Home

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ଏହି ୨ ଜିଲାରେ ଛେଚିବ ବର୍ଷା, ଅରେଞ୍ଜ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୨୭ା୮(ଅନୁରାଧା ମହାରଣା)- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଉତ୍ତର-ପଶ୍ଚିମ ମୁହାଁ ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଗୁରୁବାର ମାଲକାନଗିରି ଓ କୋରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ଅତି ପ୍ରବଳ…

ପଡ଼ିଆରେ ଠିଆ ହୋଇଥିଲେ ଯୁବକ: ହଠାତ୍‌ ୩ ଜଣ ପହଞ୍ଚି କଲେ ଆକ୍ରମଣ, ଆଉ ତା’ ପରେ…

ରାୟଗଡ଼ା,୨୭ା୮(ଆଶିଷ ରଞ୍ଜନ ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ରାୟଗଡ଼ା ସହରରେ ଅଗ୍ନିଶମ କାର୍ଯ୍ୟାଳୟ ପଛପଟ ପଡ଼ିଆରେ ଘଟିଛି ହତ୍ୟାକାଣ୍ଡ। ଏକ ଧାରୁଆ ଅସ୍ତ୍ରରେ ତିନି ଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ…

Atal Pension Yojna: ନିବେଶରୁ ନେଇ ପେନସନ୍‌, ଜାଣନ୍ତୁ କିଭଳି ସରକାରଙ୍କ ଏହି ଜବରଦସ୍ତ ସ୍କିମ୍‌ର ଉଠାଇବେ ଲାଭ…

ନୂଆଦିଲ୍ଲୀ,୨୭।୮: ଅଟଳ ପେନସନ ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ବିଶେଷ ଯୋଜନା, ଯାହା ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ ଏବଂ ସାଧାରଣ ନାଗରିକଙ୍କୁ ଅବସର ପରେ ଆର୍ଥିକ ନିରାପତ୍ତା ପ୍ରଦାନ କରୁଛି। ଏହି ଯୋଜନାରେ ନିବେଶ କରି ଆପଣ ଅବସର ପରେ…

ସେପ୍ଟେମ୍ବର ପହିଲାରୁ ଝଟ୍‌କା! ଲାଗୁ ହେବ ନୂଆ ନିୟମ, ପକେଟ ହେବ ଖାଲି…

ନୂଆଦିଲ୍ଲୀ,୨୭।୮: ୨୦୨୫ ସେପ୍ଟେମ୍ବର ପହିଲାରୁ ଅନେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟ ଉପରେ ପଡ଼ିବ। ଏହା ମଧ୍ୟରେ ରୂପାରେ ହଲମାର୍କିଂ, SBI କାର୍ଡ ଉପରେ ବଢ଼ିଥିବା ଚାର୍ଜ, LPG ସିଲିଣ୍ଡରର ନୂଆ ଦର,…

ଜୁନାଗଡ଼ରେ ଭାଜପା ରାଜ୍ୟ ସଭାପତି, କହିଲେ ଲୋକଙ୍କ ସରକାର, ସେହିମାନଙ୍କ ପାଇଁ…

ଭବାନୀପାଟଣା,୨୭ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ପ୍ରଥମ ଦିନରେ ସେ କେସିଙ୍ଗା ଓ ଭବାନୀପାଟଣା ବ୍ଲକ ଗସ୍ତ କରିଥିବାବେଳେ ବୁଧବାର ଦିତୀୟ ଦିନରେ ସେ ଜୁନାଗଡ଼ ଓ ଗସ୍ତ…

ବାପାଙ୍କ ମୃତ୍ୟୁ ପରେ ବି ପୈତୃକ ସମ୍ପତ୍ତିରେ ଝିଅଙ୍କ ଅଧିକାର ରୁହେ କି ନାହିଁ, ଜାଣନ୍ତୁ କ’ଣ କହେ ଆଇନ?

ନୂଆଦିଲ୍ଲୀ,୨୭।୮: ଭାରତୀୟ ସମାଜରେ ଦୀର୍ଘ ଦିନ ଧରି ପୈତୃକ ସମ୍ପତ୍ତି ଉପରେ କେବଳ ପୁଅମାନଙ୍କର ଅଧିକାର ଥାଏ ବୋଲି ବିଚାର କରାଯାଉଥିଲା। କିନ୍ତୁ ସମୟ ସହ ଆଇନରେ ପରିବର୍ତ୍ତନ ହୋଇଛି ଏବଂ ଝିଅମାନଙ୍କୁ ମଧ୍ୟ ସମାନ ଅଧିକାର ଦିଆଯାଇଛି। ବର୍ତ୍ତମାନ ସ୍ଥିତି…

ଥାନାଧିକାରିଣୀ ଭାବେ ଦାୟିତ୍ୱ ନେଲେ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି

ଛତ୍ରପୁର,୨୭ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ଚମାଖଣ୍ଡି ଥାନାରେ ନୂତନ ଥାନା ଅଧିକାରିଣୀ ଭାବେ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଗଞ୍ଜାମ ପୋଲିସ ଜିଲାର ହେଡ୍‌ କ୍ୱାର୍ଟରରେ ଦାୟିତ୍ୱ ତୁଲାଇ ଥିବା ବେଳେ ତାଙ୍କର ଚମାଖଣ୍ଡି ଥାନାକୁ…

କୋରାପୁଟରେ ଦିନକରେ ୧୬୧୮ ମିମି ବର୍ଷା, ବୈପାରୀଗୁଡ଼ାରେ ସର୍ବାଧିକ

କୋରାପୁଟ,୨୭ା୮(ଅମିତାଭ ବେହେରା): ବୁଧବାର କୋରାପୁଟ ଜିଲାରେ ଦିନକରେ ପ୍ରଥମ କରି ୧୬୧୮ ମିମି ବର୍ଷା ହୋଇଥିବାବେଳେ ଜିଲାର ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୩୦୬ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ନୀଳକଣ୍ଠ ନାଇଡୁ ପ୍ରକାଶ କରିଛନ୍ତି। ସେହିଭଳି ଜୟପୁର ବ୍ଲକରେ…

ସାଉଥରେ ଡେବ୍ୟୁ କରିବେ ମହାକୁମ୍ଭର ମୋନାଲିସା

ଚେନ୍ନାଇ: ମହାକୁମ୍ଭରୁ ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି କହିଲେ ଚଳେ। ବଲିଉଡ ଫିଲ୍ମ ସାଇନ କରିବା ପରେ, ସେ ଏବେ ଏକ ଦକ୍ଷିଣ ଫିଲ୍ମ ମଧ୍ୟ ପାଇଛନ୍ତି। ମୋନାଲିସା ଜଣେ ମାଲାୟଲମ ଷ୍ଟାରଙ୍କ ସହିତ ଏକ ମାଲାୟଲମ…

ଯୁବତୀଙ୍କୁ ବେଶ୍ୟା କହୁଥିବା କଥାବାଚକ ଅନିରୁଦ୍ଧାଚାର୍ଯ୍ୟଙ୍କ ଉପରେ ବର୍ଷିଲେ ବାବା ରାମଦେବ

ନୂଆଦିଲ୍ଲୀ,୨୭।୮: କାହାଣୀକାର ଅନିରୁଦ୍ଧାଚାର୍ଯ୍ୟଙ୍କ ବିବାଦୀୟ ବୟାନରେ ବାବା ରାମଦେବ କ୍ରୋଧିତ ହୋଇଗଲେ। ସେ କହିଥିଲେ ଯେ ମୁଁ ନାମ ବିନା କହୁଛି, ସନାତନ ଧର୍ମର ଗୁରୁ କିମ୍ବା ସନ୍ୟାସୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଦେଶ ପାଇଁ ଶିଳ୍ପ, ସ୍ବାସ୍ଥ୍ୟ, ଶିକ୍ଷାରେ…

ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, କୋରାପୁଟର ୧ ଲକ୍ଷ ୩୩ ହଜାର ୭୧୭ ଚାଷୀ ଉପକୃତ

କୋରାପୁଟ,୨୭ା୮(ଅମିତାଭ ବେହେରା): ବୁଧବାର ପବିତ୍ର କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସିଏମ କିଷାନ’ ସହାୟତା ରାଶି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ୨୦୨୫-୨୬ ରବି ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଥିବା…

ପ୍ରବଳ ବର୍ଷା, ଚାହୁଁ ଚାହୁଁ ନଦୀରେ ଭାସିଗଲା ରାସ୍ତାରେ ଥିବା ଭ୍ୟାନ

ମନାଲି,୨୭।୮: ହିମାଚଳରେ ପ୍ରବଳ ବର୍ଷା ଜାରି ରହିଛି। ନିରନ୍ତର ବର୍ଷା ଯୋଗୁ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି। ରାସ୍ତାରେ ପାଣି ଜମି ରହିବା ଯୋଗୁ ସାଧାରଣ ଲୋକମାନେ ଖୁବ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ଏବଂ ବର୍ଷାର ଏହି ଭୟଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri