Home

୨.୫୦ ଲକ୍ଷରୁ ଊର୍ଦ୍ଧ୍ୱ ଇପିଏଫ୍‌ ଜମା ଉପରେ ଟିକସ ଲାଗିବ

ନୂଆଦିଲ୍ଲୀ,୧୮ା୩:କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାର୍ଷିକ ଜମା ୨.୫୦ ଲକ୍ଷରୁ ଊର୍ଦ୍ଧ୍ୱ ହେଲେ ଏହା ଉପରେ ଟିକସ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଏହି ସୀମା ୫ ଲକ୍ଷ ରଖାଯାଇଛି। ନୂଆ ଆୟକର ଆଇନ ନିୟମାବଳୀରେ…

ଏପ୍ରିଲ ୨୮ରୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୧୮ା୩(ବ୍ୟୁରୋ):ରାଜ୍ୟରେ ଆସନ୍ତା ଏପ୍ରିଲ ୨୮ ତାରିଖରୁ ଅଫଲାଇନ ମୋଡରେ ଯୁକ୍ତ ୨ ପରୀକ୍ଷା ହେବ। କଳା, ବାଣିଜ୍ୟ ଓ ବିଜ୍ଞାନର ପରୀକ୍ଷା କରାଯିବ। ଏଥିରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଯୁକ୍ତ ୨ ପରୀକ୍ଷା ନେଇ…

ଆଇପିଏଲ୍‌ରେ ସର୍ବାଧିକ ‘ଶୂନ’ରେ ଆଉଟ୍‌ ହୋଇଛନ୍ତି ଏହିସବୁ ବ୍ୟାଟ୍ସମ୍ୟାନ୍‌

ଆଇପିଏଲରେ, ବିଶ୍ୱର ବିଭିନ୍ନ ସ୍ଥାନରୁ ଯୁବକ ଏବଂ ଅଭିଜ୍ଞ ଖେଳାଳିମାନେ ବିଶ୍ୱ ସ୍ତରୀୟ ଖେଳାଳିଙ୍କ ସହିତ ଖେଳିବାର ସୁଯୋଗ ପାଆନ୍ତି। ଭବିଷ୍ୟତରେ ଏଠାରେ ଖେଳିବା ସେମାନଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୁଏ। ଟି -୨୦ ଫର୍ମାଟରେ ଦ୍ରୁତତମ ରନ ସ୍କୋର କରୁଥିବା…

ୟୁକ୍ରେନର ସ୍କୁଲ-ସାଂସ୍କୃତିକ କେନ୍ଦ୍ର ଉପରେ ଆକ୍ରମଣ: ୨୧ ମୃତ

କ୍ୱିଭ୍‌,୧୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୨ ଦିନରେ ପହଞ୍ଚିଛି। ୟୁକ୍ରେନ ଉପରେ ଏବେ ବି ରୁଷିଆ ସୈନ୍ୟ ରକେଟ ଓ ମିଶାଇଲ ମାଡ଼ କରୁଥିବା ବେଳେ ଗୁରୁବାର ଦେଶର ୩ଟି ସହରରେ ବଡ଼ ଆକ୍ରମଣ ହୋଇଛି।…

ଆଇସିଜେ ରାୟକୁ ମାନିଲାନି ରୁଷିଆ

ହେଗ୍‌/ମସ୍କୋ,୧୭ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବୁଧବାର ରୁଷିଆକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ମସ୍କୋ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆଇସିଜେ ରାୟକୁ ରୁଷିଆ ମାନିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ ଶୁଣାଇଦେଇଛି।…

ଶୁକ୍ରବାର ଜିନ୍‌ପିଙ୍ଗ୍‌ଙ୍କ ସହ ଆଲୋଚନା କରିବେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୭ା୩: ୟୁକ୍ରେନ୍‌ ପ୍ରସଙ୍ଗରେ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ ଶୁକ୍ରବାର ଆଲୋଚନା କରିବେ। ଗୁରୁବାର ଏନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଚାଇନା ଓ ଆମେରିକା ମଧ୍ୟରେ…

