ଅଷ୍ଟ୍ରେଲିଆ ପାଇଁ ବଢ଼ିଲା ସଙ୍କଟ
ମେଲବୋର୍ନ,୨୯ା୧୦(ପି.ଟି.): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍ର ଦୁଇଟି ମ୍ୟାଚ୍ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ଓ ଆୟର୍ଲାଣ୍ଡ ବନାମ ଆଫଗାନିସ୍ତାନ ମ୍ୟାଚ୍ ବାତିଲ ହୋଇଯାଇଛି। ଉଭୟ ମ୍ୟାଚ୍ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…
ମନଦୀପଙ୍କ ଡବଲରେ ଜିତିଲା ଭାରତ
ଭୁବନେଶ୍ୱର, ୨୯ା୧୦(ସ୍ପୋଟର୍ସବ୍ୟୁରୋ): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ପ୍ରୋ ହକି ଲିଗର ଉଦ୍ଘାଟନୀ ମୁକାବିଲାରେ ବିଜୟୀ ହୋଇଛି ଭାରତ। ଅନ୍ତିମ କ୍ୱାର୍ଟରରେ ଷ୍ଟ୍ରାଇକର ମନଦୀପ୍ ସିଂଙ୍କ ଡବଲ ଗୋଲ ବଳରେ ଭାରତ ୪-୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଭାରତ ୩-୨ରେ…
ଭାରତ-ଅଷ୍ଟ୍ରେଲିଆ ଫାଇନାଲ
ଜୋହର (ମାଲେସିଆ),୨୯ା୧୦ (ପି.ଟି.): ସୁଲ୍ତାନ ଅଫ୍ ଜୋହର କପ୍ ହକି ଟୁର୍ନାମେଣ୍ଟର ଫାଇନାଲ ଶନିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ରାଉଣ୍ଡ ରବିନ ଲିଗ୍ ପର୍ଯ୍ୟାୟ ଶେଷ ପରେ ଟେବୁଲରେ ଅଷ୍ଟ୍ରେଲିଆ ପ୍ରଥମ ଏବଂ ଭାରତ ଦ୍ୱିତୀୟ ସ୍ଥାନରେ ରହି…
ହଲ୍ ଛାତରେ ନାଚିଲେ କ୍ରିତି
ମୁମ୍ବାଇ: ନିଜର ଅପ୍କମିଂ ଫିଲ୍ମ ‘ଭେଡିଆ’ର ପ୍ରମୋଶନ୍ରେ ଏବେ ବ୍ୟସ୍ତ ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ୍। ଶୁକ୍ରବାର ଫିଲ୍ମର ପ୍ରମୋଶନ୍ କରିବା ସମୟରେ କ୍ରିତି ମୁମ୍ବାଇର ଗେଟି ଗାଲାକ୍ସି ଥିଏଟର ଛାତ ଉପରେ ନାଚୁଥିବାର ଦେଖିବାକୁ ମିଳିଛି। ତେବେ ଖାଲି କ୍ରିତି…
ଅକାମୀ ହୋଇଯିବ ଇନ୍ସାଇଟ୍ ଲ୍ୟାଣ୍ଡର
ଓ୍ବାଶିଂଟନ୍: ମଙ୍ଗଳ ଗ୍ରହର ଆଭ୍ୟନ୍ତରୀଣ ସ୍ଥିତି ବିଷୟରେ ଜାଣିବା ପାଇଁ ନାସା ୨୦୧୮ରେ ଇନ୍ସାଇଟ୍ (ଇଣ୍ଟେରିଅର୍ ଏକ୍ସପ୍ଲୋରେଶନ୍ ୟୁଜିଙ୍ଗ୍ ସେସ୍ମିକ୍ ଇନ୍ଭେଷ୍ଟିଗେଶନ୍ସ, ଜିଓଡେସି ଆଣ୍ଡ ହିଟ୍ ଟ୍ରାନ୍ସପୋର୍ଟ) ଲ୍ୟାଣ୍ଡରକୁ ମଙ୍ଗଳ ଭୂପୃଷ୍ଠରେ ଅବତରଣ କରାଯାଇଥିଲା। ପାଖାପାଖି ୪ ବର୍ଷ ପରେ ଏହି…
ମିସ୍ ୟୁନିଭର୍ସ ଅର୍ଗାନାଇଜେଶନର ନୂଆ ମାଲିକାଣୀ ଆନେ
