ଲିଫ୍ଟ ଦେବା ଆଳରେ ଲୁଟ୍ ର଼୍ୟାକେଟ ଧରାପଡ଼ିଲା
ଭୁବନେଶ୍ୱର, ୧୮।୨(ବ୍ୟୁରୋ): ଲିଫ୍ଟ ଦେବା ଆଳରେ ନିଶା ଦେଇ ଲୁଟୁଥିଲେ। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲାରେ ସକ୍ରିୟ ଥିବା ଏହି ଲୁଟେରା ଗ୍ୟାଙ୍ଗ୍କୁ କମିଶନରେଟ ପୋଲିସ ଧରିଛି। ଗ୍ୟାଙ୍ଗ ୨ଜଣ ସଦସ୍ୟଙ୍କୁ ଶହୀଦନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍…
ମାତ୍ର ୪୨ ସେକେଣ୍ଡରେ ୧.୭୫ କୋଟି ଟଙ୍କା ରୋଜଗାର କଲେ ୟୁଟ୍ୟୁବର୍!
ଆଜିକାଲି ଜୋନାଥନ ମା ନାମକ ଜଣେ ୟୁଟ୍ୟୁବର୍ ବହୁତ ଚର୍ଚ୍ଚାରେ ଅଛନ୍ତି। ୟୁଟ୍ୟୁବରେ ତାଙ୍କର ଜୋମା ଟେକ ନାମକ ଏକ ଚ୍ୟାନେଲ ଅଛି। ଏହା ଜରିଆରେ ମାତ୍ର ୪୨ ସେକେଣ୍ଡରେ ୧ କୋଟି ୭୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ତେବେ…
ପାରାଦୀପରେ ଲାଗିଲା ବୃହତ୍ ଜାହାଜ
ପାରାଦୀପ,୧୮ା୨(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ଗୁରୁବାର ସନ୍ଧ୍ୟାରେ ବୃହତ୍ ଜାହାଜ ଏମ୍.ଭି. ମିନେରାଲ ଲାଗିଛି। ବନ୍ଦରରେ ଏପର୍ଯ୍ୟନ୍ତ ଲାଗିଥିବା ସମସ୍ତ ଜାହାଜ ମଧ୍ୟରେ ଏହା ସବୁଠାରୁ ବଡ଼ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି। ୧ ଲକ୍ଷ ୨୪ ହଜାର ୭୦୪ ମେଟ୍ରିକ…
ଭୁବନେଶ୍ୱରରେ ଶୁଟିଂ ହେବ ନନ୍ଦିତାଙ୍କ ଚଳଚ୍ଚିତ୍ର
ଭୁବନେଶ୍ୱର,୧୮।୨(ବ୍ୟୁରୋ): ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଆଗାମୀ ଚଳଚ୍ଚିତ୍ର ଭୁବନେଶ୍ୱରରେ ଶୁଟିଂ ହେବ। ଏଥିରେ କମେଡିଆନ କପିଲ ଶର୍ମା ଓ ଶାହାନା ଗୋସ୍ବାମୀ ଅଭିନୟ କରିବେ। ଚଳିତ ମାସ ଶେଷଆଡ଼କୁ ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବ। ତେବେ ଏହି ଚଳଚ୍ଚିତ୍ର ନାମ…
ଇଜିପ୍ଟରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ହିନା ଖାନ୍ ବର୍ତ୍ତମାନ ଇଜିପ୍ଟରେ ଛୁଟି କାଟୁଛନ୍ତି। ଏହି ସମୟର କିଛି ସୁନ୍ଦର ଫଟୋ ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ସେ ତାଙ୍କ ପ୍ରେମିକ ରକି ଜୟଶ୍ୱାଲଙ୍କ ସହ ଇଜିପ୍ଟ ବୁଲିବାକୁ ଯାଇଥିବା ଦେଖିବାକୁ ମିଳିଛି।…
ଡିଜିଟାଲ ହେବ ଡ୍ରାଇଭିଂ ଟେଷ୍ଟ ପ୍ରକ୍ରିୟା
ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଡ୍ରାଇଭିଂ ଲାଇସେନ୍ସ କରିବାକୁ ହେଲେ ଆମକୁ ପ୍ରଥମେ ଜଣେ ଇନ୍ସ୍ପେକ୍ଟରଙ୍କ ଉପସ୍ଥିତିରେ ଡ୍ରାଇଭିଂ ସ୍କିଲ୍ ଟେଷ୍ଟ ଦେବାକୁ ପଡୁଥିଲା। ବର୍ତ୍ତମାନ କ୍ୟାମେରା, ସେନ୍ସର ଏବଂ କମ୍ପ୍ୟୁଟର ଦ୍ୱାରା ଡ୍ରାଇଭିଂ ଟେଷ୍ଟ ନିଆଯିବ ଅର୍ଥାତ୍ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଲ ହେବ।…
ନେହେରୁଙ୍କ ଭାରତର ଅଧା ଏମ୍ପି ଦାଗୀ
ନୂଆଦିଲ୍ଲୀ,୧୮ା୨: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ ପାର୍ଲାମେଣ୍ଟରେ ଉଦ୍ବୋଧନ ଦେବାବେଳେ ‘ନେହେରୁ ଇଣ୍ଡିଆରେ ଏମ୍ପିମାନଙ୍କ ଅପରାଧ ରେକର୍ଡ’ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହାକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। ଲୁଙ୍ଗ୍ଙ୍କ ଏଭଳି ଅବାଞ୍ଛିତ ମନ୍ତବ୍ୟ ପାଇଁ ନୂଆଦିଲ୍ଲୀ ପକ୍ଷରୁ…
ନାଟୋ ବିନା ଅନ୍ୟ ଗତି ନାହିଁ
କ୍ୱିଭ୍, ୧୮ା୨:ନାଟୋ ହିଁ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦେଇପାରିବ। ଏହା ଉପରେ କୌଣସି ବୁଝାମଣା ହେବ ନାହିଁ। ନାଟୋରେ ମିଶିବା ଆମର ଲକ୍ଷ୍ୟ ନୁହେଁ, ବରଂ ଜୀବନ କହି ଏକପ୍ରକାର ଅସହାୟତା ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି। ୟୁକ୍ରେନକୁ…
ନିର୍ବାଚନ ଲୋଡ଼ାନାହିଁ, ସ୍ବାମୀଙ୍କୁ ଫେରାଇଦିଅ
ଢେଙ୍କାନାଳ ଅଫିସ୍, ୧୮ା୨: ‘ମୋର ଭୋଟ ଦରକାର ନାହିଁ କି ନିର୍ବାଚନ ଲଢ଼ିବାର ନାହିଁ, ମୋର ଭୁଲ ହୋଇଛି। ମୁଁ ହାତ ଯୋଡ଼ି ନେହୁରା ହେଉଛି। ମୋ ସ୍ବାମୀଙ୍କୁ ସୁରକ୍ଷିତ ଭାବେ ଫେରାଇଦିଅ’। ମତଦାନକୁ ମାତ୍ର କେଇଘଣ୍ଟା ବାକିଥିବାବେଳେ ଅପହରଣକାରୀଙ୍କ ଉଦ୍ଦେଶ୍ୟରେ…
ନିଖୋଜର ୨ ବର୍ଷ ପରେ ଗୁପ୍ତ କୋଠରିରୁ ଶିଶୁ ଉଦ୍ଧାର
ନ୍ୟୁୟର୍କ, ୧୮ା୨: ନ୍ୟୁୟର୍କରେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଖବର ସାମ୍ନାକୁ ଆସିଛି। ୨ ବର୍ଷ ହେଲା ଜଣେ ୬ ବର୍ଷର ଶିଶୁ କନ୍ୟା ନିଖୋଜ ଥିବାବେଳେ ପୋଲିସ ସୋମବାର ରାତିରେ ତାଙ୍କୁ ନ୍ୟୁୟର୍କର ହୁଡ୍ସନ୍ ଭ୍ୟାଲିରେ ଏକ ଗୁପ୍ତ କୋଠରିରୁ…
ମମିତା ମେହେର ହତ୍ୟା ମାମଲା: ସିବିିଆଇ ତଦନ୍ତ ଦାବିକଲେ ଏନ୍ସିଡବ୍ଲ୍ୟୁ ଅଧ୍ୟକ୍ଷା
କଟକ ଅଫିସ,୧୮ା୨: ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ପୋଲିସ ଠିକ୍ ଭାବେ ତଦନ୍ତ କରି ନାହିଁ। ଏ ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ହେଉଥିବାରୁ ପୋଲିସ ନିରପେକ୍ଷ ଭାବେ ତଦନ୍ତ କରିପାରିବ ନାହିଁ। ତେଣୁ ରାଜ୍ୟ…
ଭାରତକୁ ଆମେରିକାର ଭରସା
ଓ୍ବାଶିଂଟନ୍, ୧୮ା୨: ୟୁକ୍ରେନ ସଙ୍କଟ ଭିତରେ ଆମେରିକା ଭାରତ ଉପରେ ଆସ୍ଥା ପ୍ରକଟ କରିଛି। ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ, ତେବେ ଭାରତ ଆମେରିକା ସହ ଛିଡ଼ାହେବ ଏବଂ ମସ୍କୋକୁ ହରାଇବା ପାଇଁ ସହଯୋଗ କରିବ ବୋଲି ବାଇଡେନ୍…
Archives


