Home

ଆମେରିକାରେ ପୁଣି ଗୁଳିକାଣ୍ଡ…

ଓ୍ବାଶିଂଟନ, ୨୦।୬ : ଆମେରିକାର ୱାଶିଂଟନ ଡିସିରେ ପୁଣି ଗୁଳକାଣ୍ଡ ଘଟିଛି। ରବିବାର ରାତିରେ ଏଠାରେ ପୋଲିସ ଅଧିକାରୀଙ୍କ ସମେତ ଅନେକ ଲୋକଙ୍କ ଉପରେ ଅଜଣା ବ୍ୟକ୍ତି ଗୁଳି ଚଳାଇଥିଲେ। କୁହାଯାଉଛି ଯେ ଏହି ଘଟଣା ଜୁନିଏଣ୍ଟ ମ୍ୟୁଜିକ କନସର୍ଟ ସମୟରେ…

ଇଟାଲୀ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ସୋମବାରଠାରୁ ଇଟାଲି ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ଏହି ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ନବୀନଙ୍କ ଦ୍ୱିତୀୟ ବିଦେଶ ଗସ୍ତ । ଇଟାଲୀରେ ପହଞ୍ଚିବା ପରେ ଅନେକ…

୫ଦିନ ପ୍ରବଳ ବର୍ଷା: ୩ ଦିନରେ ସାରା ରାଜ୍ୟକୁ ଛୁଇଁବ ମୌସୁମୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଓଡ଼ିଶାକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଥିପାଇଁ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରାକ୍‌-ମୌସୁମୀ ବର୍ଷା ଲାଗି ରହିଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳକୁ ମୌସୁମୀ ଅଗ୍ରସର…

‘ଆର୍ସି’: କେଜିରୁ ପିଜି ପିଲା ପାଇବେ ସୁବିଧା

ଭୁବନେଶ୍ୱର,୨୦ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ଶିକ୍ଷା କ୍ଷେତ୍ର ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ଯାଇଥିଲା। ଅନ୍‌ଲାଇନ୍‌ ପାଠପଢ଼ା ହେଉଥିଲେ ମଧ୍ୟ ସମସ୍ତେ ଏହାର ସୁଯୋଗ ପାଉ ନ ଥିଲେ କିମ୍ବା ଅନେକେ ଏହାର ସଦୁପଯୋଗ କରିପାରୁ ନ ଥିଲେ। ସେହିପରି ଉଚ୍ଚଶିକ୍ଷା ଓ…

ଗୁରୁଦ୍ୱାରାରେ ଆତଙ୍କବାଦୀ ଆକ୍ରମଣ…

କାବୁଲ, ୨୦।୬ : ଆଫଗାନିସ୍ତାନରେ ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟିଛି। ପାଜୋକ ନ୍ୟୁଜର ଏକ ରିପୋର୍ଟ ସୋସିଆଲ ମିଡିଆରେ ଉଲ୍ଲେଖ କରିଛି ଯେ, ଆକ୍ରମଣ ପରେ ଗୁରୁ ଗ୍ରନ୍ଥ ସାହେବ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଗୁରୁଦ୍ୱାରା କମିଟିର ଅଧ୍ୟକ୍ଷ ଗୁରୁନାମ…

ଦୋଷ ନ ଥାଇ ଜେଲଦଣ୍ଡ

ବଲାଙ୍ଗୀର ଅଫିସ,୨୦ା୬: ଭାଷା ବୁଝି ନ ପାରି ରାଜ୍ୟ ବାହାରର ଜଣେ ମାନସିକ ରୋଗୀଙ୍କୁ ବଲାଙ୍ଗୀର ପୋଲିସ ଏଟିଏମ୍‌ ଲୁଟେରା ଭାବେ ଅଭିଯୁକ୍ତ କରି ମାମଲା ରୁଜୁ କରିବାରୁ ସମ୍ପୃକ୍ତ ଯୁବକଙ୍କୁ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିଛି। ଅନ୍ୟପକ୍ଷେ ପୁଅର…

