Home

ଦୁଃଖ ବଖାଣିଲେ ଅଭିନେତ୍ରୀ: ବିବାହ ଆଉ ମା’ ହେବା ପରେ…

ବମ୍ବେ: ଗ୍ଲାମର ଦୁନିଆ ଯେତିକି ଚାକଚକ୍ୟଭରା, ସେତିକି ସଂଘର୍ଷମୟ। ବିବାହ ପରେ ବି ଅଭିନେତାଟିଏ ପାଖରେ କାମର ଅଭାବ ନ ଥିବା ବେଳେ ଅଭିନେତ୍ରୀଟିଏ କିନ୍ତୁ କରିଥାଏ ସଂଘର୍ଷ। ସେଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ଚାହତ ଖାନ୍ନାଙ୍କ କ୍ଷେତ୍ରରେ। ଏକଦା…

ପରିବାରବାଦକୁ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ମୋଦି

କାସଗଞ୍ଜ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କାସଗଞ୍ଜର ପଟିୟାଲିରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଆଜି ପଣ୍ଡିତ ଦିନଦୟାଲଙ୍କ ପୂଣ୍ଣ୍ୟତିଥି । ପଣ୍ଡିତ ଦିନଦୟାଲଙ୍କ ସାରା ଜୀବନ ଦେଶ ସେବାରେ ସମର୍ପିତ ହୋଇଥିଲା ।…

ଯୋଗୀଙ୍କ ନିଷ୍ପତ୍ତି: ସୁର ସାମ୍ରାଜ୍ଞୀଙ୍କ ନାଁରେ ହେବ ସ୍ବତନ୍ତ୍ର ଛକ

ଲକ୍ଷ୍ନୌ,୧୧।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରକୁ ଜୋରଦାର କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦଳ ନାନାପ୍ରକାରର ଯୋଜନାମାନ ଘୋଷଣା କରୁଛନ୍ତି। ଏହିକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ପଛରେ ନାହାନ୍ତି। ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ…

ଦେଶରେ ୧୧ପ୍ରତିଶତ ବଢ଼ିଛି ସାଇବର ଅପରାଧ: ରିପୋର୍ଟ

ନୂଆଦିଲ୍ଲୀ,୧୧।୨: ଦେଶରେ ସାଇବର ଅପରାଧ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ, ୨୦୨୦ରେ ସାଇବର ଅପରାଧ ୧୧ପ୍ରତିଶତ ବୃଦ୍ଧି ପାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ସଂସଦୀୟ କମିଟିକୁ ସୂଚନା ଦେଇଛି। ଏନ୍‌ସିଆରବି ରିପୋର୍ଟ ଅନୁସାରେ…

ପତ୍ନୀଙ୍କ ପାଦ ସେବା କଲେ ସଞ୍ଜୟ: ପ୍ରଂଶସକ କହିଲେ, ଲଗେ ରହୋ ମୁନ୍ନାଭାଇ

ମୁମ୍ବାଇ: ସଞ୍ଜୟ ଦତ୍ତ ଓ ପତ୍ନୀ ମାନ୍ୟତା ଦତ୍ତ ବଲିଉଡ୍‌ର କ୍ୟୁଟ କପଲ୍ସ ମଧ୍ୟରୁ ଅନ୍ୟତମ। ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ମାନ୍ୟତା ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ।…

ପ୍ରଚାରରେ ଇମୋସନାଲ କାର୍ଡ ଖେଳିଲେ ସିଦ୍ଧୁଙ୍କ ଲଳନା

ଅମୃତସର,୧୧।୨: ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବ ରାଜନୀତି ସରଗରମ ହୋଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହିକ୍ରମରେ ପଞ୍ଜାବ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ୁଥିବା ନବଜୋତ ସିଦ୍ଧୁ ମଧ୍ୟ ପଛରେ…

ଏୟାରଟେଲ୍‌ ସେବା ଠପ୍‌

ନୂଆଦିଲ୍ଲୀ,୧୧।୨:ଦିଲ୍ଲୀ, ଜୟପୁର, କୋଲକାତା ଭଳି ଦେଶର ଅନେକ ସହରରେ ଏୟାରଟେଲ ସେବା ଠପ୍‌ ହୋଇଯାଇଛି। ଏୟାରଟେଲ ଟୁଇଟ କରି କହିଛି ଯେ, ଆମର ଇଣ୍ଟରନେଟ ସେବା ସାମୟିକ ଭାବରେ ବାଧାପ୍ରାପ୍ତ ହୋଇଛି ଏବଂ ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଗଭୀର…

