Home

ପ୍ରତିଷ୍ଠିତ ବ୍ୟବସାୟୀ ପାଲୋଞ୍ଜୀ ମିସ୍ତ୍ରୀଙ୍କ ପରଲୋକ

ମୁମ୍ବାଇ,୨୮।୬: ଶାପୁରଜୀ ପାଲୋଞ୍ଜୀ ଗ୍ରୁପ୍‌ର ଚେୟାରମ୍ୟାନ ପାଲୋଞ୍ଜୀ ମିସ୍ତ୍ରୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି। ଇଞ୍ଜିନିୟରିଂ, କନଷ୍ଟ୍ରକସନ୍‌, ଇନ୍‌ଫ୍ରାଷ୍ଟ୍ରକ୍ଚର୍‌, ରିଅଲ ଇଷ୍ଟେଟ, ଜଳ ଶକ୍ତି ଏବଂ ଆର୍ଥିକ ସେବା କ୍ଷେତ୍ରରେ…

ଟ୍ରକ୍‌ ଭିତରୁ ମିଳିଲା ୪୬ ମୃତଦେହ

ୱାଶିଂଟନ,୨୮।୬: ଆମେରିକାର ଟେକ୍ସାସ ଆଣ୍ଟୋନିଓରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଟ୍ରକ ଭିତରୁ ୪୬ ମୃତେଦହ ମିଳିଛି। ଏନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି। ଅଧିକାଂଶ ମୃତଦେହ ପ୍ରବାସୀଙ୍କ ହୋଇଥିବା ସନ୍ଦେହ କରାଯାଉଛି। ଟ୍ରକଟି ସହରର ଏକ ରେଳ ଧାରଣା…

ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୮।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୭୯୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…

ଆଜି ରାଜ୍ୟରେ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୮।୬: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ…

ପାକିସ୍ତାନର ୪ ଦୂତାବାସର ଟୁଇଟର ଆକାଉଣ୍ଟକୁ ବ୍ୟାନ କଲା ଭାରତ

ନୂଆଦିଲ୍ଲୀ,୨୮ ।୬: ଭାରତ ପକ୍ଷରୁ ପାକିସ୍ତାନର ୪ ଦୂତାବାସର ଟୁଇଟର ଆକାଉଣ୍ଟକୁ ବ୍ୟାନ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଉପରେ ଅଭିଯୋଗ ରହିଛି କି ଏହାର ଟୁଇଟର ଆକାଉଣ୍ଟ ଦ୍ୱାରା ଭୁଲ ଖବର ଓ ଦୁଷ୍ପ୍ରଚାର…

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ

ଡବଲିନ୍‌,୨୮।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ମଙ୍ଗଳବାର ଅର୍ଥାତ୍‌ ଆଜି ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ ଏଭଳି ପରିସ୍ଥିତିରେ ଭାରତ ଏହି ସିରିଜ ଜିତିବା ପାଇଁ…

ଖୁସିଖବର ଦେବା ପରେ ଡିପି ବଦଳାଇଲେ ଆଲିଆ

ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏହି ଗୁଡନ୍ୟୁଜ୍‌ ସେ ନିଜେ ପ୍ରଶଂସକଙ୍କ ଶେୟାର କରିଛନ୍ତି। ଏହି ଘୋଷଣା ପରେ ସେ ନିଜ ଇନ୍‌ଷ୍ଟାଗ୍ରାମ ଡିପି ମଧ୍ୟ ବଦଳାଇ ଦେଇଛନ୍ତି। ରଣବୀର କପୁରଙ୍କୁ ବିବାହ କରିବା ପରେ ଆଲିଆ…

ରୁଷିଆ ମିଶାଇଲ ମାଡରେ ଜନଗହଳି ପୂର୍ଣ୍ଣ ମଲରେ ଲାଗିଲା ନିଆଁ, ୧୬ ଲୋକଙ୍କ ମୃତ୍ୟୁ ଆଶଙ୍କା

କ୍ୱିଭ,୨୮ ।୬: ପୂର୍ବ ୟୁକ୍ରେନରେ ଥିବା ଏକ ଜନଗଳହି ପୂର୍ଣ୍ଣ ମଲକୁ ଟାର୍ଗେଟ କରିଛି ରୁଷିଆ । ଏଏଫପି ନ୍ୟୁଜର ସୂଚନା ଅନୁଯାୟୀ, ୟୁକ୍ରେନର ମଲ ଉପରେ ରୁଷିଆ ମିଶାଇଲ ଆକ୍ରମଣ କରିବା ଫଳରେ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା…

ରଥଯାତ୍ରାରେ ୧୦ ଲକ୍ଷ ମାସ୍କ ବଣ୍ଟାଯିବ

ପୁରୀ ଅଫିସ,୨୮।୬:ଦୁଇବର୍ଷର ବ୍ୟବଧାନ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବାକୁ ଯାଉଛି। ତେବେ କରୋନା ସମ୍ପୂର୍ଣ୍ଣ ରୂପେ ନାଶ ହୋଇନାହିଁ। ତେଣୁ ସରକାର ପୁରୀକୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୦ ଲକ୍ଷ ମାସ୍କ ବଣ୍ଟନର ବ୍ୟବସ୍ଥା କରିଛନ୍ତି ବୋଲି…

୪୮୩୦ ଦିଆସିଲି କାଠିରେ ତିନି ରଥ

ପୁରୀ ଅଫିସ, ୨୮ା୬:ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ତିନି ରଥର କ୍ଷୁଦ୍ର ମଡେଲ୍‌ ତିଆରି କରିଛନ୍ତି। ଶାଶ୍ୱତ ଏଥିପାଇଁ ୪୮୩୦ ଦିଆସିଲି କାଠି ବ୍ୟବହାର କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ରଥର ଉଚ୍ଚତା ୧୧.୪ ଇଞ୍ଚ ଓ…

ଆମ୍ବେଡ୍‌କରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ଜଟଣୀ,୨୮ା୬ (ଡି.ଏନ୍‌.ଏ.):ଜଟଣୀ ଥାନା ଅଧୀନ ବଡ଼ତୋଟା ବିଏସ୍‌ଏଫ୍‌ କ୍ୟାମ୍ପ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ବାବା ସାହେବ ଆମ୍ବେଡ୍‌କରଙ୍କ ପ୍ରତିମୂର୍ତ୍ତିର ହାତକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଏନେଇ ସୋମବାର ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଭୀମ ଆର୍ମି ଏକତା…

ନିର୍ଦ୍ଧାରିତ ସମୟରେ ସମସ୍ତ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୬ (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ଏକ ଅନ୍ତର୍ବିଭାଗୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ସହରର ଉନ୍ନତୀକରଣରେ ନିୟୋଜିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ସହରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri