ଶେଷରେ ଗିରଫ ହେଲେ ଚିଲିକା ବିଧାୟକ
ଖୋର୍ଦ୍ଧା ଅଫିସ/ଭୁବନେଶ୍ୱର(ବ୍ୟୁରୋ),୨୨।୩: ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର ବ୍ଲକ କାର୍ଯ୍ୟାଳୟ ବାହାରେ ଲୋକଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ ବାଣପୁର ପୋଲିସ ଗିରଫ କରିଥିବା ନେଇ କେନ୍ଦ୍ରାଞ୍ଚଳ…
ଦିଲ୍ଲୀରେ କେବଳ ଜଣେ ମେୟର: ୩ଟି ଏମ୍ସିଡି ମିଶ୍ରଣକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ନୂଆଦିଲ୍ଲୀ,୨୨।୩: ଦିଲ୍ଲୀର ତିନୋଟି କର୍ପୋରେସନ (ଏମ୍ସିଡି ୟୁନିଫିକେସନ ବିଲ)କୁ ଏକତ୍ର କରିବା ପାଇଁ ମୋଦି କ୍ୟାବିନେଟ ଏହି ପ୍ରସ୍ତାବକୁ ମଙ୍ଗଳବାର ଅନୁମୋଦନ ପ୍ରଦାନ କରିଛି। ବର୍ତ୍ତମାନ ଏହି ବିଲ୍କୁ ସଂସଦରେ ଏହି ସପ୍ତାହରେ ଅଣାଯାଇପାରେ। ସଂସଦରେ ପାରିତ ହେବା ପରେ ଦିଲ୍ଲୀରେ…
ବିଧାନ ପରିଷଦରୁ ଇସ୍ତଫା ଦେଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୨୨।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ ପରେ ଏବେ ଭାଜପା ସରକାର ଗଠନ କରିବାକୁ ଯାଉଛି। ମାର୍ଚ୍ଚ ୨୫ରେ ଯୋଗୀ ସରକାର ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଇତିମଧରେ ଯୋଗୀ ଆଦିତ୍ୟନାଥ ବିଧାନ ପରିଷଦ ସଦସ୍ୟତା ପଦରୁ…
ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ: ଦ୍ୱିତୀୟ ନମ୍ବରରେ ଢାକା
ନୂଆଦିଲ୍ଲୀ,୨୨।୩: ଭାରତର ରାଜଧାନୀ ଦିଲ୍ଲୀ ନାମରେ ଆଉ ଏକ ଅବାଞ୍ଛିତ ରେକର୍ଡ ପଞ୍ଜିକୃତ ହୋଇଛି। ଲଗାତର ଦ୍ୱିତୀୟ ବର୍ଷ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ଭାବେ ପାଲଟିଛି। ଜାତିସଂଘର ପରିବେଶ କାର୍ଯ୍ୟକ୍ରମ(ୟୁଏନ୍ଇପି)ର ର଼୍ୟାକିଙ୍ଗର ରିପୋର୍ଟ ଅନୁସାରେ ଭାରତ ହେଉଛି ବିଶ୍ୱର…
ଲୋକ ସଭାରୁ ଇସ୍ତଫା ଦେଲେ ଅଖିଳେଶ-ଆଜମ
ଲକ୍ଷ୍ନୌ,୨୨।୩: ସମାଜବାଦୀ ପାର୍ଟି(ଏସ୍ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଲୋକ ସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି ଅଖିଳେଶ ସଂସଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ୨୦୧୯ରେ ସେ ଆଜମଗଡରୁ ଲୋକ ସଭା ନିର୍ବାଚନରେ ଜିତି…
ସନ୍ଟ୍ୟାନ୍ କମାଇବ କାକୁଡ଼ି
ଖରାଦିନ ଆସିଲେ ସନ୍ଟ୍ୟାନ୍ ବଢ଼ାଇଦିଏ ଅନେକଙ୍କ ଟେନ୍ସନ । ଏହାକୁ ଦୂରେଇବା ଲାଗି ଅନେକେ ବିୟୁଟିପାର୍ଲର ଯିବାଠୁ ଆରମ୍ଭକରି ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିବାକୁ ପଛାନ୍ତି ନାହିଁ। ହେଲେ ଆପଣ ଚାହିଁଲେ କାକୁଡ଼ି ବ୍ୟବହାର କରି ସନ୍ଟ୍ୟାନ୍ ଦୂରେଇପାରିବେ… ଭଲ ଭାବେ…
ଗର୍ଭାବସ୍ଥାରେ ଯକ୍ଷ୍ମା
ବର୍ତ୍ତମାନ ଭେଷଜ ବିଜ୍ଞାନର ଅଗ୍ରଗତି ଯୋଗୁ ଯକ୍ଷ୍ମାର ଅତ୍ୟାଧୁନିକ ଚିକିିସତ୍ା ସମ୍ଭବ ହୋଇପାରୁଛି ଓ ଅନେକ ଲୋକ ଆରୋଗ୍ୟ ମଧ୍ୟ ହେଉଛନ୍ତି ା ତଥାପି ବି କମୁନି ଏହି ରୋଗର ଦାୈରାମତ୍ୟ। ତେଣୁ ଏହାକୁ ରୋକିବା ଲାଗି ସତର୍କତା ଓ ସଚେତନତା…
‘ଜଣାନାହିଁ ଭାଜପାକୁ କିଏ ଜିତାଇଲା’
ନୂଆଦିଲ୍ଲୀ,୨୨।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ମଙ୍ଗଳବାର ପେଟ୍ରୋଲ-ଡିଜେଲ, ଏଲପିଜି ସିଲିଣ୍ଡର ଏବଂ କିରୋସିନ ମୂଲ୍ୟ ବୃଦ୍ଧି ନେଇ ବିରୋଧୀମାନେ ଉଭୟ ଗୃହରେ ହୋହଲ୍ଲା କରିଥିଲେ। ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ନେଇ ସମାଜବାଦୀ…
୭ ଲୋକ ଜୀଅନ୍ତା ଜଳିଗଲେ
କୋଲକତା,୨୨।୩: ପଶ୍ଚିମବଙ୍ଗର ବୀରଭୂମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୭ ଜଣଙ୍କୁ ଜୀଅନ୍ତା ପୋଡି ଦିଆଯାଇଛି। ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ହତ୍ୟା ପ୍ରତିଶୋଧରେ ଏଭଳି କାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି। ବୀରଭୂମର ରାମପୁରହାଟରେ ଏହି ଘଟଣା ଘଟିଛି। କିଛି…
ଶହୀଦ ଦିବସରେ ମିଳିବ ସରକାରୀ ଛୁଟି
ଚଣ୍ଡିଗଡ,୨୨।୩: ପଞ୍ଜାବରେ ଏଣିକି ମାର୍ଚ୍ଚ ୨୩ ଅର୍ଥାତ୍ ଶହୀଦ ଦିବସ ଅବସରରେ ସରକାରୀ ଛୁଟି ମିଳିବ। ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଏହି ଘୋଷଣା କରିଛନ୍ତି। ଶହୀଦ ଦିବସରେ ପଞ୍ଜାବର ଲୋକ, ବୟସ୍କ ଓ ପିଲାମାନେ ଭଗତ ସିଂଙ୍କ ଗାଁ…
ସୁସ୍ମିତାଙ୍କୁ ଭିଡରୁ ରକ୍ଷା କଲେ ପୂର୍ବତନ ପ୍ରେମିକ
ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ ବୟଫ୍ରେଣ୍ଡ ରୋହମନ ଶଲଙ୍କ ସହ ତାଙ୍କ ବ୍ରେକ୍ଅପ୍କୁ ନେଇ ଆଲୋଚନା ଜୋର ଧରିଥିଲା। ସୁସ୍ମିତା ସୋସିଆଲ ମିଡିଆ ମାଧ୍ୟମରେ ନିଜ ବ୍ରେକ୍ଅପ୍ ଖବର ପ୍ରଶଂସକଙ୍କୁ ଜଣାଇଥିଲେ। କିନ୍ତୁ ପୁଣି…
ରୁଷିଆ ଆକ୍ରମଣକୁ ନେଇ ଭାରତର ଆଭିମୁଖ୍ୟ ‘ନରମ’: ବାଇଡେନ୍
ନ୍ୟୁୟର୍କ,୨୨।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ଦୁର୍ବଳ ବୋଲି କହିଛନ୍ତି। ଆମେରିକାର ଅନ୍ୟ ସହଯୋଗୀ ଦେଶ ତୁଳନାରେ ଭାରତର ପ୍ରତିକ୍ରିୟା ଅସ୍ଥିର ବୋଲି ସେ କହିଛନ୍ତି। ୱାଶିଂଟନରେ ଆମେରିକାର ବିଜ୍ନେସ୍ ଲିଡର୍ସମାନଙ୍କୁ ସମ୍ବୋଧିତ କରି…
Archives


