ଘରୁ ମହାକାଶ ଯାଏ ସବୁଠି ସଫଳ
ଝିଅ ଏବଂ ପୁଅ ଉଭୟ ସମାନ। ଦୁହିଙ୍କ ମଧ୍ୟରେ ପାର୍ଥକ୍ୟ ଆଣିବା ଭାରତୀୟ ସମ୍ବିଧାନର ଉଲ୍ଲଂଘନ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବାଳିକା ଶିଶୁଙ୍କ ବିିକାଶରେ ଦେଶର ବିକାଶ ସ୍ଲୋଗାନ୍ ଦିଆଯାଉଛି। ତେଣୁ ପ୍ରତିବର୍ଷ ଜାନୁୟାରୀ ୨୪ରେ ଭାରତରେ ଜାତୀୟ…
ନିମ୍ନମାନର ପାଇପ୍: ପାନୀୟ ଜଳ ନଷ୍ଟ
ନାଉଗାଁ ,୨୪ା୧(ସ୍ବ.ପ୍ର.): ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମ୍ୟ ପାନୀୟ ଜଳ ପରିମଳ ବିଭାଗ ପକ୍ଷରୁ ନାଉଗଁା ବ୍ଲକର ବିଭିନ୍ନ ଗ୍ରାମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ କେଉଁଠି…
‘ସୁଭାଷ ବୋଷଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟୁ’
ନୂଆଦିଲ୍ଲୀ,୨୪।୧ (ପି.ଟି.): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦ୍ଧାନ ଏବେ ଲୋକପ୍ରିୟ ଲୋକକଥାର ଅଂଶବିଶେଷ ହୋଇଗଲାଣି। ନେତାଜୀଙ୍କ ପ୍ରତିମୂର୍ତ୍ତି ନୁହେଁ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟାଯିବା ତାଙ୍କ ପରିବାର ଓ ତାଙ୍କ ଜୀବନୀ ଉପରେ ଗବେଷଣା ଚଳାଇଥିବା ଲୋକେ ଚାହାନ୍ତି।…
ମୁସଲମାନ ବୋଲି ମନ୍ତ୍ରୀ ପଦ ଯାଇଛି
ଲଣ୍ଡନ, ୨୪ା୧: ପାକିସ୍ତାନ ବଂଶୋଦ୍ଭବ ବ୍ରିଟେନର ପୂର୍ବତନ ମନ୍ତ୍ରୀ ନୁସରତ ଗନି ରବିବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ଏବଂ ତାଙ୍କ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ମୁସଲମାନ ସମ୍ପ୍ରଦାୟର ହୋଇଥିବାରୁ ସହଯୋଗୀଙ୍କର ସମସ୍ୟା ହୋଇଥିଲା। ତାଙ୍କ ‘ମୁସଲମାନ…
ୟୁକ୍ରେନ ସରକାରଙ୍କୁ ହଟାଇବାକୁ ଚାହୁଁଛି ରୁଷିଆ
ଲଣ୍ଡନ, ୨୪ା୧: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ଆଶଙ୍କା ଦିନକୁ ଦିନ ଦୃଢ଼ୀଭୂତ ହେବାରେ ଲାଗିଥିବାବେଳେ କ୍ରେମେଲିନ୍ ନାଁରେ ସଙ୍ଗିନ ଅଭିଯୋଗ ଆଣିଛି ବ୍ରିଟେନ। ୟୁକ୍ରେନରେ ବର୍ତ୍ତମାନ ଥିବା ସରକାରଙ୍କୁ ହଟାଇ ସେଠାରେ ରୁଷିଆ ନିଜ ସପକ୍ଷରେ ଏକ ସରକାର…
ବ୍ରାଜିଲରେ ସ୍ଥିତି ଅସମ୍ଭାଳ, ରଦ୍ଦ ହେଲା ରିଓ କାର୍ନିଭାଲ
ବ୍ରାଜିଲିୟା,୨୪ ।୧: ବ୍ରାଜିଲରେ ଗୋଟିଏ ଦିନରେ ୧.୬୫ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢି ଯାଇଛି । ଏହି ସମୟରେ ୨୩୮ ଜଣଙ୍କର ମୃତ୍ୟୁ ବି ହୋଇଛି । ଏଭଳି ସ୍ଥିତି କେତେ ଭୟାବହ ତାହା…
