‘ଧରିତ୍ରୀ ଦିବସ’ରେ ଗୁଗଲ୍ର ସ୍ବତନ୍ତ୍ର ଡୁଡଲ୍
ନୂଆଦିଲ୍ଲୀ,୨୨।୪: ଗୁଗଲ ପ୍ରତ୍ୟେକ ବିଶେଷ ଉତ୍ସବରେ ଡୁଡଲ ମାଧ୍ୟମରେ ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରାଇଥାଏ। ଆଜି ‘ବିଶ୍ୱ ଧରିତ୍ରୀ ଦିବସ’ ଅବସରରେ ଗୁଗୁଲ ଏକ ସ୍ବତନ୍ତ୍ର ଡୁଡଲ ତିଆରି କରି ପୃଥିବୀ କିପରି ବଦଳୁଛି ତାହା ବାର୍ତ୍ତା ଦେଇଛି। ଡୁଡଲରେ…
ଆଜମଙ୍କୁ ଜେଲରେ ଭେଟିଲେ ଶିବପାଲ
ଲକ୍ଷ୍ନୌ,୨୨।୪: ଉତ୍ତରପ୍ରଦେଶର ସୀତାପୁର ଜେଲରେ ରହୁଥିବା ସମାଜବାଦୀ ପାର୍ଟିର ବିଧାୟକ ଆଜମ ଖାନଙ୍କୁ ଭେଟିବାକୁ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସଭାପତି ଶିବପାଲ ଯାଦବ ଶୁକ୍ରବାର ଜେଲରେ ପହଞ୍ଚିଛନ୍ତି। ସମାଜବାଦୀ ପାର୍ଟି ଉପରେ ଉଭୟ ନେତାଙ୍କ ଅସନ୍ତୋଷର ଖବର ରହିଛି। ଏହି ସମୟରେ,…
ମାଲକାନିଗିରିରେ କେନ୍ଦ୍ର ରେଳମନ୍ତ୍ରୀ, ଉଦ୍ଘାଟନ କଲେ ଡାକଘର
ମାଲକାନଗିରି,୨୨ା୪(ଡି.ଏନ୍.ଏ.): କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ମାଲକାନଗିରି ଗସ୍ତ କରି ଜିଲା ଡାକଘରର ଶୁଭ ଉଦ୍ଘାଟନ କରିଛନ୍ତି। ପରେ ଗ୍ରାମ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର…
ରାଗିଗଲେ ପ୍ରସିଦ୍ଧ ବକ୍ସର ମାଇକ ଟାଇସନ, ପ୍ରଶଂସକ ହେଲେ ରକ୍ତମୁଖା
ଫ୍ଲୋରିଡା,୨୨।୪:ବକ୍ସିଂ ଦୁନିଆରେ ମାଇକ ଟାଇସନ ଏକ ବଡ ନାମ। ତାଙ୍କ କ୍ୟାରିୟରରେ ଏହି ସେ ବଡ଼ ବଡ଼ ବକ୍ସରଙ୍କୁ ପାଣି ପିଆଇ ଦେଇଛନ୍ତି। କିନ୍ତୁ ବକ୍ସିଂ ରିଙ୍ଗ ବାହାରେ ମାଇକ ବେଶ୍ ସାଧାରଣ ଜଣାପଡନ୍ତି। କିନ୍ତୁ ନିକଟରେ ମାଇକ ଟାଇସନଙ୍କ ଏକ…
ପୁଣି ଭାରତକୁ ପ୍ରଶଂସା କଲେ ଇମ୍ରାନ
ଇସଲାମାବାଦ,୨୨ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତକୁ ପ୍ରଶଂସା କରିଛନ୍ତି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆ ଉପରେ ଅନେକ କଟକଣା ଲଗାଇଛନ୍ତି। କିନ୍ତୁ ଭାରତ ରୁଷିଆରୁ ତେଲ ଆମଦାନୀ ଜାରି…
ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨।୪: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିଛନ୍ତି। ବୋରିସ ଜନସନଙ୍କୁ ଏଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ସମୟ ମଧ୍ୟରେ ସେ…
ଲଜ୍ଜାଜନକ ରେକର୍ଡ ହାସଲ କଲେ ରୋହିତ
ମୁମ୍ବାଇ,୨୨।୪: ଆଇପିଏଲ ୨୦୨୨ର ୩୩ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ରୋହିତ ଶର୍ମା ‘ଶୂନ’ରେ ପ୍ୟାଭିଲିୟନକୁ ଫେରିଥିଲେ। ରୋହିତଙ୍କୁ ଚେନ୍ନାଇ ସୁପର…
ପୋଲାର୍ଡଙ୍କୁ ଉପରକୁ ବଲ୍ ଫୋପାଡିଲେ ବ୍ରାଭୋ: ପ୍ରତିବଦଳରେ ମିଳିଲା ଚୁମ୍ବନ
ମୁମ୍ବାଇ,୨୨।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଗୁରୁବାର ଖେଳାଯାଇଥିବା ରୋମାଞ୍ଚକର ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ୩ ଉଇକେଟରେ ପରାସ୍ତ କରିଛି। ମ୍ୟାଚ ସମୟରେ ମୂମ୍ବାଇର କିରନ ପୋଲାର୍ଡ ଏବଂ ଚେନ୍ନାଇର ଡ୍ବେନ୍ ବ୍ରାଭୋଙ୍କ ମଧ୍ୟରେ ମଜାଳିଆ ଝଗଡା ଦେଖିବାକୁ…
ଖସିଲା କରୋନା ଗ୍ରାଫ୍: ଆଜି ୧୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୨ା୨(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୭୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୬ ଜଣ ଚିହ୍ନଟ ହୋଇଥିବା…
ପୁଣି ବଢୁଛି ଦେଶରେ କରୋନା ସଂକ୍ରମଣ
ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୪୫୧ ଜଣ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୫୪ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ…
ବିଦ୍ୟୁତ୍ ବିଭ୍ରାଟ: ଛାତ୍ରୀଛାତ୍ରଙ୍କ ପରୀକ୍ଷା ନିକଟ, ଚିନ୍ତାରେ ଅଭିଭାବକ
ଦାରିଙ୍ଗବାଡ଼ି,୨୨ା୪(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଘନଘନ ବିଦ୍ୟୁତ୍କାଟକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ ଅଚଳ ଯୋଗୁ ବ୍ୟବସାୟ ପ୍ରତିଷ୍ଠାନ ସମେତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଏକ ପ୍ରକାର ଠପ୍ ହେଇଯାଉଛି। ବିଶେଷ…
୧୫ ସିଆଇଏସ୍ଏଫ୍ ଯବାନଙ୍କୁ ନେଇ ଯାଉଥିବା ବସ ଉପରକୁ ଆତଙ୍କବାଦୀ ଆକ୍ରମଣ, ଜଣେ ଏଏସ୍ଆଇ ଶହୀଦ
ଜମ୍ମୁ,୨୨ ।୪: ଜମ୍ମୁର ଚଢା କ୍ୟାମ୍ପ ନିକଟରେ ଶୁକ୍ରବାର ଭୋର ପ୍ରାୟ ୪ଟା ବେଳେ ସିଆଇଏସ୍ଏଫ୍ର ୧୫ ଯବାନଙ୍କୁ ଡ୍ୟୁଟିରେ ନେଇ ଯାଉଥିବା ଏକ ବସ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସିଆଇଏସ୍ଏଫ୍ ଅଧିକାରୀ କହିଛନ୍ତି ଆତଙ୍କବାଦୀଙ୍କୁ କଡା ଜବାବ…
Archives


