ଆଧାର ତଥ୍ୟ ଲିକ୍ କଲେ କଡ଼ା କାର୍ଯ୍ୟାନୁଷ୍ଠାନ:ଇସି
ନୂଆଦିଲ୍ଲୀ,୬ା୭: ଭୋଟର ତାଲିକାରେ ଜାଲିଆତି ରୋକିବା ପାଇଁ ଏହାକୁ ଆଧାର ସହ ସଂଯୋଗ କରିବା ଲାଗି ଭାରତର ନିର୍ବାଚନ କମିଶନ (ଇସିଆଇ) ନିୟମ ପ୍ରଣୟନ କରିବା ପରେ ଏବେ ଏହି କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। କୌଣସି ଇଲେକ୍ଟୋରାଲ ରେଜିଷ୍ଟ୍ରେଶନ୍ ଅଧିକାରୀ…
ଲଗାତାର ଦ୍ୱିତୀୟ ଦିନ ଗୁଳିକାଣ୍ଡରେ ଥରିଲା ଆମେରିକା, ଇଣ୍ଡିଆନାରେ ୩ ମୃତ, ୨୪ ଘଣ୍ଟାରେ ତୃତୀୟ ଗୁଳିକାଣ୍ଡ
ୱାଶିଂଟନ,୬ ।୭: ଆମେରିକାରେ ଲାଗାତାର ଭାବେ ଦ୍ୱିତୀୟ ଦିନରେ ପୁଣି ଏକ ଗୁଳିକାଣ୍ଡ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଗୁଳିକାଣ୍ଡ ପରେ ଲୋକଙ୍କ ମନରେ ଛନକା ପଶିଯାଇଛି । ଗଣମାଧ୍ୟମ ସୂଚନା ଅନୁଯାୟୀ, ଏଥର ଇଣ୍ଡିଆନାର ଗେରି ଷ୍ଟ୍ରିଟରେ ଏକ…
ନ୍ୟାୟ ବ୍ୟବସ୍ଥାରେ ଅଲିଭା ଦାଗ
ନୂଆଦିଲ୍ଲୀ, ୬ା୭: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଯୋଗୁ ଦେଶରେ ହିଂସାତ୍ମକ ବିକ୍ଷୋଭ ଏବଂ ଉଦୟପୁର ଦରଜି କହ୍ନେୟାଲାଲ ହତ୍ୟାକାଣ୍ଡ ଆଦି ପାଇଁ ସୁପ୍ରିମକୋର୍ଟ ଭାଜପା ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଏକାକୀ ଦାୟୀ କରିଥିଲେ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ…
ବାସ୍ତୁବିତ୍ ଚନ୍ଦ୍ରଶେଖରଙ୍କୁ ହତ୍ୟା
ବେଙ୍ଗାଲୁରୁ,୬ା୭: ବାସ୍ତୁବିତ୍ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ମଙ୍ଗଳବାର କର୍ନାଟକର ହୁବଲି ଜିଲାସ୍ଥିତ ଏକ ହୋଟେଲରେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଘଟଣାରେ ସମ୍ପୃକ୍ତ ଦୁଇ ଯୁବକ ମାଲତେଶ ଏବଂ ମଞ୍ଜୁନାଥଙ୍କୁ ପୋଲିସ ଗିରଫ କରିଛି। ବ୍ୟବସାୟ ସମ୍ବନ୍ଧରେ ଜନୈକ ବ୍ୟକ୍ତିଙ୍କୁ ଭେଟିବା…
ନିର୍ଭୀକ ସ୍ବର ହେବାକୁ ଚାହେଁ
ନୂଆଦିଲ୍ଲୀ, ୬ା୭: ସୋସିଆଲ ମିଡିଆରେ ଟ୍ରୋଲ ଏବଂ ବିଭିନ୍ନ ଥାନାରେ ମାମଲା ରୁଜୁ ସତ୍ତ୍ୱେ ଫିଲ୍ମ ନିର୍ଦ୍ଦେଶିକା ଲୀନା ମାନିମେକଲାଇ ସବୁପ୍ରକାର ଫଳାଫଳାକୁ ସାମ୍ନାକୁ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। କାହାକୁ ଭୟ ନ କରି ସେ ନିର୍ଭୀକର ଏକ ସ୍ବର…
କାଳୀ ମୋ ପାଇଁ ମାଂସଖିଆ ଦେବୀ: ମହୁଆ ମୋଇତ୍ରା
ଫିଲ୍ମ ‘କାଳୀ’ ପୋଷ୍ଟରକୁ ନେଇ ଚାଲିଥିବା ବିବାଦ ଉପରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏମ୍ପି ମହୁଆ ମୋଇତ୍ରା ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘କାଳୀ ମୋ ପାଇଁ ମାଂସଖିଆ, ମଦ ଗ୍ରହଣ କରୁଥିବା ଦେବୀ। ଜଣେ କିପରି ନିଜ ଦେବୀଙ୍କୁ…
ଲୀନାଙ୍କ ନାଁରେ ମାମଲା
ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲୀନା ମାନିମେକଲାଇଙ୍କ ଫିଲ୍ମ ‘କାଳୀ’ର ଏକ ପୋଷ୍ଟରକୁ ନେଇ ବିବାଦ ତେଜିବାରେ ଲାଗିଛି। ପୋଷ୍ଟରରେ ହିନ୍ଦୁ ଦେବୀ କାଳୀଙ୍କ ବେଶରେ ଜଣେ ମହିଳା ସିଗାରେଟ୍ ଟାଣୁଥିବାର ଦୃଶ୍ୟ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ଲୀନାଙ୍କ ନାମରେ…
ଇସ୍ତଫା ଦେଲେ ଋଷି ସୁନକ
ଲଣ୍ଡନ, ୬ା୭: ଇନ୍ଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ତଥା ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ମଙ୍ଗଳବାର ବୋରିସ୍ ଜନ୍ସନ୍ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଋଷିଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାଭିଦ୍ ମଧ୍ୟ ପଦ ଛାଡ଼ିଛନ୍ତି। ଫଳରେ ଲକ୍ଡାଉନ ପାର୍ଟି ପାଇଁ…
ପ୍ଲାଷ୍ଟିକ୍କୁ ନଷ୍ଟ କରିପାରିବ ଅତିବାଇଗଣି ରଶ୍ମି
ଲଣ୍ଡନ, ୬ା୭: ପରିବେଶ ସୁରକ୍ଷା ପ୍ରତି ବଡ଼ ବିପଦ ହୋଇ ଉଭା ହୋଇଥିବା ପ୍ଲାଷ୍ଟିକ୍ର ବ୍ୟବହାର ରୋକିବା ଏବଂ ଏହାର ବିକଳ୍ପ ଚିନ୍ତା କରାଯାଉଥିବାବେଳେ ବ୍ରିଟେନ ଗବେଷକ ଏ ଦିଗରେ ଏକ ରାସ୍ତା ଖୋଜିପାଇଛନ୍ତି। ଅତିବାଇଗଣି ରଶ୍ମି ବା ଅଲ୍ଟ୍ରା ଭାୟୋଲେଟ୍(ୟୁଭି)…
‘ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କହିବା ଯାହା, ନିଜ ଗାଲରେ ଚାପୁଡ଼ା ମାରିବା ସେୟା’
ଭୁବନେଶ୍ୱର,୬ା୭(ବ୍ୟୁରୋ): କେନ୍ଦୁଝର ଜିଲା ଆନନ୍ଦପୁର ସବ୍ଡିଭିଜନ ହସ୍ପିଟାଲକୁ ନେଇ ବିଜେଡି ସଭ୍ୟ ଭାଗୀରଥି ସେଠୀ ନିଜ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି। ମଙ୍ଗଳବାର ବିଧାନସଭାର ଶୂନ୍ୟକାଳରେ ହସ୍ପିଟାଲରେ ଡାକ୍ତର, ଫାର୍ମାସିଷ୍ଟ ଓ ଆବଶ୍ୟକ ମେଡିକାଲ ଉପକରଣ ନ ଥିବା ନେଇ…
ଖାଦ୍ୟ ସୁରକ୍ଷା: ଓଡ଼ିଶା ନଂ.୧
ଭୁବନେଶ୍ୱର, ୬ା୭(ବ୍ୟୁରୋ): ଜାତୀୟ ସ୍ତରରେ ଓଡ଼ିଶାକୁ ମିଳିଛି ଆଉଏକ ସଫଳତା। ନ୍ୟାଶନାଲ ଫୁଡ୍ ସିକ୍ୟୁରିଟି ଆକ୍ଟ ବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍ଏଫ୍ଏସ୍ଏ) ୨୦୨୨ କାର୍ଯ୍ୟକାରିତାରେ ସାରା ଦେଶରେ ଓଡ଼ିଶା ଶୀର୍ଷରେ ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରାଜ୍ୟ ଓ…
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ
କଟକ ଅଫିସ୍, ୬ା୭: ରାଜ୍ୟରେ ହାତୀବଂଶ ରକ୍ଷା ଏବଂ ସୁରକ୍ଷା ଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ମଙ୍ଗଳବାର ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ବନ୍ୟ ପ୍ରାଣୀ(ସୁରକ୍ଷା)…

