Home

କ୍ଷତିକାରକ ନିଶା ଔଷଧ

ଦିନେ କ୍ଲାସ ସରିଯିବା ପରେ ମହାବିଦ୍ୟାଳୟର ସାଧାରଣ ପ୍ରକୋଷ୍ଠରେ ବସି ସହକର୍ମୀମାନଙ୍କ ସହିତ କିଛି ସାମ୍ପ୍ରତିକ ଘଟଣା ବିଷୟରେ କଥୋପ କଥନରେ ବ୍ୟସ୍ତ ଥାଏ। ଏହି ସମୟରେ ମୋବାଇଲରେ ହ୍ବାଟ୍‌ସଆପ ସନ୍ଦେଶ ଆସିବାର ଶବ୍ଦରେ ସମସ୍ତଙ୍କ ନଜର ମୋବାଇଲ ଆଡ଼କୁ ଚାଲିଗଲା।…

ନିର୍ଯାତନା ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ FM ଛାତ୍ରୀ, କେହି ଶୁଣିଥିଲେ ଏମିତି ଘଟି ନ ଥାନ୍ତା…

ବାଲେଶ୍ୱର/ଭୁବନେଶ୍ୱର, (ବାଞ୍ଝାନିଧି ଦେ/ସୁନୀତ୍‌ ମିଶ୍ର)୧୪ା୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ (ଏଚ୍‌ଓଡି) ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଛାତ୍ରୀ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି…

ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ, ତଳେ ପଡ଼ିବା ପରେ…

ବଲାଙ୍ଗୀର,୧୪ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସୋମବାର ଅଘଟଣ ଘଟିଛି। ମେଡିସିନ ଓ୍ବାର୍ଡର ଦିତୀୟ ମହଲା କୋଠାରୁ ଜଣେ ରୋଗୀ ଡେଇଁ ପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ରୋଗୀ ଜଣକ ବଲାଙ୍ଗୀର ସହର ଖରସେଲପଡ଼ାର ପୂର୍ଣ୍ଣଚନ୍ଦ୍ର…

ସାକ୍ଷ ଭାବେ ଗ୍ରହଣ କରାଯାଇ ପାରିବ ଦମ୍ପତିଙ୍କ ଗୁପ୍ତ କଥାବାର୍ତ୍ତାର ରେକର୍ଡିଂ, ବଡ଼ ମନ୍ତବ୍ୟ ଦେଲେ କୋର୍ଟ

ନୂଆଦିଲ୍ଲୀ,୧୪।୭: ସୋମବାର ସୁପ୍ରିମକୋର୍ଟ ବୈବାହିକ ମାମଲା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏପରି ମାମଲାରେ ସ୍ତ୍ରୀ ଏବଂ ସ୍ବାମୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଗୁପ୍ତ ରେକର୍ଡିଂକୁ କୋର୍ଟରେ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ। ପଞ୍ଜାବ-ହରିୟାଣା ହାଇକୋର୍ଟର…

ପ୍ରେମ ବିବାହର ମାସକ ପରେ ନବବଧୂଙ୍କୁ ହତ୍ୟା: ସ୍ବାମୀ ଅଟକ, ଅଭିଯୋଗ ଆଣି ପରିବାର ଲୋକ କହିଲେ…

ଧର୍ମଶାଳା,୧୪ା୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଟୁଣିଆ ପଞ୍ଚାଯତ ଶଙ୍ଖ ଗ୍ରାମରେ ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନାନୁସାରେ, ଏହି ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ହରିହର ବାରିକଙ୍କ…

ଫିଲ୍ମ ସେଟରେ ଅଭିନେତାଙ୍କ ଦୁଃଖଦ ଦୁର୍ଘଟଣା, କ୍ୟାମେରାରେ କଏଦ ହେଲା ଲାଇଭ ମୃତ୍ୟୁ!

ନୂଆଦିଲ୍ଲୀ,୧୪।୭: ଫିଲ୍ମ ସୁଟିଂ ଏବଂ ଷ୍ଟଣ୍ଟ ଦୃଶ୍ୟ ସୁଟିଂ ବିପଦମୁକ୍ତ ନୁହେଁ। ଫିଲ୍ମ ଅଭିନେତାଙ୍କ ବଦଳରେ ଷ୍ଟଣ୍ଟମ୍ୟାନମାନେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦୃଶ୍ୟ ଫିଲ୍ମ କରିବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦିଅନ୍ତି। ଏହାକୁ ନେଇ ଦକ୍ଷିଣ ଭାରତରୁ ଏକ ଦୁଖଦ…

ପର୍ଯ୍ୟଟନ ମାନ୍ୟତାରେ ସୀମିତ ଶୈବପୀଠର ବିକାଶ

ବରଗଡ଼,୧୩।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ବରଗଡ଼ ବ୍ଲକ ଗାଇସୀମାର ବରାଡ଼ ବାଲୁଙ୍କେଶ୍ୱର ମନ୍ଦିର ଅନ୍ୟତମ। ଏହି ଶୈବାଳୟକୁ ଗତ ୨୦୦୮ ମସିହାରୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି। ମାତ୍ର ପର୍ଯ୍ୟଟନସ୍ଥଳୀ ମାନ୍ୟତାରେ ହିଁ ଉକ୍ତ ଶୈବାଳୟର…

ୟୁରୋପା ଅଭିମୁଖେ ୟୁରୋପା କ୍ଲିପର ଯାନ

ୟୁରୋପା ହେଉଛି ସୌରଜଗତର ବୃହତ୍ତମ ଗ୍ରହ ବୃହସ୍ପତିର ଗୋଟିଏ ଉପଗ୍ରହ। ଇଟାଲୀର ବୈଜ୍ଞାନିକ ଗାଲିଲିଓ ୧୬୧୦ ମସିହାରେ ବୃହସ୍ପତିର ଚାରିଟି ବଡ଼ ଉପଗ୍ରହ ଆବିଷ୍କାର କରିଥିଲେ। ସେଗୁଡ଼ିକ ହେଉଛି ଆଇଓ, ୟୁରୋପା, ଗାନିମୀଡ ଓ ବାଲିଷ୍ଟୋ। ଏହି ଚାରିଟିକୁ ତାଙ୍କ ନାମ…

‘ପାଇଲଟଙ୍କ ଆତ୍ମହତ୍ୟା ଅଭିଯୋଗ ଭିତ୍ତିହୀନ…’, ଯାଞ୍ଚରେ ପାଇଲଟ ୟୁନିୟନକୁ ସାମିଲ କରିବାକୁ ଦାବି

ନୂଆଦିଲ୍ଲୀ,୧୪।୭: ଅହମଦାବାଦ ବିମାନ ଦୁର୍ଘଟଣା ଉପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେଶନ ବ୍ୟୁରୋ (AAIB) ର ପ୍ରାରମ୍ଭିକ ରିପୋର୍ଟ ନିରନ୍ତର ଆଲୋଚନାରେ ରହିଛି। ଏହି ରିପୋର୍ଟରେ ବିମାନ ଦୁର୍ଘଟଣା ପଛରେ ଇନ୍ଧନ ହ୍ରାସ ହେବାର ସମ୍ଭାବନା ପ୍ରକାଶ କରାଯାଇଛି, ଯାହା ଯୋଗୁ ପାଇଲଟ…

ସରପଞ୍ଚଙ୍କ ଗାଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି, ବଢୁଛି ଅସନ୍ତୋଷ

ଧର୍ମଶାଳା,୧୪ା୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ଶେରପୁର ଗାଁରେ ବର୍ଷା ଅସରାଏ ହେବା ପରେ ଗାଁ ମଝିରେ ଜମି ରହୁଛି ବର୍ଷାପାଣି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଗାଁରେ ବହୁ…

ଦେଢ଼ ବର୍ଷ ହେଲା ଅଚଳ ହୋଇପଡ଼ିଛି ସୋଲାର ପାଣି ପମ୍ପ୍‌, ପାନୀୟ ଜଳ ପାଇଁ ପଡ଼ାବାସୀ ହନ୍ତସନ୍ତ

କେସିଙ୍ଗା,୧୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତ ଅଧିନସ୍ଥ ରେଙ୍ଗାଲି ଗ୍ରାମ ନୂଆପଡ଼ାଠାରେ ଗତ ୨୦୨୧-୨୨ରେ ସୋଲାର ଚାଳିତ ପାଣି ପମ୍ପ ନିର୍ମାଣ କରାଯାଇଥିଲା। ଦୀର୍ଘଦିନ ଚାଲିଲା ପରେ ଆଜକୁ ଏକ ବର୍ଷ ୬ ମାସ ହେଲା…

୨୦ ତାରିଖ ପର୍ଯ୍ୟନ୍ତ ଏସବୁ ଜିଲାକୁ ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୪ା୭: ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉତ୍ତର ମଧ୍ୟପ୍ରଦେଶର ମଧ୍ୟ ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସହ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri