ରାଜଧାନୀରୁ ୨୫ ଲକ୍ଷର ବ୍ରାଉନସୁଗାର ଜବତ
ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ୨୫ଲକ୍ଷର ବ୍ରାଉନସୁଗାର ଜବତ ହୋଇଛି। ସୁନ୍ଦରପଦା ହାଇଟେକ୍ ଛକରୁ ଏହି ଧଳା ଜହର ଜବତ କରିଛି ଏୟାରଫିଲ୍ଡ ଥାନା ପୋଲିସ । ବ୍ରାଉନସୁଗାର କାରବାରରେ ୟୁପିର ଡ୍ରଗ୍ସ ମାଫିଆ ଆନନ୍ଦ କୁମାରକୁ ଗିରଫ କରିଛି ପୋଲିସ। ଆନନ୍ଦଠାରୁ…
ନିଟ୍ ପିଜି କାଉନସେଲିଂ ଉପରେ ରୋକ…
ନୂଆଦିଲ୍ଲୀ,୨୫।୧୦: ଓବିସି ଏବଂ ଇଡବ୍ଲ୍ୟୁଏସ୍ ସଂରକ୍ଷଣ ବୈଧତା ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ନିଟ୍ ପିଜି କାଉନସେଲିଂ ଉପରେ ରୋକ ଲଗାଯାଇଛି। ଏନେଇ ସୋମବାର ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। କେନ୍ଦ୍ରର ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ କାଉନସେଲିଂ ହୋଇ ପାରିବ…
୬୭ ତମ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କଲେ ବିଜେତା
ନୂଆଦିଲ୍ଲୀ,୨୫।୧୦: ୬୭ ତମ ଚଳଚ୍ଚିତ୍ର ପୁରସ୍କାର ସୋମବାର ପ୍ରଦାନ କରାଯାଇଛି। ଆଜି ସକାଳ ୧୧ ଟାରେ ଭିଗାନ ଭବନରେ ପୁରସ୍କାର ବିତରଣ ସମାରୋହରେ ବିଜେତାମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୯ରେ ନିର୍ମିତ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ଦିଆଯାଉଛି। ଉପରାଷ୍ଟ୍ରପତି…
ଆୟକର ବିଭାଗ ପକ୍ଷରୁ ନୋଟିସ ପାଇ ମୁଣ୍ଡରେ ହାତ ଦେଲେ ରିକ୍ସା ଚାଳକ
ମଥୁରା,୨୫।୧୦: ଉତ୍ତରପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କୁ ଆୟକର (ଆଇଟି) ବିଭାଗ ପକ୍ଷରୁ ନୋଟିସ ପଠାଯାଇଛି। ନୋଟିସରେ ତାଙ୍କୁ ୩ କୋଟିରୁ ଅଧିକ ଟଙ୍କା ପରିଶୋଧ କରିବାକୁ କୁହାଯାଯାଇଛି। ନୋଟିସ ମିଳିବା ପରେ ରିକ୍ସା ଚାଳକ ଜଣଙ୍କ ପୋଲିସର ସାହାରା ନେଇଛନ୍ତି।…
ସରକାରୀ ଅର୍ଥ ହରିଲୁଟ୍ ଅଭିଯୋଗ: ତଦନ୍ତ ଦାବିରେ ଆମରଣ ଅନଶନ
ବରୀ,୨୫ା୧୦(ଡି.ଏନ୍.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ଇଶାଣପୁର ପଞ୍ଚାୟତରେ ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ମନରେଗା ଯୋଜନା, ଚତୁର୍ଦ୍ଦଶ ଓ ଚତୁର୍ଥ ଅର୍ଥ କମିଶନ ଅନୁଦାନରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତକୁ ଆସିଥିବା ସରକାରୀ ଅନୁଦାନକୁ ସରପଞ୍ଚ,…
ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ୯ ମେଡ଼ିକାଲ କଲେଜ ଉପହାର…
ଲକ୍ଷ୍ନୌ,୨୫।୧୦: ଉତ୍ତରପ୍ରଦେଶରେ ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ୯ଟି ମେଡ଼ିକାଲ କଲେଜ ଉପହାର ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟରେ ସାଧାରଣ ସ୍ବାସ୍ଥ୍ୟ ସେବାରେ ବିକାଶ ହୋଇପାରିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ…
ଭାଙ୍ଗିରୁଜି ଗଲାଣି ସରକାରୀ କ୍ୱାର୍ଟର୍ସ
ଗୋପ,୨୫।୧୦(ଡି.ଏନ୍.ଏ.): ଗୋପ ବ୍ଲକରେ ସରକାର ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ରହିଥିବା କ୍ୱାର୍ଟର୍ସଗୁଡ଼ିକରେ ଅଧିକାଂଶ ସମୟ କେହି ରହୁ ନ ଥିବା ଦେଖିବାକୁ ମିଳିଛି। ଫଳରେ ଦୀର୍ଘଦିନ ଧରି କ୍ୱାର୍ଟର୍ସ ସବୁ ଖାଲିପଡ଼ିଥିବାରୁ ଧୀରେ ଧୀରେ କୋଠାଗୁଡ଼ିକ ଭାଙ୍ଗିରୁଜି ଯିବା…
ଶେଷ ହୋଇନି ମହାମାରୀ, ସତର୍କତା ଜରୁରୀ…
ବର୍ଲିନ,୨୫।୧୦: ପୃଥିବୀରୁ କରୋନା ମହାମାରୀ ଶେଷ ହୋଇନି। ଯେଭଳି ସଂକ୍ରମଣ ନ ହେବ ସେ ନେଇ ସଭିଏଁ ସତର୍କ ରହିବା ଜରୁରୀ। କରୋନା ମାର୍ଗଦର୍ଶିକା ପାଳନ ସହିତ ସଚେତନ ରହିବା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟିସସ…
ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ
ତେଲଗୁ ସୁପରଷ୍ଟାର ରାଜା ବାବୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତେଲୁଗୁ ସିନେମାର ଭେଟେରାନ ଅଭିନେତାମାନଙ୍କ ମଧ୍ୟରୁ ରାଜା ବାବୁ ଅନ୍ୟତମ। ସେ ୧୩ ଜୁନ…
ହାରିବା ପରେ ବି ହୃଦୟ ଜିତିଲେ କୋହଲି: ଦେଖନ୍ତୁ ଭିଡିଓ
ଦୁବାଇ,୨୫।୨୦: ରବିବାର ଆଇସିସି ଟି -୨୦ ବିଶ୍ୱକପ୍ରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ହାତରୁ ୧୦ ଉଇକେଟରେ ପରାଜୟ ଭୋଗିଛି ଟିମ ଇଣ୍ଡିଆ। ଏହି ପରାଜୟ ସତ୍ତ୍ୱେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏକ କାର୍ଯ୍ୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି।…
ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
ଖୋର୍ଦ୍ଧା ଅଫିସ,୨୫ା୧୦: ଖୋର୍ଦ୍ଧା ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳଗୁଡ଼ିକ ମଧ୍ୟରୁ ବରୁଣେଇ ପୀଠ ଅନ୍ୟତମ। ଏବେ ଏହି ପୀଠ ଅବହେଳିତ ହୋଇପଡ଼ିଛି। ବରୁଣେଇ ଜଙ୍ଗଲ କ୍ଷୟ ହେଉଥିବାବେଳେ ରାସ୍ତା, ପାନୀୟଜଳ ପ୍ରଭୃତି ବିଭିନ୍ନ ସମସ୍ୟା ଲାଗିରହିଛି। ଏଠାକାର ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ…
ବିଦ୍ରୋହୀ ନେତାଙ୍କ ପ୍ରତି କଂଗ୍ରେସ ସାବଧାନ, ସଦସ୍ୟତା ପତ୍ରରେ ସତ୍ୟପାଠ ସାମିଲ…
ନୂଆଦିଲ୍ଲୀ,୨୫।୧୦: ଦଳରେ ବଢୁଥିବା ବିଦ୍ରେରାହୀ ନେତାଙ୍କୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ନେତାଙ୍କ ପ୍ରତି ସାବଧାନ ରହିବା ଲାଗି ଦଳର ସଦସ୍ୟତା ପତ୍ରରେ କେତେକ ପରିବର୍ତ୍ତନ କରାଯାଇଛି। ସାର୍ବଜନୀକ ମଞ୍ଚରେ ଦଳ ବିରୋଧରେ କୌଣସି…
Archives


