ମରାମତି ଘାଇ ଭାଙ୍ଗିଲା
ଯାଜପୁର ଅଫିସ,୨୨ା୮: ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳପତନ ବୃଦ୍ଧି ପାଇବାରେ ଲାଗିଛି। ଆଖୁଆପଦା ଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବାବେଳେ ସେଠାରେ ରବିବାର ସନ୍ଧ୍ୟା ସୁଦ୍ଧା ୧୮.୯୩…
ଦୈନିକ ସଂକ୍ରମଣ ଉପର ମୁହାଁ,ସକ୍ରିୟ ମାମଲା ତଳ ମୁହାଁ…
ନୂଆଦିଲ୍ଲୀ, ୨୨।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୩ ଦିନ ଧରି ସକ୍ରିୟ ମାମଲା ଏବଂ ଦୈନିକ…
ମାଷ୍ଟରମାଇଣ୍ଡଙ୍କୁ ପାଉନି ପୋଲିସ
ଖୋର୍ଦ୍ଧା ଅଫିସ,୨୨ା୮: କୋଲକାତାରୁ ବାଲେଶ୍ୱର, ଜଳେଶ୍ୱର ଅଞ୍ଚଳରୁ ଗଳାବାଟ ଦେଇ ବ୍ରାଉନସୁଗାର ଖୋର୍ଦ୍ଧାରେ ପହଞ୍ଚୁଛି। ଏଠାରୁ ବିଭିନ୍ନ ଗ୍ରାମାଞ୍ଚଳ ଏବଂ ପଡ଼ୋଶୀ ଜିଲା ପୁରୀ ନିକଟବର୍ତ୍ତୀ ଅଞ୍ଚଳକୁ ପଠାଯାଉଛି। ସ୍ବଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଲାଳସାରେ ଯୁବପିଢି ଏଥିରେ ସାମିଲ…
ହିମନ୍ତ-ସାଙ୍ଗମାଙ୍କ ନିଷ୍ପତ୍ତି, ତୁଟିବ ଆସାମ-ମେଘାଳୟ ସୀମା ବିବାଦ…
ଗୁଆହାଟୀ/ଶିଲଂ, ୨୨।୮ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା ୬ ଅଞ୍ଚଳରେ ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ୬ଟି ସମାନ ଅଞ୍ଚଳରେ…
୧୫ ଗାଁ ବନ୍ୟାପାଣି ଘେରରେ: ମିଳୁନି ପାଲ, ପାନୀୟଜଳ
ଖୋର୍ଦ୍ଧା ଅଫିସ,୨୨ା୮: ଖୋର୍ଦ୍ଧା ବ୍ଲକ ଅଧୀନ ୩ ପଞ୍ଚାୟତର ୧୫ ଗାଁ ବନ୍ୟାପାଣି ଘେରରେ ରହିଛି। ଜଟଣୀ ତିରିମଲ୍ଲଠାରେ ରାଜୁଆ ନଦୀରେ ଶହେଫୁଟର ଘାଇ ହେବା ପରେ ଏହି ତିନି ପଞ୍ଚାୟତରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ପାଣି ଘରେ ପଶିବା…
ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ନାରୀଙ୍କ ଭୂମିକା
ଶିଳ୍ପୀମାନଙ୍କ ଗାଈଗୋଠ ବ୍ୟବସ୍ଥା କରିଥିଲେ ଗଜପତି। ମୂଳରୁ ଏ ଦିଗ ପ୍ରତି ସେ ନିଘା ରଖିଥିଲେ। ଶହେଜଣ ଗାଈଆଳ ଥିଲେ। ଜଣେ ଗାଈଆଳ ୩୦ଟି ଗାଈଙ୍କ ଦାୟିତ୍ୱରେ ଥିଲେ। ଶହେ ଗାଈଆଳଙ୍କ ମୁଖିଆ ଥିଲେ ଭାଗୀରଥି ମହାଭୋଇ। ସମସ୍ତଙ୍କ ପକ୍ଷରୁ ଭାଗୀରଥି…
ଚାଷୀଙ୍କ ପାଇଁ ସମସ୍ୟା ଜମି କିସମ ପରିବର୍ତ୍ତନ
ପୁରୀ ଅଫିସ,୨୨।୮: ପୁରୀ ଜିଲା ଅର୍ଥନୀତିର ପ୍ରମୁଖ ଭାଗ କୃଷି ଉପରେ ନିର୍ଭରଶୀଳ। ଗ୍ରାମାଞ୍ଚଳର ଲୋକେ ବିଭିନ୍ନ ଚାଷକରି ଗୁଜରାଣ ମେଣ୍ଟାଇଥାଆନ୍ତି। ଏଭଳି ସ୍ଥଳେ ଚାଷଜମିର କିସମ ପରିବର୍ତ୍ତନ ଚାଷୀକୁଳ ପାଇଁ ସମସ୍ୟା ପାଲଟିଛି। ପୁରୀ ଜିଲାର ଅଧିକାଂଶ ସ୍ଥାନରେ ଚାଷଜମିର…
ମାଟ୍ରିକ୍ ମାର୍କଶିଟ୍ ପାଇଁ ଟଙ୍କା ଆଦାୟ ଘଟଣା: ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ
ଗୋପ,୨୨।୮(ଡି.ଏନ୍.ଏ.): ଗୋପ ବ୍ଲକ ଦିହୁଡା ନୀଳକଣ୍ଠେଶ୍ୱର ନୋଡାଲ ସ୍କୁଲରେ ଶନିବାର ମାଟ୍ରିକ୍ ମାର୍କଶିଟ୍ ପାଇଁ ଟଙ୍କା ନିଆଯାଇଥିଲା। ଏଥିସହ ୯ମ ଶ୍ରେଣୀ ପିଲାଙ୍କଠାରୁ ନାମ ରେଜିଷ୍ଟ୍ରେଶନ ଫି ଆଦାୟ ହୋଇଥିଲା। ସରକାରୀ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଅଭିଭାବକ ଅଭିଯୋଗ କରିଥିଲେ।…
କଂଗ୍ରେସକୁ ଝଟ୍କା ଦେବାକୁ ଶିନ୍ଦେଙ୍କ ମନ୍ତ୍ରୀଙ୍କ ଯୋଜନା…
ମୁମ୍ବାଇ,୨୨।୮ : ମହାରାଷ୍ଟ୍ରର କୃଷି ମନ୍ତ୍ରୀ ଅବଦୁଲ ସତାର ନାନ୍ଦେଡରେ କଂଗ୍ରେସ ଭେଟେରାନ ଅଶୋକ ଚୌହ୍ବାନଙ୍କ ସହ ଏକ ରୁଦ୍ଧ ଦ୍ୱାରା ଆଲୋଚନା କରିଛନ୍ତି। ରବିବାର ହୋଇଥିବା ଏହି ଗୁପ୍ତ ଆଲୋଚନା ପରେ ରାଜ୍ୟର ରାଜନୀତି ବେଶ୍ ସରଗରମ ହୋଇଛି। ରାଜନୈତିକସ୍ତରରେ…
ବ୍ରହ୍ମପୁର ଜେଲ ଅଧୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର,୨୨ା୮(ବ୍ୟୁରୋ): ବ୍ରହ୍ମପୁର ସର୍କଲ ଜେଲ ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ହୋଇଛି। ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କେରଳ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଓଡ଼ିଶା ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି। ଚିଠି ପାଇବା ପରେ…
ଟ୍ରାକ୍ଟରରେ ବୁହାହେଲେ ରୋଗୀ
ସମ୍ବଲପୁର,୨୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତ ରାଶିଖାଇ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା କାଦୁଅ ଯୋଗୁ ଆମ୍ବୁଲାନ୍ସ ଅଧାରେ ଅଟକି ରହିବାରୁ ରୋଗାକ୍ରାନ୍ତ ନୀରବତୀ ବେହେରାଙ୍କୁ ଟ୍ରାକ୍ଟର ଯୋଗେ ପ୍ରାୟ ୧ କିଲୋମିଟର…
‘ଆମକୁ ଆମ ସ୍କୁଲ ଫେରାଇ ଦିଅ’
ମହାକାଳପଡ଼ା,୨୨ା୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତର ଗୟସପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହ୍ରାସ ଯୋଗୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବନ୍ଦ କରାଯାଇଥିଲା। ଫଳରେ ଗାଁ ପିଲାମାନେ ପାଠ ପଢ଼ିବା ପାଇଁ ବିଭିନ୍ନ…
Archives


