ପ୍ରଶଂସକଙ୍କୁ ପାଗଳ କରୁଛି ସେଲ୍ଫି କୁଇନ୍ଙ୍କ ଲୁକ୍
ମୁମ୍ବାଇ: ବଲିଉଡ୍ରେ ସେଲ୍ଫି କୁଇନ୍ ଭାବରେ ଜଣାଶୁଣା ଗାୟିକା ନେହା କକ୍କର କେବଳ ତାଙ୍କ ଗୀତ ପାଇଁ ନୁହେଁ ବରଂ ତାଙ୍କ ସ୍ବତନ୍ତ୍ର ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନେହା ଏବଂ ରୋହନପ୍ରୀତ୍ ଅଧିକାଂଶ ସମୟ ରୋମାଣ୍ଟିକ ନଜରରେ ପ୍ରଶଂସକଙ୍କ ପାଇଁ…
ପ୍ରଥମଥର ପାଇଁ ପିତାଙ୍କ ସହ ଫିଲ୍ମରେ କାମ କଲେ ଜାହ୍ନବୀ, ଫଟୋ ଶେୟାର କରି କହିଲେ…
ମୁମ୍ବାଇ: କିଛିଦିନ ହେବ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଆଗାମୀ ଫିଲ୍ମ ‘ମିଲି’ର ଶୁଟିଂରେ ବ୍ୟସ୍ତ ଥିଲେ। ବର୍ତ୍ତମାନ ସେ ତାଙ୍କ ଫିଲ୍ମର ଶୁଟିଂ ଶେଷ କରିଛନ୍ତି। ଏହି ସମୟରେ ଜାହ୍ନବୀ ସୋସିଆଲ ମିଡିଆରେ ଶୁଟିଂ ସମୟର କିଛି ଫଟୋ…
ଛତ୍ରପୁର ଏନ୍ଏସିକୁ ମିଳିଲା ୧.୫୪ କୋଟି
ଛତ୍ରପୁର,୨୭ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନ୍ଏସିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁକ୍ତା ଯୋଜନାରେ ୧ କୋଟି ୫୪ ଲକ୍ଷ ୨୮ ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର କଲ୍ୟାଣ ମଣ୍ଡପ…
ମୁମ୍ବାଇ ଏୟାର ପୋର୍ଟରେ କ୍ୱାରାଣ୍ଟାଇନରେ ରହିବେ ଦକ୍ଷିଣ ଆଫ୍ରିକାରୁ ଫେରୁଥିବା ଯାତ୍ରୀ
ନୂଆଦିଲ୍ଲୀ,୨୭ ।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି । ଏପଟେ ମୁମ୍ବାଇ ପ୍ରଶାସନ ପକ୍ଷରୁ ଆରମ୍ଭରୁ ସତର୍କତା ଅବଲମ୍ବନ କରାଗଲାଣି । ମୁମ୍ବାଇ ପ୍ରଶାସନ ପକ୍ଷରୁ କୁହାଯାଇଛି କି ଦକ୍ଷିଣ ଆଫ୍ରିକାରୁ…
କୃଷକଙ୍କ ଆଗରେ ପୁଣି ମୁଣ୍ଡ ନୁଆଁଇଲେ ସରକାର: କୃଷିମନ୍ତ୍ରୀ କହିଲେ ନଡା ଜଳାଇବା ଅପରାଧ ନୁହେଁ
ନୂଆଦିଲ୍ଲୀ,୨୭ ।୧୧: ଦେଶରେ ଏବେ ନଡା ଜଳାଇବା ଅପରାଧ ନୁହେଁ । ଏହି ଘୋଷଣା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର କରିଛନ୍ତି । ସେ କହିଛନ୍ତି କୃଷକ ସଙ୍ଗଠନର ମୁଖ୍ୟ ଦାବି ଥିଲା ନଡା ଜଳାଇବାକୁ ଅପରାଧ ଶ୍ରେଣୀରୁ…
କରୋନାର ନୂଆ ଭାରିଏଣ୍ଟକୁ ନେଇ ବଢୁଛି ଚିନ୍ତା: ମୋଦିଙ୍କ ସହ ବସିଛି ଜରୁରୀ ବୈଠକ
ନୂଆଦିଲ୍ଲୀ,୨୭ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରୋନ’ ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ଏହାକୁ ନେଇ ବିଭିନ୍ନ ଦେଶ ସତର୍କ ହୋଇ ଗଲେଣି । ଓମିକ୍ରୋନର ଭୟାବହତାକୁ ଲକ୍ଷ୍ୟ କରି ଭାରତ କିଛି ବିଶେଷ ପଦକ୍ଷେପ…
ଷ୍ଟେଶନରେ ବାୟୋଡାଟା ଟାଙ୍ଗିଦେଲେ ଯୁବକ, ମାତ୍ର ୩ ଘଣ୍ଟାରେ ମିଳିଗଲା ଚାକିରି; ଜାଣନ୍ତୁ କେମିତି
ଲଣ୍ଡନ,୨୭ା୧୧: ଲଗାତର ଇଣ୍ଟରଭ୍ୟୁ ଦେବା ପରେ ଜଣେ ଯୁବକଙ୍କୁ ଚାକିରି ମିଳୁ ନ ଥିଲା। ପରେ ସେ ଚାକିରି ଖୋଜିବା ପାଇଁ ଏକ ନୂଆ ତରିକା ଆପଣାଇଥିଲେ। ଯାହା ପରେ ତାଙ୍କୁ ଚାକିରିଟିଏ ମିଳିଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଲଣ୍ଡନର ୨୪…
କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରୋନ’କୁ ନେଇ ଚେତାବନୀ ଦେଲା ଡବ୍ଲୁଏଚଓ
ଜେନେଭା,୨୭ ।୧୧: ବେଳକୁ ବେଳ ରୂପ ବଦଳାଉଛି କରୋନା ଭାଇରସ । ଏବେ ଏହାର ନୂଆ ସ୍ୱରୂପ ବା ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି । ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ନୂଆ ଭାରିଏଣ୍ଟର ନାମ ରଖିଛି ‘ଓମିକ୍ରୋନ’…
ଆଜିଠାରୁ ଦେଶବ୍ୟାପୀ ଅନ୍ଦୋଳନକୁ ଓହ୍ଲାଇବେ ଡାକ୍ତର, ପ୍ରଭାବିତ ହେବ ଓପିଡି ସେବା
ନୂଆଦିଲ୍ଲୀ,୨୭ ।୧୧: ନିଟ ପିଜି ଅର୍ଥାତ୍ ନ୍ୟାଶନାଲ ଇଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ(ନିଟ ପିଜି)କାଉନସିଲିଂ ୨୦୨୧ରେ ବାରମ୍ବାର ହେଉଥିବା ବିଳମ୍ବ ଯୋଗୁ ଫେଡେରେଶନ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଶନିବାରଠାରୁ ଦେଶବ୍ୟାପୀ ବନ୍ଦ ଡାକଡା ଦେଇଛନ୍ତି । ସଙ୍ଘ ପକ୍ଷରୁ ସମସ୍ତ…
ବିଶ୍ୱକପ୍କୁ ପ୍ରଭାବିତ କଲା ନୂଆ ଭାରିଆଣ୍ଟ
ଲୌସାନ୍ନେ, ୨୭।୧୧: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଆଗାମୀ ଏଫ୍ଆଇଏଚ୍ ଜୁନିୟର ମହିଳା ହକି ବିଶ୍ୱକପ୍କୁ ଶନିବାର ସ୍ଥଗିତ ରଖି ଦିଆଯାଇଛି। କାରଣ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟା ପୂରା ବିଶ୍ୱକୁ ଡରାଇ ଦେଲାଣି। ଏହି…
ଡିସେମ୍ବରରେ ଖସିବ ପରିବା ଦର
ନୂଆଦିଲ୍ଲୀ,୨୬।୧୧: ଦୁଇରୁ ୩ ସପ୍ତାହ ମଧ୍ୟରେ ଉତ୍ତର ଭାରତରୁ ପରିବା ଆସିବ। ଯାହା ଫଳରେ ଟମାଟୋର ଭଳି ନିତ୍ୟ ବ୍ୟବହୃତ ପରିବାର ହାରାହାରି ଖୁଚୁରା ମୂଲ୍ୟ କମିବ। ପ୍ରବଳ ବର୍ଷା କାରଣରୁ ଦେଶର ଦକ୍ଷିଣାଞ୍ଚଳକୁ ପରିବା ଯୋଗାଣରେ ହୋଇପାରି ନ ଥିଲା…
ଅଫିସରୁ ଘରକୁ ଫେରି ନ ଥିଲେ ଭିଏଡବ୍ଲ୍ୟୁ, ଆଜି ରାସ୍ତାପାର୍ଶ୍ୱରୁ ମିଳିଲା ମୃତଦେହ
ବାରିପଦା ଅଫିସ,୨୬ା୧୧: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନିଶ୍ଚିନ୍ତା ପଞ୍ଚାୟତ ଭୋଳାଗଡ଼ିଆ ଗାଁ ପାଖ ଗୋଟିଏ ଖାଲ ଭିତରୁ ଶୁକ୍ରବାର ସକାଳୁ ଏକ ମୃତଦେହକୁ ପୋଲିସ ଜବତ କରିଛି। ମୃତ ବ୍ୟକ୍ତି ଜଣକ ବ୍ରାହ୍ମଣ ଗାଁର ଭିଏଡବ୍ଲ୍ୟୁ ଅର୍ଥାତ୍ ଗ୍ରାମ୍ୟ…
Archives


