ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଧାମି
ଡେରାଡୁନ,୨୩।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ବୁଧବାର ଶପଥ ଗ୍ରହଣ କରିଛନ୍ତି ପୁଷ୍କର ସିଂ ଧାମି। ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ତାଙ୍କୁ ରାଜ୍ୟପାଳ ଗୁରୁମିତ ସିଂଙ୍କ ଶପଥ ପାଠ କରାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାଜପା ଶାସିତ ରାଜ୍ୟର…
ଏହି ବିସ୍ଫୋରକ ଓପନରଙ୍କୁ ଇସିବି କଲା ବ୍ୟାନ୍; ଦେବାକୁ ହେବ…
ନୂଆଦିଲ୍ଲୀ,୨୩।୩: ଇଂଲଣ୍ଡର ପ୍ରସିଦ୍ଧ କ୍ରିକେଟର ତଥା ବିସ୍ଫୋରକ ଓପନର ଜେସନ ରୟଙ୍କୁ ବ୍ୟାନ କରିଛି ଇଂଲଣ୍ଡ ଆଣ୍ଡ ଓ୍ବାଲ୍ସ କ୍ରିକେଟ ବୋର୍ଡ(ଇସିବି)। ଦୁଇଟି ମ୍ୟାଚ୍ରୁ ବ୍ୟାନ୍ ସହ ତାଙ୍କ ଉପରେ ୨୫୦୦ ୟୁରୋ ଜରିମାନା ମଧ୍ୟ ଲଗାଇଛି। ଖରାପ ବ୍ୟବହାର ପାଇଁ…
ଆଇପିଏଲ୍ ପୂର୍ବରୁ କୋହଲି ଶେୟାର କଲେ ଏମିତି ଫଟୋ: ପ୍ରଶଂସକ କହିଲେ…
ମୁମ୍ବାଇ,୨୩।୩: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସିଜନରେ ଖେଳାଯିବ। ମାର୍ଚ୍ଚ ୨୬ରୁ ଆରମ୍ଭ ହେବ। ବିରାଟ ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳକୁ ପ୍ରତିନିଧିତ୍ୱ କରିବେ। ଏହାପୂର୍ବରୁ ବିରାଟ ସୋସିଆଲ ମିଡିଆରେ ନିଜର…
ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ କରୋନା ପଜିଟିଭ୍
ଓ୍ବାଶିଂଟନ୍,୨୩।୩: ଆମେରିକାରେ ବର୍ତ୍ତମାନ କରୋନା ପ୍ରକୋପ ଜାରି ରହିଛି। ହଜାର ହଜାର ସଂଖ୍ୟାରେ ଦୈନିକ ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି। ଇତିମଧ୍ୟରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର…
ଲାଲୁଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ସରକାର: ଆରଜେଡି
ନୂଆଦିଲ୍ଲୀ,୨୩।୩: କେନ୍ଦ୍ର ଓ ବିହାର ସରକାର ମିଳିତ ଭାବେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ଆରଜେଡି ମୁଖପାତ୍ର ତଥା ବିଧାୟକ ଭାଇ ବିରେନ୍ଦ୍ର ଅଭିଯୋଗ କରିଛନ୍ତି। ସେମାନେ ଲାଲୁଙ୍କ ଚିକିତ୍ସା ନ ହେଉ ବୋଲି ଚାହୁଁଛନ୍ତି।…
କରୋନା ମାମଲା ହ୍ରାସ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨୩।୩: ଦେଶରେ ଗତ ୨ବର୍ଷ ହେଲା କରୋନା ତାଣ୍ଡବ ରଚୁଛି। କରୋନାକୁ ହରାଇବା ପାଇଁ କେନ୍ଦ୍ର ସରକାରକ ବିଭିନ୍ନ ପ୍ରତିବନ୍ଧ ଲାଗୁ କରିଛନ୍ତି। ସମୟକ୍ରମେ କେତେକ କଟକଣାକୁ କୋହଳ କରାଯାଇଥିବା ବେଳେ ଆଉ କେତେକ ଉପରେ ଶକ୍ତ କଟକଣା ଜାରି ରହିଛି।…
ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିିଯୁକ୍ତ ଗିରଫ