ବାଇଡେନ ପ୍ରଶାସନରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ

ଓ୍ବାଶିଂଟନ୍‌, ୧୭ା୩: ଭାରତୀୟ ବଂଶୋଦ୍ଭବ ଡା. ଆଶିଷ ଝାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ର କୋଭିଡ୍‌ ରେସ୍‌ପନ୍ସ କୋଅର୍ଡିନେଟର ଭାବେ ନିଯୁକ୍ତି ଦେଇଛନ୍ତି। ଆସନ୍ତା ମାସରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ…

ବିଧାନ ପରିଷଦ ପ୍ରାର୍ଥୀ ଘୋଷଣା କଲା ଏସ୍‌ପି

ଲକ୍ଷ୍ନୌ,୧୭।୩: ଉତ୍ତରପ୍ରଦେଶରେ ବିଧାନ ପରିଷଦ ନିର୍ବାଚନ ପାଖେଇ ଆସୁଛି। ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ ସମାଜବାଦୀ ପାର୍ଟି(ଏସ୍‌ପି) ଏବେ ବିଧାନ ପରିଷଦ ପାଇଁ ଅଣ୍ଟା ଭିଡିଛି। ପୂର୍ବରୁ ବିଧାନ ପରିଷଦ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିବା ବେଳେ…

ସ୍ବର ବଦଳାଇଲେ ସିଦ୍ଧୁ: ଇସ୍ତଫା ପରେ ମାନଙ୍କୁ କଲେ ପ୍ରଶଂସା

ଚଣ୍ଡିଗଡ଼,୧୭।୩: ପ୍ରଥମ ଥର ପାଇଁ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କ୍ଷମତାକୁ ଆସିଛି। ବୁଧବାର ଏଏପି ମୁଖ୍ୟମନ୍ତ୍ରୀ ଚେହେରା ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ସରକାର ଗଠନ କରିଛନ୍ତି। ଅନ୍ୟପକ୍ଷରେ ପଞ୍ଜାବରେ ଖରାପ ପ୍ରଦର୍ଶନ କରି ପରାଜୟ…

ହୋଲିରେ ଧୋନୀଙ୍କ ପରିବା ଅଫର

ରାଞ୍ଚି,୧୭।୩: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ସହରବାସୀଙ୍କୁ ହୋଲିରେ ଏକ ଦମ୍‌ଦାର ଅଫର ଦେଇଛନ୍ତି। ଚଳିତ ଥର ଧୋନୀ ରାଞ୍ଚିବାସୀଙ୍କ ସହ ହୋଲି ପାଳିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ତାଙ୍କ ଫାର୍ମ ହାଉସ୍‌କୁ ୩ଦିନ…

ଜି-୨୩ରେ ପୁଣି ମାନସ ମନ୍ଥନ: ଆଉ କିଛି ସମୟ ପରେ ବସିବ ବୈଠକ

ନୂଆଦିଲ୍ଲୀ,୧୭।୩: ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳରେ ନୂତନ ନେତୃତ୍ୱ ପାଇଁ ଦାବି ଜୋର ଧରିଛି। ଏଥିପାଇଁ ଦଳରେ ଏବେ ମାନସ ମନ୍ଥନ ଚାଲିଛି। ଏଥିପାଇଁ ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ଜି-୨୩ ନେତାଙ୍କ ପୁଣି ଥରେ…

ଇସ୍ରାଏଲ୍‌ରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ଜେରୁଜେଲମ,୧୭।୩: ସାରା ବିଶ୍ୱରେ ପୁଣି ଥରେ କରୋନା ପ୍ରକୋପ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନରୁ ଚାଇନାରେ ଲଗାତାର ୩ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୋଟିଏ ପଟେ ଚାଇନାରେ କରୋନା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri