ଏଇ ଭାରତରେ
ସ୍ବର୍ଣ୍ଣଚମ୍ପାର ମୂଲ୍ୟ ବଜାରରେ ଅଧିକ। ଏହାକୁ ଲକ୍ଷ୍ୟ କରି ମହାରାଷ୍ଟ୍ର ସିନ୍ଧୁଦୁର୍ଗର ଉଦୟ ଗୋପୀନାଥ ଭେଲାଙ୍କର ଏହି ଫୁଲ ଚାଷ ଆରମ୍ଭ କରିଥିଲେ। ଏବେ ଜଣେ ସଫଳ ଚାଷୀ ଭାବେ ଏଥିରୁ ସେ ବର୍ଷକୁ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।…
ଭାରତୀୟ ଦର୍ଶନରେ କର୍ମବାଦ
ରତୀୟ ସଂସ୍କୃତିରେ ଦର୍ଶନକୁ ତତ୍ତ୍ୱଜ୍ଞାନ ବା ଆଧ୍ୟାତ୍ମିକ ବିଦ୍ୟା ବୋଲି ଅଭିହିତ କରାଯାଏ। ଦର୍ଶନର ଆକ୍ଷରିକ ଅର୍ଥ ହେଉଛି ‘ପ୍ରଜ୍ଞାନୁରାଗ’। ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ମତରେ ଦର୍ଶନ ହେଉଛି ବାସ୍ତବତାର ସମ୍ପର୍କରେ ଏକ ଯୁକ୍ତିଯୁକ୍ତ ସମସ୍ୟା। ଭାରତୀୟ ଦର୍ଶନରେ ମାନସିକ, ସାମାଜିକ, ଆଧ୍ୟାତ୍ମିକ…
ଧ୍ୟାନରତ ମନ
ନୀରବ ସଚେତନ ମନ ହେଉଛି ଧ୍ୟାନର ପ୍ରଥମ ପାହାଚ। ଅର୍ଥାତ୍ ମନରେ ଭାବନା ଚାଲି ନ ଥିବ କିନ୍ତୁ ଶରୀର ନୀରବ ନିଶ୍ଚଳ ରହିଥିବ। ଏହିପରି ଅବସ୍ଥା ରାତିରେ ଶୋଇବା ବେଳେ ଘଟିପାରେ। କିନ୍ତୁ ଦିନ ବେଳା ମଧ୍ୟ ଯଦି ଜଣେ…
ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ, ଛାତ ଉପରୁ ମିଳିଲା…
ଭୁବନେଶ୍ୱର,୨୯ା୮: ରାଜଧାନୀର ପାଣ୍ଡରା ଅଞ୍ଚଳରେ ଗୁରୁବାର ରାତି ଅଧରେ ଘଟିଯାଇଛି ଏକ ଛାତିଧରା ଘଟଣା। ଜଣେ ଆଇନଜୀବୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି…
ନ୍ୟାୟ ପାଇଁ ସଂଗ୍ରାମ
ଅନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥାରେ ଥିବା ଆଇନ, ନୀତି ଓ ଏହାସହ ଜଡ଼ିତ ସଂସ୍ଥାଗୁଡ଼ିକ ଗମ୍ଭୀର ଅପରାଧରେ ଲିପ୍ତ ଅପରାଧୀମାନଙ୍କୁ ଉତ୍ତରଦାୟୀ କରିବାରେ ନିଆଯାଉଥିବା ପଦକ୍ଷେପ ସବୁକୁ ମାର୍ଗଦର୍ଶନ କରିଆସିଛି। ବିଶ୍ୱ ମୁଖ୍ୟତଃ ଗଣତନ୍ତ୍ର ଓ ମାନବ ଅଧିକାରକୁ ଅଧିକ ସମ୍ମାନ ଦେବା…
ସରକାରୀ ଗାଡ଼ିରେ ବସି ବିଅର ପିଉଥିଲେ SDO, କାର୍ଯ୍ୟାନୁଷ୍ଠାନ ପରେ କହିଲେ ଭିିଡିଓ କରିଥିବା ବ୍ୟକ୍ତିଙ୍କୁ ଛାଡ଼ିବି ନାହିଁ…
ୟୁପିର ମୈନପୁରୀ ଜିଲାରେ ନିଯୁକ୍ତ ବିଦ୍ୟୁତ ବିଭାଗର ଏସ୍ଡିଓ ସୁଖବୀର ସିଂ ସରକାରୀ ଗାଡ଼ିରେ ବିଅର ପିଉଥିବା ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ସୋମବାରର ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ…
କଳାହାଣ୍ଡିରେ ନୂଆଁଖାଇ: ଖିରି, ପିଠାରେ ମହକିଲା ଘର; ପରମ୍ପରାକୁ ନ ଭୁଲି …
ଭବାନୀପାଟଣା,୨୮ା୮(ଉତ୍ତମ କୁମାର ଦାଶ)- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଗୁରୁବାର କଳାହାଣ୍ଡି ଜିଲାରେ ଧୁମଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ ୯ଟା ୫୦ରେ ନବାନ୍ନ ଲାଗିଥିଲା। ପରେ ସହରର ପ୍ରତ୍ୟେକ ବର୍ଗର ଲୋକ ମହାପ୍ରଭୁଙ୍କୁ…
ପାଖ ଦେଇ ଯାଉଛି ବନ୍ୟାର ପ୍ରଖର ସ୍ରୋତ, ଅଖଣ୍ଡ ବିଶ୍ୱାସରେ ମନ୍ଦିରରେ ଛିଡ଼ା ହୋଇ ରହିଲେ ପୂଜାରୀ, ଲୋମ ଟାଙ୍କୁରା Video…
ଅନେକ ସମୟରେ ବନ୍ୟାର ବିଭୀଷିକା ମଧ୍ୟରେ ଭଗବାନଙ୍କ ନିଶ୍ଚଳ ଏବଂ ଅକ୍ଷତ ପ୍ରତିମୂର୍ତ୍ତୀର ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସେ ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠେ। ଅବିଶ୍ୱସନୀୟ ଲାଗୁଥିଲେ ବି ଦୃଶ୍ୟ ଭଗବାନଙ୍କ ଉପରେ ଆସ୍ଥାକୁ ବଢ଼ାଇଥାଏ। ଏଭଳି ଏକ…
ପ୍ରେମିକଙ୍କ ସହ ଫେରାର ମା’ଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦି ଗଡୁଛନ୍ତି ୨ ପିଲା, ହେଲେ ଧକ୍କା ଦେଇ…Video
କଳିଯୁଗର ପ୍ରେମ କଳିଯୁଗ ପରି ହେବାରେ ଲାଗିଛି। କାରଣ ପ୍ରତ୍ୟେହ ମହିଳା ହୁଅନ୍ତୁ କି ପୁରୁଷ ପ୍ରେମ ନାମରେ ସମ୍ପର୍କକୁ ଲୋକହସା କରାଉଥିବା ଘଟଣା ସାମ୍ନାକୁ ଆସୁଛି। ଗତ କିଛି ମାସ ମଧ୍ୟରେ ପ୍ରେମ ପାଇଁ ପତ୍ନୀ ସ୍ବାମୀଙ୍କ ହତ୍ୟା ନଚେତ…
କିଏ ସେ ଆକୃତି? ଯାହାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ପୃଥ୍ବୀ ଶ’! ଗଣେଶ ପୂଜାରେ…
ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ ଟିମ୍ର ଓପନର୍ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ଶ’ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଗଣେଶ ପୂଜା ଅବସରରେ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କଥିତ ପ୍ରେମିକା ଆକୃତି ଅଗ୍ରଓ୍ବାଲଙ୍କ ସହ ଫଟୋ ଶେୟାର କରି ଚମକାଇଦେଇଛନ୍ତି।…
ତାରାତାରିଣୀ ପୀଠ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ
ପୁରୁଷୋତ୍ତମପୁର,୨୮ା୮(ସୀମାଞ୍ଚଳ ମିଶ୍ର): ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗଞ୍ଜାମ ଜିଲା ଗସ୍ତରେ ଆସି ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ଓ ବଡ଼ଖରିଡ଼ା କାଳେଶ୍ବର ମନ୍ଦିର ମଡେଲ ପାର୍କକୁ ପରିଦର୍ଶନ କରି ସମୀକ୍ଷା କରିଛନ୍ତି।…
ନୂଆଁଖାଇ ପାଳିଲେ ବଲାଙ୍ଗୀର ରାଜପରିବାର, ଓଡ଼ିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା
ବଲାଙ୍ଗୀର,୨୮।୮(ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ବଲାଙ୍ଗୀର ସହରରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ସହରରେ ନୂଆଁଖାଇକୁ ନେଇ ଗୁରୁବାର ସାଂସ୍କୃତିକ ପରିବେଶ ଉତ୍ସାହପୂର୍ଣ୍ଣ ରହିଥିଲା। ଚଳିତବର୍ଷ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍ରେ ରାଜପରିବାର…
Archives