ଶିଶୁକନ୍ୟାଙ୍କୁ ଉଠାଇନେଇ ବଳାତ୍କାର
ପୁରୀ ଅଫିସ,୨୪ା୧: ପୁରୀ ଟାଉନ ଥାନା ଅଞ୍ଚଳରେ ରବିବାର ଜଣେ ଶିଶୁକନ୍ୟା(୫)ଙ୍କୁ ବଳାତ୍କାର କରାଯାଇଛି। ଏହି ଲଜ୍ଜାଜନକ ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା…
ଯୋଗୀଙ୍କ ଧ୍ରୁବୀକରଣ ରାଜନୀତି
ଲକ୍ଷ୍ନୌ,୨୪ା୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଗାଜିଆବାଦରେ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ସମାଜବାଦୀ ପାର୍ଟି (ଏସ୍ପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗାଜିଆବାଦରେ ହଜ୍ ହାଉସ୍…
୩ ବର୍ଷରେ ୯ ଲକ୍ଷ ପର୍ଯ୍ୟଟକ ହ୍ରାସ
ଯାଜପୁର ଅଫିସ,୨୪ା୧: ସମ୍ପ୍ରତି ପର୍ଯ୍ୟଟନର ଗୁରୁତ୍ୱ ବଢିଛି। ଓଡ଼ିଶାରେ ବି ଭରପୂର ପର୍ଯ୍ୟଟନ ସମ୍ବଳ ରହିଛି। ହେଲେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆବଶ୍ୟକ ପ୍ରଚାରପ୍ରସାର ଅଭାବରୁ ଓଡ଼ିଶାର ପର୍ଯ୍ୟଟନ ସମ୍ବଳ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆରେ ରହିଛି। ଏହି କାରଣରୁ କେବଳ କୋଣାର୍କ…
କେନ୍ଦ୍ର ପ୍ରସ୍ତାବକୁ ବିରୋଧ ବଢୁଛି
ନୂଆଦିଲ୍ଲୀ,୨୪ା୧(ଆଇଏଏନ୍ଏସ୍): କେନ୍ଦ୍ର ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) କ୍ୟାଡର ରୁଲ୍ସ, ୧୯୫୪ରେ ସଂଶୋଧନ ଆଣିବାକୁ ଯାଉଛନ୍ତି। ତାହା ହେଲା ଉକ୍ତ ରୁଲ୍ସର ରୁଲ୍ ୬ରେ ଏକ ନୂଆ ନିୟମ ଯୋଡ଼ାଯିବ। ପ୍ରସ୍ତାବିତ ସଂଶୋଧନ ବଳରେ ରାଜ୍ୟ ସରକାରମାନଙ୍କ ସଂରକ୍ଷଣକୁ ଅଣଦେଖା…
ବିବାହ ବାତିଲ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ
ଓ୍ବେଲିଂଟନ୍, ୨୪ା୧: ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡରେ ନୂଆ କଟକଣା ଲାଗୁ ହୋଇଥିବାବେଳେ ଏହାକୁ କଡ଼ାକଡ଼ି ପାଳନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ। କୋଭିଡ୍ ପ୍ରକୋପ କମି ନ ଥିବାରୁ ସେ ନିଜ ବିବାହକୁ ଦ୍ୱିତୀୟ…
ଏମିତି ବ୍ଲଡ୍ ଗ୍ରୁପ୍, ବିଶ୍ୱରେ ମାତ୍ର ୪୩ ଜଣଙ୍କଠାରେ ଦେଖିବାକୁ ମିଳିଥାଏ
ସାଧାରଣତଃ A , B, AB, 0+ ଏବଂ ନେଗେଟିଭ୍ ପରି ମଣିଷମାନଙ୍କଠାରେ ଅନେକ ବ୍ଲଡ୍ ଗ୍ରୁପ୍ ମିଳିଥାଏ। କିନ୍ତୁ ଗୋଟିଏ ବ୍ଲଡ୍ ଗ୍ରୁପ୍ ଅଛି, ଯାହା ବିଷୟରେ କେହି ଜାଣନ୍ତି ନାହିଁ। ଏହା ବହୁତ କମ୍ ଲୋକଙ୍କ ଶରୀରରେ ମିଳିଥାଏ।…
Archives