ବେଙ୍ଗାଲୁରୁ,୨୩।୩: କର୍ନାଟକ ହିଜାବ ବିବାଦରେ ରାୟ ଶୁଣାଇଥିବା ହାଇକୋର୍ଟ ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କର୍ନାଟକ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ତାମିଲନାଡୁରୁ ଗିରଫ କରିଛି। ଏନେଇ ମଙ୍ଗଳବାର ରାଜ୍ୟର ଗୃହ ମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି।…
ବୋମା ବିସ୍ଫୋରଣରେ ଥରିଲା ମାରିୟୁପୋଲ: ଫସିରହିଛନ୍ତି ୨ଲକ୍ଷ ନାଗରିକ
କ୍ୱିଭ୍,୨୩।୩: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୮ଦିନରେ ପହଞ୍ଚିଛି। ଆଉ କିଛି ଦିନ ଗଲେ ଯୁଦ୍ଧକୁ ପ୍ରାୟ ମାସେ ହୋଇଯିବ ହେଲେ ୨ଦେଶ ମଧ୍ୟରେ କୌଣସି ସମାଧାନର ବାଟ ଫିଟିନି। ଯୁଦ୍ଧ ଯୋଗୁ ଏପର୍ଯ୍ୟନ୍ତ ୩୪ଲକ୍ଷ ନାଗରିକ…
ଚକୋଲେଟ ଖାଇ ୪ଶିଶୁ ମୃତ
କୁଶୀନଗର,୨୩।୩: ଉତ୍ତରପ୍ରଦେଶର କୁଶୀନଗରରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏକାସାଙ୍ଗରେ ୪ଜଣଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ମୃତକ ମଧ୍ୟରେ ୨ଜଣ ପୁଅ ଓ ୨ଜଣ ଝିଅ ରହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କସାୟା ଥାନା ଅଞ୍ଚଳର…
ହିରୋ ମୋଟୋକର୍ପ ଚେୟାରମ୍ୟୋନଙ୍କ ଘରେ ଆଇଟି ଚଢ଼ାଉ
ଗୁରଗାଓଁ,୨୩।୩: ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ଏମ୍ଡି ପୱନ ମୁଞ୍ଜାଲଙ୍କ ଘରେ ଆୟକର ବିଭାଗ(ଆଇଟି) ଚଢ଼ାଉ କରିଛି। ବୁଧବାର ସକାଳୁ ତାଙ୍କ ବାସଭବନ ଓ ଗୁରୁଗାଓଁ ସ୍ଥିତ କାର୍ଯ୍ୟାଳୟରେ ଛାନ୍ଭିନ୍ ଜାରି ରହିଛି। ସୂଚନାଯୋଗ୍ୟ, ମୁଞ୍ଜାଲ ତାଙ୍କ ଆକାଉଣ୍ଟରୁ ଆବଶ୍ୟକତାଠାରୁ ଅଧିକ…
ହାଇଦ୍ରାବାଦ ଗୋଦାମରେ ଅଗ୍ନିକାଣ୍ଡ: ୧୧ଜୀବନ୍ତ ଦଗ୍ଧ
ହାଇଦ୍ରାବାଦ,୨୩।୩: ହାଇଦ୍ରାବାଦରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ବୋୟାଗୁଡ଼ା ଅଞ୍ଚଳରେ ଏକ କବାଡ଼ିଆ ଦୋକାନରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ୧୧ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତ ବ୍ୟକ୍ତି ସମସ୍ତ ବିହାର ଛପରାର ଆଜମପୁରା ଗ୍ରାମର ହୋଇଥିବା ବେଳେ ଏଠାକାର…
ଥରିଲା ତାଇଓ୍ବାନ
ତାଇପେଇ,୨୩।୩: ତାଇଓ୍ବାନର ରାଜଧାନୀ ତାଇପେଇରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରହିଛି। ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ତାଇପେଇରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ରାଜଧାନୀର ଦକ୍ଷିଣରୁ ପ୍ରାୟ ୧୮୨…
Archives


