Advertisement
Posted inଜାତୀୟ

ଦଳିତ ଦମ୍ପତି ଓ ପୁଅଙ୍କୁ ଗୁଳିକରି ହତ୍ୟା

ଡାମୋହ,୨୬।୧୦: ମଧ୍ୟପ୍ରଦେଶର ଡାମୋହ ଜିଲା ଡେଭ୍ରାନ୍‌ ଗ୍ରାମରେ ଏକ ବିବାଦକୁ କେନ୍ଦ୍ରକରି ମଙ୍ଗଳବାର ସକାଳେ ଦଳିତ ଦମ୍ପତି ଓ ସେମାନଙ୍କ ୩୨ ବର୍ଷର ପୁଅଙ୍କୁ ଗୁଳିକରି ହତ୍ୟା କରାଯାଇଛି। ହତ୍ୟାକାଣ୍ଡରେ ୬ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଦମ୍ପତିଙ୍କ ଅନ୍ୟ ଦୁଇ ପୁଅ ଆହତ ହୋଇଛନ୍ତି। ଫେରାର ଥିବା ଅଭିଯୁକ୍ତମାନଙ୍କ ଘର ଉକ୍ତ ଗ୍ରାମରେ। ପୋଲିସ ସେମାନଙ୍କ ବିରୋଧରେ ହତ୍ୟା ସମେତ ଆଇପିସିର ଅନ୍ୟାନ୍ୟ ଦଫା ଏବଂ ଅନୁସୂଚିତ ଜାତି/ଉପଜାତି ଅତ୍ୟାଚାର ନିରାକରଣ ଆଇନର ଧାରା ଲଗାଇ ସେମାନଙ୍କୁ ଧରିବା ଲାଗି ତନାଘନା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦିଙ୍କ ପାଇଁ ଖରାପ ସମୟ ଆସୁଛି’

କୋଲକାତା, ୨୫।୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ଖରାପ ସମୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପେକ୍ଷା କରିଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

ଫ୍ଲାଟ ଭଡା ନେବା ବେଳେ ଶ୍ରଦ୍ଧାଙ୍କୁ ସ୍ତ୍ରୀ ଭାବେ ପରିଚିତ କରାଉଥିଲେ ଆଫତାବ୍‌

ନୂଆଦିଲ୍ଲୀ,୧୮।୧୧: ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ଆଫତାବ୍‌ ଅମିନ ପୁନାଓ୍ବାଲାଙ୍କୁ ନେଇ ଦିଲ୍ଲୀ ପୋଲିସ ବଡ଼ ଖୁଲାସା କରିଛି।...

କରୋନା ଟିକା ନ ନେଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ପଣ୍ଡିଚେରୀ,୫ ।୧୨: ଏବେ କରୋନା ଭାଇରସର ତୃତୀୟ ଲହର ଆସିବା ଆଶଙ୍କା କରାଗଲାଣି । ଏହାକୁ ଦୃଷ୍ଟିରେ ରଖି ସାରା ଦେଶ ପ୍ରସ୍ତୁତି ଆରମ୍ଭ କରିଦେଇଛି...

୧୫-୧୮ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା: ୧ ପ୍ରତିଶତ କରିଛନ୍ତି ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୩ ।୧: କରୋନା ମହାମାରୀ ସହ ଲଢେଇ କରିବାକୁ ସୋମବାରଠାରୁ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ । ସାରା ଦେଶରେ...

ମୋଦିଙ୍କ ମଇଳା ସଫା କରିବା ଭିଡ଼ିଓ ଭାଇରାଲ: ଏକା ଏକା କ୍ୟାମେରାମ୍ୟାନ୍‌ଙ୍କ ଆଗରେ ଶୁଟିଂ ପାଇଁ ଛାଡ଼ି ଦିଆଗଲା କିପରି ପ୍ରଶ୍ନ କଲେ ପ୍ରକାଶ ରାଜ୍‌

ନୂଆଦିଲ୍ଲୀ,୧୩।୧୦: ସୋସିଆଲ୍‌ ମିଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ମାମଲ୍ଲାପୁରମ୍‌ ସମୁଦ୍ରକୂଳରୁ ମଇଳା ଉଠାଇବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଅଭିନେତା ପ୍ରକାଶ...

ଗାନ୍ଧୀ ଜୟନ୍ତୀରେ ମୁକୁଳିବେ ୬୦୦ ବନ୍ଦୀ

ନୂଆଦିଲ୍ଲୀ,୩୦ା୯(ପି.ଟି.): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଅକ୍ଟୋବର ୨ରେ ବିଭିନ୍ନ ଜେଲରେ ଥିବା ପାଖାପାଖି ୬୦୦ ବନ୍ଦୀଙ୍କୁ ମୁକ୍ତକରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।...

ବୁଡିଗଲା ମହାରାଷ୍ଟ୍ରର ଚିପଲୁନ ସହର

ମୁମ୍ବାଇ,୨୨ ।୭: ମହାରାଷ୍ଟ୍ରର ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ରାତିରେ ହୋଇଥିବା ବର୍ଷାରେ ଚିପଲୁନ ସହରରେ ବନ୍ୟା ସୃଷ୍ଟି ହୋଇଛି । ପାଣି...

ଝାଡ଼ଖଣ୍ଡର ୩ କଂଗ୍ରେସ ବିଧାୟକ ନିଲମ୍ବିତ…

କୋଲକାତା, ୩୧।୭ : ଶନିବାର ରାତିରେ ପଶ୍ଚିମବଙ୍ଗର ହାଓ୍ବଡ଼ା ଜିଲାରେ ଝାଡଖଣ୍ଡର ତିନି ଜଣ ବିଧାୟକଙ୍କୁ ପୋଲିସ ଅଟକାଇଥିଲା। ତାଙ୍କ ଗାଡିରୁ ବିପୁଳ ପରିମାଣର ନଗଦ...

Advertisement
Archives

Model This Week