‘ମଇଁଷି ଚୋରି କରି ଜେଲ୍‌ରେ, ମଣିଷ ମାରି ବାହାରେ’

ଲକ୍ଷ୍ନୌ,୧୧।୨:ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଶୁକ୍ରବାର ନିର୍ବାଚନୀ ପ୍ରଚାର ପାଇଁ ରାମପୁରରେ ପହଞ୍ଚିଥିଲେ। ଶାହାବାଦରେ ଦଳୀୟ ପ୍ରାର୍ଥୀ ବିଜୟ ସିଂଙ୍କ ପାଇଁ ଆୟୋଜିତ ଏକ ନିର୍ବାଚନୀ ସଭାରେ ଅଖିଳେଶ ଏବେ ଜେଲ୍‌ରେ ବନ୍ଦ ଥିବା ଦଳର ବରିଷ୍ଠ ନେତା ଆଜମ…

ଖୋଲିଲା ପଶୁପତିନାଥ ମନ୍ଦିର ଦ୍ୱାର

କାଠମାଣ୍ଡୁ,୧୧ା୨: ଶୁକ୍ରବାରଠାରୁ ଭକ୍ତଙ୍କ ପାଇଁ ନେପାଳର ପଶୁପତିନାଥ ମନ୍ଦିର ଦ୍ୱାର ଖୋଲାଯାଇଛି। ଶିବରାତ୍ରି ପୂର୍ବରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିରର କବାଟ ଖୋଲାଯାଇଛି। ଏହି ମନ୍ଦିର ନେପାଳର ରାଜଧାନୀ କାଠମାଣ୍ଡୁରେ ଅବସ୍ଥିତ। କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୮ରୁ…

ରଣବୀରଙ୍କୁ ବିବାହ କରିସାରିଛନ୍ତି ଆଲିଆ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ନିଜ ଫିଲ୍ମ ଗଙ୍ଗୁବାଇ କାଠିଆଓ୍ବାଡିକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଇତିମଧ୍ୟରେ ନିଜ ପ୍ରେମିକ ତଥା ବଲିଉଡ୍‌ ରଣବୀର କପୁରଙ୍କୁ ନେଇ ଦେଇଥିବା ବୟାନ ଯୋଗୁ ପୁଣିଥରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଆଲିଆଙ୍କ…

ଭାରତର ବିଶ୍ୱ ଚାମ୍ପିଅନ୍‌ କରାଇଥିବା ୟଶ୍‌ ଧୁଲ୍‌ଙ୍କ ଆଗାମୀ ଲକ୍ଷ୍ୟ କ’ଣ ଜାଣନ୍ତି

ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜରେ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଅଣ୍ଡର -୧୯ କ୍ରିକେଟ ବିଶ୍ୱକପ ଜିତିଥିବା ଅଧିନାୟକ ୟଶ ଧୁଲ ନିଜର ଲକ୍ଷ୍ୟ ସ୍ଥିର କରିଛନ୍ତି। ସେ କହିଛନ୍ତି, ଆସନ୍ତା ୧୮ ମାସ ମଧ୍ୟରେ ସେ ଭାରତ ପାଇଁ ଖେଳି ଜର୍ସି ପାଇବାକୁ…

‘ଶକ୍ତିମାନ’ ଉପରେ ହେବ ଫିଲ୍ମ

ମୁମ୍ବାଇ: ଟେଲି ପରଦାର ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ ସମସ୍ତଙ୍କୁ ମନେଥିବ। ୯୦ଦଶକରେ ଘରେ ଘରେ ପରିଚିତ ଥିବା ପ୍ରଥମ ସୁପରହିରୋ ଶକ୍ତିମାନକୁ କିଏ ବା ଭୁଲିପାରେ। ସେହି ସମୟରେ ଗଙ୍ଗାଧର ଓ ଶକ୍ତିମାନ ନାଁରେ ବେଶ୍‌ ପରିଚିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri