶନିବାର କାଳିଆପାଣି ପୋଲିସ ଭାଙ୍ଗିଥିବା ବେଳେ ବହୁ ହାଣ୍ଡି ମହୁଲ ପୋଚ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ସୂଚନାନୁଯାୟୀ, କାଳିଆପାଣି…

ରାସ୍ତା ମଝିରେ ଜଳିଗଲା ହାଇଓ୍ବା

ଆନନ୍ଦପୁର,୨୯ା୧(ସ୍ବ.ପ୍ର.): ୫୩ ନଂ ଜାତୀୟ ରାଜପଥର ଘସିପୁରା ବ୍ଲକ ବୀରଗୋବିନ୍ଦପୁର ପଞ୍ଚାୟତ ଭଦ୍ରକ-କରଞ୍ଜିଆ ରାସ୍ତାର ଗୋହିରାବଣି ଛକ ନିକଟରେ ଏକ ଚିପ୍ସ ବୋଝେଇ ହାଇଓ୍ବାରେ ଶନିବାର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ହାଇଓ୍ବାରେ ଥିବା ଚାଳକ ଓ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଛନ୍ତି।…

ଧ୍ୱଜାବତରଣରେ ୧୦୦୦ ଡ୍ରୋନ୍‌ ଦ୍ୱାରା ଏୟାର ଶୋ’, ହଟିଲା ମହାତ୍ମାଙ୍କ ପସନ୍ଦ…

ନୂଆଦିଲ୍ଲୀ, ୨୯।୧ : ଶନିବାର ବିଜୟ ଚୌକଠାରେ ସାଧାରଣତନ୍ତ୍ର ଦିବସର ଧ୍ୱଜାବତରଣ (ବିଟିଙ୍ଗ ରିଟ୍ରିଟ ) ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ଆବାଇଡ୍‌ ଓ୍ବିଥ୍‌ ମି (ମୋ ସହିତ ରୁହ)ର ଧୁନ୍‌କୁ ଚଳିତ ଥର ଉତ୍ସବରୁ ହଟାଇ…

ପାରୋଲରେ ଯାଇଥିବା କଏଦୀଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରନାହିଁ…

ନୂଆଦିଲ୍ଲୀ, ୨୯।୧ : କରୋନା ମହାମାରୀ ସଙ୍କଟ ସମୟରେ ପାରୋଲରେ ଘରକୁ ଯାଇଥିବା କଏଦୀଙ୍କୁ ଶୀଘ୍ର ଆତ୍ମସମର୍ପଣ ପାଇଁ ବାଧ୍ୟ କରନାହିଁ ବୋଲି ସୁପ୍ରିମ୍‌କୋର୍ଟ କେରଳ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କଏଦୀଙ୍କୁ ଘରକୁ…

କାନ୍ଦିଲେ ସଲମାନ

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଲୋକପ୍ରିୟ ଶୋ’ ବିଗ୍‌ ବସ୍‌ -୧୫ କିଛି ସମୟ ପରେ ଆରମ୍ଭ ହେବ। ଏକ ଲମ୍ବା ଯାତ୍ରାର ଶେଷରେ ଏହି ଶୋ’ ଆଗକୁ ବଢ଼ିଚାଲିଛି। ଶୋ’ ସହିତ ଜଡ଼ିତ କିଛି ଖଟା-ମିଠା ସ୍ମୃତିକୁ ପ୍ରତିଯୋଗୀମାନେ ସାଉଁଟୁଛନ୍ତି। ମାତ୍ର…

କାର୍‌ ଚଳାଇ ଭର୍ଚୁଆଲ ଶୁଣାଣିରେ ଯୋଗଦେବା ନେଇ ଆପତ୍ତି…

ନୂଆଦିଲ୍ଲୀ, ୨୯।୧ : କାର୍‌ ଚଳାଉଥିବା ସମୟରେ ଭର୍ଚୁଆଲ ଶୁଣାଣିରେ ଯୋଗଦେଇଥିବା ଜଣେ ଆଇନଜୀବୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଆଇନଜୀବୀ ଜଣକ ଏଭଳି କରିଥିବା ଅଭିଯୋଗ ମିଳିବା ପରେ କୋର୍ଟ ଆପତ୍ତି ପ୍ରକାଶ କରିଛନ୍ତି। ବିଚାରପତି ମୁକ୍ତା…

ଇତିହାସ ରଚିଲା ‘୮୩’

ବମ୍ବେ: ବକ୍ସ ଅଫିସରେ ଇତିହାସ ରଚିଛି ସୁପରଷ୍ଟାର ରଣବୀର ସିଂ ଏବଂ ଦୀପିକା ପାଦ୍ୟୁକୋନ୍‌ ଅଭିନୀତ ଫିଲ୍ମ ‘୮୩’। ୨୦୨୧ ଡିସେମ୍ବର ୨୪ରେ ଏହା ରିଲିଜ ହୋଇଥିଲା। ଏହାପରେ ଏକାଧିକ ବଡ଼ ବଜେଟ୍‌ ଫିଲ୍ମ ରିଲିଜ ହୋଇଥିଲେ ହେଁ ବ୍ୟବସାୟ ଉପରେ…

ମାତ୍ର ୯ ବର୍ଷରେ କୋଟିପତି ଏହି ବାଳକ: ଜେଟ୍‌ରେ ବୁଲନ୍ତି, ପିନ୍ଧନ୍ତି ଡିଜାଇନର୍‌ ପୋଷାକ…

ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଭଲ ପାଆନ୍ତି। ଏଥିପାଇଁ କିଛି କଠିନ ପରିଶ୍ରମ କରୁଥିବା ବେଳେ କିଛି ଜନ୍ମରୁ ଆଭିଜାତ୍ୟର ସହ ବଢ଼ିଥାନ୍ତି। ସେଭଳି ଜଣେ ହେଲେ ଏହି ବାଳକ। ତାଙ୍କୁ ମାତ୍ର…

ଓଜନ ବଢ଼ିଲେ କଟିବ ଦରମା

ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିଶ୍ୱ ପ୍ରସିଦ୍ଧ ଏମିରେଟ୍‌ସ ଏୟାରଲାଇନ୍‌ର ଏୟାର ହୋଷ୍ଟେସଙ୍କ ଓଜନ ବଢ଼ିଲେ ତାଙ୍କୁ ଦଣ୍ଡ ଦିଆଯାଉଛି। ଏହାର ପୂର୍ବତନ କର୍ମଚାରୀମାନେ କୁହନ୍ତି, ସେମାନଙ୍କ ଓଜନ ବଢ଼ାଇବା ଉପରେ ଅଧିକାରୀମାନେ ପୂର୍ଣ୍ଣ ନଜର ରଖିଥାନ୍ତି। ଏଥିପାଇଁ ଦରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?