ପୋଲିସକୁ ଚକ୍‌ମା ଦେଇ ନାବାଳକଙ୍କ ଫେରାର ଉଦ୍ୟମ

କେନ୍ଦୁଝର,୨୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋର୍ଟ ଥାନା ଅଞ୍ଚଳରେ ରଜ ପୋଷାକ ପାଇଁ ମା’ଙ୍କୁ ହତ୍ୟା କରିଥିବା ନାବାଳକ ପୁଅଙ୍କୁ ରବିବାର ରାଉରକେଲାସ୍ଥିତ ବାଳାଶ୍ରମକୁ ନିଆଯାଉଥିବା ବେଳେ ଲହୁଣୀପଡ଼ା ନିକଟରେ ସେ ଚମ୍ପଟ ମାରିଥିଲେ। କିଛି ସମୟରେ ପରେ ତାଙ୍କୁ ପୁଣି କାବୁ…

ଆଜିଠୁ ବ୍ଲକ, ନଗର କଂଗ୍ରେସ ପକ୍ଷରୁ ୨ ଦିନିଆ ବିକ୍ଷୋଭ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ କରାଯାଉଥିବା ଜେରାକୁ ନେଇ ଦେଶବ୍ୟାପୀ ବିରୋଧର ସ୍ବର ତେଜିବାରେ ଲାଗିଛି। ସୋମବାର ରାହୁଲ ପୁଣି ଇଡିରେ ଜେରାର ସମ୍ମୁଖୀନ ହେବେ। ରାହୁଲଙ୍କୁ ବାରମ୍ବାର ଇଡି ପକ୍ଷରୁ ଜେରା କରାଯିବା ଘଟଣାରେ…

ବିଧାୟକ କ୍ୱାର୍ଟର୍ସ ସ୍ଥାନାନ୍ତର ଯୋଜନା ନାହିଁ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟ ସରକାର ବିଧାୟକମାନଙ୍କ ଲାଗି ଅତ୍ୟାଧୁନିକ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ ପ୍ରାୟ ୮୭୦ ଗଛ କାଟିବା ଯୋଜନା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଥିରୁ ୩୫୦ ଗଛ କଟାଯାଇସାରିଛି। ଶହ ଶହ ବର୍ଷ ତଳର ବିରାଟକାୟ ଗଛ କାଟି କ୍ୱାର୍ଟର୍ସ…

ବିବାହ କରିବାକୁ ରାଜି: ବିଜୟ ଶଙ୍କର

ଜଗତ୍‌ସିଂହପୁର ଅଫିସ, ୨୦ା୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (୩୦) ଓ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୋମାଲିକା (୨୯)ଙ୍କ ବିବାହ ପ୍ରସଙ୍ଗ ଦିନକୁ ଦିନ ଜଟିଳ ରୂପ ନେଉଛି।…

୯୦ ପ୍ରତିଶତ କରୋନା ଆକ୍ରାନ୍ତ ନିଜକୁ ଅସୁରକ୍ଷିତ ମଣୁ ନାହାନ୍ତି, ଅଧିକ ମୃତ୍ୟୁ ଆଶଙ୍କା ଘନଉଛି…

ନୂଆଦିଲ୍ଲୀ, ୨୦।୬ : ଦୁଇ ବର୍ଷ ପରେ କରୋନା ସଂକ୍ରମଣ ବଢୁଥିବାରୁ ବିଶେଷଜ୍ଞମାନେ ଲୋକଙ୍କ ଅସାବଧାନତା ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ ନେଇଗଠିତ ଜାତୀୟ ବୈଷୟିକ ପରାମର୍ଶଦାତା…

ବର୍ଷକରେ ୧,୩୫୪ ଶିଶୁ, ୩୮ ମା’ମୃତ

ଯାଜପୁର ଅଫିସ,୨୦ା୬: କେବଳ ଯାଜପୁର ଜିଲା ସୁକିନ୍ଦା ବ୍ଲକର ନଗଡ଼ା ନୁହେଁ, ରାଜ୍ୟର ନବରଙ୍ଗପୁର ଜିଲାରେ ମଧ୍ୟ ପୁଷ୍ଟିହୀନତା କାରଣରୁ ମା’ ଓ ଶିଶୁ ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। ଗତ ବର୍ଷକ ମଧ୍ୟରେ ନବରଙ୍ଗପୁର ଜିଲାରେ ୧,୩୫୪ ଶିଶୁ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri