Home

ଡୋନବାସରେ ୟୁକ୍ରେନର ୧୦୦ ସେନା ମୃତ, ୬ ଗାଡି ନଷ୍ଟ

କ୍ୱିଭ,୧୫ ।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ କଥା ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନ ବାହାରି ପାରିନାହିଁ । ଇତିମଧ୍ୟରେ…

୨୦୨୩ ସୁଦ୍ଧା ସରିବ କ୍ୟାନ୍‌ସର ହସ୍ପିଟାଲ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଇନ୍‌ଫୋଭ୍ୟାଲି-୨ ନିକଟରେ ୨୦ ଏକର ଜମିରେ ପ୍ରାୟ ୨୨୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଯାଉଥିବା ବାଗ୍‌ଚୀ-ଶଙ୍କର କ୍ୟାନ୍‌ସର ହସ୍ପିଟାଲ୍‌ ଓ ଗବେଷଣା କେନ୍ଦ୍ର ୨୦୨୩ ଜୁଲାଇ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ହସ୍ପିଟାଲ୍‌…

ଜୁନ୍‌ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଓଜେଇଇ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଓଡ଼ିଶାର ବିଭିନ୍ନ ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ବି-ଫାର୍ମ ଓ ଏମ୍‌-ଫାର୍ମ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୨ (ଓଜେଇଇ) ଜୁନ୍‌ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ…

ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୮.୩୮ଲକ୍ଷ ଲୁଟ୍‌

ରାଉରକେଲା ଅଫିସ୍‌,୧୫।୩: ରାଉରକେଲା ସହରର ସେକ୍ଟର-୧୯ ଥାନା ନିକଟରୁ ଦିନଦ୍ୱିପ୍ରହରରେ ୨ଜଣ ଦୁର୍ବୃତ୍ତ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୮ଲକ୍ଷ ୩୮ହଜାର ୫୦୦ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସହରର ସେକ୍ଟର-୫ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଧନରାଜ ପେଟ୍ରୋଲ ପମ୍ପର ଜୁନିୟର…

ପୂର୍ଣ୍ଣକାଳୀନ ବିମାନ ବନ୍ଦର ହେବ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁରଠାରେ ଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌କୁ ଏକ ପୂର୍ଣ୍ଣକାଳୀନ ବିମାନବନ୍ଦରରେ ପରିଣତ କରାଯିବ। ଓଡ଼ିଶାର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମତି ଲୋଡ଼ିଛି।…

ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଲକ୍ଷ୍ୟ

ବୈଷୟିକ ଶିକ୍ଷା ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରାଜ୍ୟର ବିକାଶ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ବୈଷୟିକ ଜ୍ଞାନ ନିତାନ୍ତ ଆବଶ୍ୟକ। ଓଡ଼ିଶାରେ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ବୈଷୟିକ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ସାଜିଥିବା ସିନର୍ଜି…

୪୦ ପଇସା ପାଇଁ ୪ ହଜାର ତଣ୍ଡ

ବେଙ୍ଗାଲୁରୁ,୧୫।୩:ଦୋକାନରୁ କୌଣସି ଜିନିଷ କିଣିଲେ ଆମେ ସାଧାରଣତଃ ସମ୍ପୂର୍ଣ୍ଣ ମୂଲ୍ୟ ପୈଠ କରିଥାଉ। ଉଦାହରଣ ସ୍ବରୂପ ଯଦି ଗୋଟିଏ ଜିନିଷର ଦାମ୍‌ ୨୪ଟଙ୍କା ୫୫ ପଇସା ତେବେ ଆମେ ସାଧାରଣତଃ ବିନା ପ୍ରଶ୍ନରେ ଦୋକାନୀଙ୍କୁ ସମ୍ପୂର୍ଣ୍ଣ ୨୫ ଟଙ୍କା ଦେଇଥାଉ। କିନ୍ତୁ…

ଅନ୍ତରାଷ୍ଟ୍ରୀୟ କୋର୍ଟରେ ୧୬ ମାର୍ଚ୍ଚରେ ହେବ ୟୁକ୍ରେନ୍‌-ରୁଷିଆ ମାମଲାର ଶୁଣାଣି

ଆମଷ୍ଟରଡମ,୧୪ ।୩: ରୁଷିଆ ବିରୋଧରେ ୟୁକ୍ରେନ କରିଥିବା ମାମଲାର ଶୁଣାଣି ଅନ୍ତରାଷ୍ଟ୍ରୀୟ କୋର୍ଟରେ ମାର୍ଚ୍ଚ ୧୬ରେ କରାଯିବ ବୋଲି ଜଣାପଡିଛି । କୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ୭ ମାର୍ଚ୍ଚରେ ହୋଇଥିବା ଶୁଣାଣିକୁ ରୁଷିଆ ବହିଷ୍କାର କରିଥିଲା…

ପୋଲିସ ଭୟରେ ନାବାଳିକାଙ୍କ ଆତ୍ମହତ୍ୟା

ଜଗତ୍‌ସିଂହପୁର ଅଫିସ, ୧୫ା୩:ପଞ୍ଚାୟତ ନିର୍ବାଚନର ପୂର୍ବଦିନ ହୋଇଥିବା ମାମଲାରେ ପୋଲିସ ଭୟଭୀତ କରୁଥିବାରୁ ରବିବାର ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ହାବେଳିନାଥ ସାହିରେ ଏହି ଘଟଣା ଘଟିଛି। ଗତ ଫେବୃୟାରୀ ୧୭ ରାତିରେ ଏହି…

୧୨-୧୪ ବର୍ଷ ପିଲାଙ୍କୁ ୧୬ରୁ ଟିକା

ନୂଆଦିଲ୍ଲୀ,୧୫ା୩(ପି.ଟି.):ଆସନ୍ତା ୧୬ ତାରିଖ ବୁଧବାରଠାରୁ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ କୋଭିଡ୍‌ ଟିକା ଦିଆଯିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୋମବାର ଏହା ଘୋଷଣା କରିଛନ୍ତି। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋର୍ବେଭାକ୍ସ ଟିକା ଏହି ପିଲାମାନଙ୍କୁ ଦିଆଯିବ। ଏନେଇ…

ବ୍ରିଟିଶ୍‌ ଏକାଡେମି ଫିଲ୍ମ ଆଓ୍ବାର୍ଡ: ‘ଦି ପାଓ୍ବାର ଅଫ୍‌ ଡଗ୍‌’କୁ ଶ୍ରେଷ୍ଠ ଫିଲ୍ମ, ଓ୍ବିଲ୍‌ ସ୍ମିଥ୍‌ ଶ୍ରେଷ୍ଠ ଅଭିନେତା

ଲଣ୍ଡନ,୧୪।୩: ଲଣ୍ଡନର ରୟାଲ୍‌ ଆଲବର୍ଟ ହଲ୍‌ରେ ରବିବାର ୭୫ତମ ବ୍ରିଟିଶ୍‌ ଏକାଡେମି ଫିଲ୍ମ ଆଓ୍ବାର୍ଡ (ବିଏଏଫ୍‌ଟିଏ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ‘ଦି ପାଓ୍ବାର ଅଫ୍‌ ହଗ୍‌’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ହଲିଉଡ୍‌ ଅଭିନେତା ଓ୍ବିଲ୍‌…

ସାହାଯ୍ୟ କଲେ ଭୟଙ୍କର ପରିଣତି ଭୋଗିବ ଚାଇନା: ଆମେରିକା

ମସ୍କୋ, ୧୪ା୩: ୟୁକ୍ରେନ୍‌ ବିରୋଧରେ ଲଢ଼େଇ ପାଇଁ ରୁଷିଆ ଚାଇନାକୁ ସେନା ସହାୟତା ମାଗିଥିବା ନେଇ ଆମେରିକା ଅଭିଯୋଗ ଆଣିଛି। ସୋମବାର ରୋମରେ ଆମେରିକା ଓ ଚାଇନା ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ପୂର୍ବରୁ ଓ୍ବାଶିଂଟନ୍‌ ଅଧିକାରୀଙ୍କ ଏଭଳି ଦାବି ବିଶ୍ୱ ସମୁଦାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri