କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ
ଭୁବନେଶ୍ୱର,(ବ୍ୟୁରୋ)/ବାଲେଶ୍ୱର ଅଫିସ୍, ୯।୯:ନିଶା କାରବାରର ପେଣ୍ଠସ୍ଥଳ ପାଲଟିଥିବା ବାଲେଶ୍ୱରରୁ ପୁଣି କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) ସହଦେବଖୁଣ୍ଟା ଆଦର୍ଶ ଥାନା ପୋଲିସ ସହାୟତାରେ ସ୍ଥାନୀୟ ଅରଡ଼ବଜାର ଅଞ୍ଚଳରେ ଚଢ଼ାଉ କରି ଜଣେ…
ଅସ୍ତ୍ରଶସ୍ତ୍ରରେ ପଛାଉଛି ଭାରତ
‘ମେକ୍ ଇନ୍ ଇଣ୍ଡିଆ’ ନୀତିରେ ମୋବାଇଲଠାରୁ ଆରମ୍ଭ କରି ଫାଇଟର ଜେଟ୍ ନିର୍ମାଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋତ୍ସାହିତ କରୁଛନ୍ତି। ହେଲେ ପ୍ରତିରକ୍ଷା କ୍ଷେତ୍ରରେ ଏହାର ବିପରୀତ ପ୍ରଭାବ ଦେଖାଯିବା ଆଶଙ୍କା ଉପୁଜିଛି। କେନ୍ଦ୍ରର କଟକଣା ଯୋଗୁ ଭାରତୀୟ ବାୟୁସେନା, ସ୍ଥଳ…
କ୍ୟୁଆର-ଏସ୍ଏଏମ୍ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ, ୯।୯:ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍ରୁ ଗୁରୁବାର ପୂର୍ବାହ୍ନରେ କ୍ୟୁଆର୍-ଏସ୍ଏଏମ୍(କ୍ୱିକ୍ ରିଆକ୍ସନ୍-ସର୍ଫେସ୍ ଟୁ ଏୟାର ମିଶାଇଲ୍) କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ସେନା ଦ୍ୱାରା ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ ଏହି ବିମାନ ପରୀକ୍ଷା କରାଯାଇଥିବା ଡିଆରଡିଓ…
ଦକ୍ଷିଣ, ଉତ୍ତର ଓଡ଼ିଶାରେ ବେଶି ବର୍ଷିବ
ଭୁବନେଶ୍ୱର,୯ା୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୁରୁବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବ। ଏହା ପ୍ରଭାବରେ ଶୁକ୍ରବାର ରାତିରୁ ବର୍ଷା ଆରମ୍ଭ ହେବ। ୯ ଓ ୧୦ ରେ ଦକ୍ଷିଣ…
ସାଇ ଇଣ୍ଟରନ୍ୟାଶନାଲ୍ ସ୍କୁଲ ଛାତ୍ର ଏନ୍ଇଇଟି ଓଡ଼ିଶା ଟପ୍ପର
ଭୁବନେଶ୍ୱର, ୯।୯ (ବ୍ୟୁରୋ) : ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଏନ୍ଇଇଟି(ୟୁଜି)-୨୦୨୨ରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଛାତ୍ର ପ୍ରିୟ ସୋମଦତ୍ତ ନାୟକ ସର୍ବଭାରତୀୟ ସ୍ତରରେ ୩୯ତମ ର଼୍ୟାଙ୍କ ହାସଲ କରିବା ସହ ରାଜ୍ୟ ଟପ୍ପର ହୋଇଛନ୍ତି। ସେ…
ମମିତା ହତ୍ୟା ମାମଲା: ଆରମ୍ଭ ହେଲା ଶୁଣାଣି
ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୯ା୯(ଡି.ଏନ୍.ଏ.): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ଶୁଣାଣି ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୁରୁବାର ଆରମ୍ଭ ହୋଇଛି। ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ…
ଧଉଳି ଶାନ୍ତିସ୍ତୂପକୁ ପୂରୁଛି ୫୦ ବର୍ଷ
ଭୁବନେଶ୍ୱର, ୯ା୯(ବ୍ୟୁରୋ):ରାଜଧାନୀ ଉପକଣ୍ଠ ଧଉଳି ପାହାଡ଼ରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୂପ ଏବଂ ବୌଦ୍ଧପୀଠ ଚଳିତ ବର୍ଷ ଅକ୍ଟୋବରରେ ୫୦ ବର୍ଷ ପୂରଣ କରୁଛି। ଏହାକୁ ସ୍ମରଣୀୟ କରିବା ନିମନ୍ତେ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ରାଜ୍ୟ ସରକାରଙ୍କ…
ରାଜ୍ୟ ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀ
ଭୁବନେଶ୍ବର,୯ା୯(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ୨ ଦିନିଆ ରାଜ୍ୟ ସମବାୟ ମନ୍ତ୍ରୀମାନଙ୍କ ରାଷ୍ଟ୍ର୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶାର ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ ସମବାୟ ବ୍ୟାଙ୍କ, ଚାଷୀ…
ଅସୁରଗଡ଼ରେ କେନ୍ଦ୍ରୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଟିମ୍
ସମ୍ବଲପୁର,୯ା୯(ବ୍ୟୁରୋ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ) ଇତିହାସ ବିଭାଗ ଦ୍ୱାରା ଅସୁରଗଡ଼ରେ ଉତ୍ଖନନ କରାଯାଇ ପ୍ରାଚୀନ ଇତିହାସ ସାମ୍ରାଜ୍ୟ ଥିବା ନେଇ ପ୍ରମାଣ ମିଳିଥିଲା। ଏହାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହାର ସଂରକ୍ଷଣ ଓ ସୁରକ୍ଷିତ ରଖିବା ପାଇଁ…
ସୁନାଇଟା ନାଁରେ ୧୦ଲକ୍ଷ ଲୁଟ୍
ନବରଙ୍ଗପୁର,୯।୯(ବି.ପ୍ର.):ସୁନାଇଟା କିଣିବାକୁ ସାଙ୍ଗର ସ୍ବାମୀଙ୍କୁ ଡକାଇଲେ। ନକଲି ସୁନାଇଟା ଦେଖାଇ ଯୋଜନା ମୁତାବକ ଲୁଟିନେଲେ୧୦ ଲକ୍ଷ ଟଙ୍କା। ସାଙ୍ଗରେ ଯାଇ ଥାନାରେ ଅଭିଯୋଗ ମଧ୍ୟ କଲେ। କିନ୍ତୁ ପୋଲିସ ହାତରେ ଧରାପଡ଼ିଗଲେ ଘଟଣାର ମାଷ୍ଟରମାଇଣ୍ଡ ମିଥୁନ ସାହୁ। ଏହି ଘଟଣାରେ ପୋଲିସ…
ଓଡ଼ିଶାରେ ଖୁବ୍ଶୀଘ୍ର ଆଇଟିଏମ୍ଏସ୍
ଭୁବନେଶ୍ୱର,୯ା୯(ବ୍ୟୁରୋ): ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବ ଅନ୍ଲାଇନ ମନ୍ଦିର ଦର୍ଶନ। ଏଥିପାଇଁ ରାଜ୍ୟ ସରକାର କର୍ନାଟକ ଓ ତାମିଲନାଡୁ ଭଳି ସମନ୍ବିତ ମନ୍ଦିର ପରିଚାଳନା ବ୍ୟବସ୍ଥା (ଆଇଟିଏମ୍ଏସ୍) ପ୍ରଚଳନ କରିବେ। ଏଥିପାଇଁ ଏକ ଓ୍ବେବ୍ପୋର୍ଟାଲ ଓ୍ବାନ-ଷ୍ଟପ୍-ସପ୍ ବିକାଶ କରାଯିବ। ଆଇଟିଏମ୍ଏସ୍ ଜରିଆରେ…
ମହାରାଣୀଙ୍କ ମହାପ୍ରୟାଣ:୧୦ ଦିନିଆ ରାଷ୍ଟ୍ରୀୟ ଶୋକ
ଲଣ୍ଡନ, ୯ା୯:ବ୍ରିଟେନରେ ସର୍ବାଧିକ କାଳ ଶାସନ କରିଥିବା ମହାରାଣୀ ଏଲିଜାବେଥ୍-୨ୟଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୯୬ ବର୍ଷ ହୋଇଥିଲା। ମୃତ୍ୟୁବେଳକୁ ସେ ସ୍କଟଲାଣ୍ଡ୍ର ବାଲ୍ମୋରାଲ କାସଲେରେ ଥିଲେ। ଦୀର୍ଘଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡ଼ିତ ଥିଲେ। ଏ ନେଇ…
Archives


