ଆନ୍ତଃଜିଲା ବାଇକ୍ ଚୋରି ରାକେଟର ପର୍ଦ୍ଦାଫାଶ: ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ଝାରସୁଗୁଡ଼ା ଅଫିସ,୨୨ା୧: ଲୁଟେରାମାନେ ପୋଲିସ୍କୁ ଚ୍ୟାଲେଞ୍ଜ ଦେଇ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ଗୋଟିଏ ପରେ ଗୋଟିଏ ବାଇକ୍ ଲୁଟ୍ କରି ଚାଲିଥିଲେ। ଯାହାକି ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ଏହି ଆନ୍ତଃଜିଲା ବାଇକ୍ ଚୋରି ରାକେଟ୍ ପର୍ଦ୍ଦାଫାଶ କରିବାରେ…
୩୧ ଜାନୁୟାରୀ ପର୍ଯ୍ୟନ୍ତ ରାଲି-ରୋଡ୍ ଶୋ’ ଉପରେ କଟକଣା…
ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହେବାକୁ ଥିବା ରାଲି ଏବଂ ରୋଡ୍ ଶୋ’ ଉପରେ ରୋକ ଜାନୁୟାରୀ…
ସତୀଚଉରା ନାବାଳିକା ଅପହରଣ, ବଳାତ୍କାର ମାମଲା: ସ୍ବାମୀଙ୍କୁ ଆଜୀବନ, ସ୍ତ୍ରୀଙ୍କୁ ୨୦ ବର୍ଷ ଜେଲ୍
କଟକ ଅଫିସ,୨୨ା୧: ସତୀଚଉରା ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡାଦେଶ ଦେଇଛନ୍ତି କଟକ ଆଡ ହକ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ। ସ୍ବାମୀ ଅମିତ ବିନ୍ଧାଣୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ ସ୍ତ୍ରୀ ଆଶା…
ଆଉ କାମକୁ ଯିବିନି, ମାଲିକଙ୍କୁ ଫୋନ୍ କରି କହିଲେ ଚାକର; କାରଣ ଜାଣିଲେ…
ଜଣେ ମାଲିକଙ୍କ ଏକ ଫ୍ୟାକ୍ଟ୍ରିରେ ଚାକର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଫୋନ୍ କରି କହିଲେ ଆଉ କାମକୁ ଯିବି ନାହିଁ। ତାଙ୍କର ଏମିତି କହିବା ପଛରେ ଏକ ବଡ଼ କାରଣ ବି ରହିଛି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।…
ବେଡ୍ ପଡୁଛି ଖାଲି, ତୃତୀୟ ଲହରରେ ହସ୍ପିଟାଲ ଭର୍ତ୍ତିିଙ୍କ ସଂଖ୍ୟା କମ୍…
ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଛି। ତେବେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ବିଭିନ୍ନ ହସ୍ପିଟାଲରେ ବେଡ୍ ଖାଲି ପଡୁଛି ବୋଲି ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାକ୍ସ୍ ହେଲଥ୍ କେୟାର…
ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୧,୩୪୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୨ା୧(ବ୍ୟୁରୋ): ଆଜି ରାଜ୍ୟରୁ ୧୧,୩୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧,୧୦,୭୬୭ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩,୧୬୬…
ଜେଜେମା’ଙ୍କ ଜୀବନ ନେଲେ ନାତି
ରାଇକିଆ,୨୨ା୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତର କାମ୍ବାଗୁଡ଼ା ଗ୍ରାମର ସରୋଜିନି ପ୍ରଧାନ(୭୨) ନାମକ ଜଣେ ବୃଦ୍ଧାଙ୍କ ମୃତଦେହ ରାଇକିଆ ପୋଲିସ ଜବତ କରିଛି। ବୃଦ୍ଧାଙ୍କୁ ତାଙ୍କର ମାନସିକ ବିକାରଗ୍ରସ୍ତ ନାତି ମନୋଜ ପ୍ରଧାନ ହତ୍ୟା କରିଥିବା ନେଇ ଅଭିଯୋଗ…
ଗୋଟିଏ ସପ୍ତାହ ପାଇଁ ସ୍କୁଲ ବନ୍ଦ
ଇସଲାମାବାଦ,୨୨ା୧: ବିଶ୍ୱ ମହାମାରୀ କରୋନା ଭୂତାଣୁ ସହ ପାକିସ୍ତାନ କଡ଼ା ମୁକାବିଲା କରୁଛି। ଏଠାରେ ଦୈନନ୍ଦିନ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଦେଶର ଅବସ୍ଥା ଭଲ ନାହିଁ। ଏଭଳି ପରିସ୍ଥିତିରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାକିସ୍ତାନର ସମସ୍ୟାକୁ…
୩୦ ଜାନୁୟାରୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ବନ୍ଦ…
ଲକ୍ଷ୍ନୌ, ୨୨।୧ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ୩୦ ଜାନୁୟାରୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେଣୁ ପୂର୍ବପରି ଅନ୍ଲାଇନ୍ରେ ପାଠପଢ଼ା ଜାରି ରଖିବାକୁ ଅତିରିକ୍ତ ମୁଖ୍ୟ ସଚିବ ଅବିନାଶ…
ବସ୍ ଦୁର୍ଘଟଣା: ମୃତକଙ୍କ ପାଇଁ ୨ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨ା୧(ବ୍ୟୁରୋ): ସୋର ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ…
ସ୍ୱାସ୍ଥ୍ୟ ଉପରେ ଖୁବ୍ ଗୁରୁତ୍ୱ ଦିଅନ୍ତି ଭୂମି
ମୁମ୍ବାଇ: ବଡ ପରଦାରେ ନିଜ ଅଭିନୟର ଜଲୱା ଦେଖାଇ ସାରିଥିବା ଭୂମି ପେଡନେକର ସବୁବେଳେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଖୁବ୍ ଗୁରୁତ୍ୱ ଦିଅନ୍ତି । ଅନେକ ସମୟରେ ସେ ସୋସିଆଲ ମିଡିଆରେ ତାଙ୍କ ୱାର୍କ ଆଉଟର ଫଟୋ ପୋଷ୍ଟ କରିଥାଆନ୍ତି ।…
ଯୁଦ୍ଧର ପଦଧ୍ୱନୀ, ୟୁକ୍ରେନ୍ ସୀମାରେ ଲକ୍ଷାଧିକ ରୁଷିଆ ସୈନ୍ୟ…
ମସ୍କୋ, ୨୨।୧ : ରୁଷିଆ ୟୁକ୍ରେନ୍ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧର ପଦଧ୍ୱନୀ ସୃଷ୍ଟି ହେବା ଆରମ୍ଭ ହୋଇଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା ଦେଖାଦେଇଛି। ଆମେରିକା ଏବଂ ରୁଷିଆ ମଧ୍ୟରେ ହୋଇଥିବା ବୈଠକ ସଫଳ ନ ହେବାରୁ ଏକ ନୂତନ ସଙ୍କଟ…
Archives


