କଟକ ରେଲ୍ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ, ଟ୍ରେନ୍ ଚଳାଚଳରେ ବିଳମ୍ବ
କଟକ,୨୭ା୮: କଟକ ରେଲଓ୍ବେ ଷ୍ଟେଶନରେ ଭୁଶୁଡ଼ି ପଡ଼ିଛି ନିର୍ମାଣାଧୀନ ଛାତ। ପ୍ଲାଟଫର୍ମ ୧ରେ ଏହି ଛାତଟି ଭୁଶୁଡ଼ି ପଡ଼ିଛି। ଉପର ସେଡ୍ର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି। ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସ୍ପଷ୍ଟ…
ପୁରୁଷୋତ୍ତମପୁରରେ ହତ୍ୟାକାଣ୍ଡ: ଲଟାବୁଦା ମଧ୍ୟରୁ ଶ୍ରମିକଙ୍କ ଗଳିତ ମୃତଦେହ ଜବତ କଲା ପୋଲିସ
ପୁରୁଷୋତ୍ତମପୁର,୨୭।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରସହର ଉପକଣ୍ଠ ପାଣ୍ଡିଆଛକ ନିକଟସ୍ଥ ଏକ ଲଟାବୁଦା ମଧ୍ୟରୁ ଯୁବକଙ୍କ ଏକ ଗଳିତ ମୃତଦେହକୁ ବୁଧବାର ପୋଲିସ ଜବତ କରିଛି। ଏହାକୁ ନେଇ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି ରାଜେଶ କୁମାର…
‘ଭାରତ ଆମେରିକା ମଧ୍ୟରେ ହେବ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ’, ଚମକାଇବା ଭଳି କଥା କହିଲେ ପୂର୍ବତନ ବୈଦେଶିକ ସଚିବ
ନୂଆଦିଲ୍ଲୀ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, ଯାହା ବୁଧବାର (୨୭ ଅଗଷ୍ଟ) ଠାରୁ କାର୍ଯ୍ୟକାରୀ ହୋଇଛି। ଭାରତ ଏବଂ ଆମେରିକା ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସମ୍ଭାବନା ପ୍ରାୟ ନଗଣ୍ୟ…
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୭।୮: କଟରାର ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି, ଯେତେବେଳେ ୨୦ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର (୨୭ ଅଗଷ୍ଟ, ୨୦୨୫) X ରେ ପୋଷ୍ଟ କରି ଏହି ଘଟଣାରେ ଦୁଃଖ ପ୍ରକାଶ…
Google Boy: କୌଟିଲ୍ୟଙ୍କୁ ମାଷ୍ଟର ଡିଗ୍ରୀ କରିବାକୁ ଅଫର ଦେଲା ଅକ୍ସଫୋର୍ଡ ୟୁନିଭର୍ସିଟି, ମିଳିବ ଏତେ ଟଙ୍କାର ସ୍କଲାରଶିପ
ନୂଆଦିଲ୍ଲୀ,୨୭।୮: ହରିୟାଣା କର୍ନାଲର କୌଟିଲ୍ୟ ପଣ୍ଡିତ ଓରଫ ଗୁଗୁଲ ବୟଙ୍କୁ ସମସ୍ତେ ନିଶ୍ଚୟ ଜାଣିଥିବେ। ସେ ସେହି ଗୁଗୁଲ ବୟ ଯିଏ ପାଞ୍ଚ ବର୍ଷ ବୟସରେ ପୁଞ୍ଜି, ମୁଦ୍ରା, ଜନସଂଖ୍ୟା ଏବଂ ଭୂଗୋଳ ମନେ ରଖିଥିଲେ। ଆପଣ ତାଙ୍କୁ କୌନ ବନେଗା…
ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଧୂମଧାମରେ ଗଣେଶ ପୂଜା ପାଳିତ
ବଲାଙ୍ଗିର,୨୭।୮(ସୁନିଲ ମହାନ୍ତି): ସରକାରୀ ଆୟର୍ବେଦିକ ମହାବିଦ୍ୟାଳୟରେ ଗଣେଶ ପୂଜା ପାଳିତ ହୋଇଯାଇଛି l ଏହି ପୂଜାରେ ଶ୍ରୀ ଗଣେଶଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଗଜାନନ ଠାକୁରଙ୍କ ନୀତିକାନ୍ତି ସଂପୂର୍ଣ୍ଣ ହେବା ପରେ ମହାବିଦ୍ୟାଳୟର ଡାକ୍ତରୀ ଛାତ୍ରୀ ଓ…
ସୁବର୍ଣ୍ଣରେଖା ବନ୍ୟା ପାଣିରେ ବୁଡ଼ି ଜୀବନ ହାରିଲେ ବୃଦ୍ଧ
ଭୋଗରାଇ, ୨ ୭l ୮( ପ୍ରଦୀପ ଦାସ ) ଚଳିତ ଋତୁରେ ସୁବର୍ଣ୍ଣରେଖା ୪ ଜଣଙ୍କର ଜୀବନ ନେଲାଣି lଏହି ନଦୀର ପ୍ରଥମ ବନ୍ୟାରେ ବାଲେଶ୍ୱରଜିଲା ବାଲିଆପାଳ ବ୍ଲକର ୧ ଜଣ ଯୁବକର ପ୍ରାଣ ଯାଇଥିବାବେଳେ ଭୋଗରାଇବ୍ଲକର ବୁଧବାର ସୁଦ୍ଧା ୩…
ଟ୍ରମ୍ପଙ୍କ ସହ ସବୁଠୁ ବଡ଼ ଡିଲ୍ କଲେ ପୁଟିନ୍, ଭାରତକୁ ଜୋରଦାର ଝଟ୍କା
ମସ୍କୋ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋ ମୁହାଁ ନୀତି ପୁଣିଥରେ ଚର୍ଚ୍ଚାରେ ରହିଛି। ଗୋଟିଏ ପଟେ, ସେ ରୁଷରୁ ତେଲ କିଣିବା ପାଇଁ ଭାରତକୁ ଟାର୍ଗେଟ କରିଥିଲେ ଏବଂ ଆମେରିକା ବଜାରକୁ ପଠାଯାଉଥିବା ଭାରତୀୟ ସାମଗ୍ରୀ ଉପରେ 50% ଶୁଳ୍କ…
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ସମସ୍ତଙ୍କ ମଙ୍ଗଳ ଏବଂ ସମୃଦ୍ଧି କାମନା କରିଛନ୍ତି। ସେ ଲେଖିଛନ୍ତି,…
ବାଲୁକା କଳାର ଅନନ୍ୟ ପ୍ରଦର୍ଶନ: ନୂଆଁଖାଇର ଜୁହାର ଜଣାଇଲେ ବାଲୁକା ଶିଳ୍ପୀ
କର୍ଲାମୁଣ୍ଡା,୨୭/୮(ପ୍ରଦୀପ କୁମାର ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବାଲୁକା କଳାରେ ନୁଆଁଖାଇର ଜୁହାର ଜଣାଇଛନ୍ତି। ଶିଳ୍ପୀ ଶ୍ରୀ ସାହୁ ହେଉଛନ୍ତି କଳାହାଣ୍ଡି…
ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ ଟ୍ୟୁଶନ ସାର୍: ଅଭିଯୋଗ ପରେ ବି…
କେନ୍ଦ୍ରାପଡ଼ା,୨୭ା୮ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଗତ ୧୮ ତାରିଖରେ ଛାତ୍ରୀଙ୍କୁ ଟିଉଶନ ଶିକ୍ଷକଙ୍କ ଅଶ୍ଳୀଳ ମେସେଜ୍ ପୋଷ୍ଟ ମାମଲା ରୁଜୁ ହୋଇଥିଲା। ଇତିମଧ୍ୟରେ ଏହାକୁ ୮ ଦିନ ବିତିଗଲାଣି। ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ…
ଚାଷୀଙ୍କୁ ମିଳୁନି ରିହାତି ସାର: ଚଢ଼ାଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ
ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଚାଷୀଙ୍କ ଦୁଃଖ ଦ୍ୱିଗୁଣିତ ହେଉଛି। କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସରକାରୀ ରିହାତି ଦରରେ ବିହନ, ସାର,…
Archives