ବ୍ୟାଙ୍କକ୍: ଥାଇଲାଣ୍ଡର ଟ୍ରାନ୍ସଜେଣ୍ଡର ମହିଳା ବ୍ୟବସାୟୀ ଆନେ ଜାକାପୋଙ୍ଗ ଜାକ୍ରାଜୁଟାଟିପ୍ ୨୦ ନିୟୁତ ଡଲାର ମୂଲ୍ୟରେ ମିସ୍ ୟୁନିଭର୍ସ ଅର୍ଗାନାଇଜେଶନ୍ କିଣି ଇତିହାସ ସୃଷ୍ଟି କରିଛନ୍ତି। ମିସ୍ ୟୁନିଭର୍ସିଟିର ପ୍ରତିଯୋଗିତାର ୭୧ ବର୍ଷ ମଧ୍ୟରେ ପ୍ରଥମ କରି ଜଣେ ମହିଳା ଏହି…
‘ବିଶ୍ୱାସ ସ୍ବରୂପମ୍’ର ଅନାବରଣ ଆଜି
ଜୟପୁର: ରାଜସ୍ଥାନର ନାଥଦ୍ୱାରା ସହରରେ ତିଆରି ହୋଇଥିବା ୩୬୯ ଫୁଟ ଶିବ ମୂର୍ତ୍ତିର ଅନାବରଣ ଶନିବାର କରାଯିବ। ଏହି ମୂର୍ତ୍ତିର ନାମ ‘ବିଶ୍ୱାସ ସ୍ବରୂପମ୍’ ରଖାଯାଇଛି। ସନ୍ଥ ମୋରାରି ବପୁ ଏହି ମୂର୍ତ୍ତିର ଅନାବରଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ…
ଆପୋସ ବୁଝାମଣାରେ ହେବ କାରବାର
କଟକ,୨୯ା୧୦(ନି.ପ୍ର.): ଦୀର୍ଘଦିନ ଧରି କୁକୁଡ଼ା ଚାଷ କରୁଥିବା ଚାଷୀ ଓ ଚାଷୀଙ୍କୁ କୁକୁଡା ଛୁୂଆ, ଦାନା ଓ ଔଷଧ ଆଦି ଯୋଗାଉଥିବା କମ୍ପାନୀମାନଙ୍କ ମଧ୍ୟରେ ଲାଭାଂଶକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ଶୁକ୍ରବାର ସ୍ଥାନୀୟ ବାଦାମବାଡିସ୍ଥିତ ବିସାଲ ଇନ୍ ହୋଟେଲରେ…
ଇଏସ୍ଆଇସି ସହ ବେଦାନ୍ତ ଲାଞ୍ଜିଗଡ଼ର ଏମ୍ଓୟୁ
ଭୁବନେଶ୍ୱର,୨୯ା୧୦: ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ଼ ୟୁନିଟ୍ ସହ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ଏହି ସହଭାଗିତାର ଏକ ଅଂଶ ଭାବେ ଲାଞ୍ଜିଗଡ଼ଠାରେ ଥିବା ବେଦାନ୍ତ ଡାକ୍ତରଖାନା ବର୍ତ୍ତମାନ ଇଏସ୍ଆଇସିର ଏକ…
କ୍ରିଏଟିଭ ହୋମ୍ସ ଉଦ୍ଘାଟିତ
ଜଟଣୀ,୨୯ା୧୦(ଡି.ଏନ୍.ଏ.): ଭୁବନେଶ୍ୱର ଜୟଦେବ ବିହାରଠାରେ ଶୁକ୍ରବାର କ୍ରିଏଟିଭ ହୋମ୍ସ ନାମକ ଏକ ଅତ୍ୟାଧୁନିକ ସାନିଟାରୀ ଶୋରୁମ ଉଦ୍ଘାଟିତ ହୋଇଯାଇଛି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଭୁବେନେଶ୍ୱର ଓ୍ବାର୍ଡ ନମ୍ବର ୨୭ର ଅନିଲ…
ଏସ୍ବିଆଇର ସିଏସ୍ଆର୍ କାର୍ଯ୍ୟକ୍ରମ
ଭୁବନେଶ୍ୱର,୨୯ା୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ର ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପାରଳା ମହାରାଜ ବୈଷୟିକ ମହାବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୨୯ା୧୦: କ୍ରମାଗତ ୩ୟ ଦିନ ଲାଗି ଭାରତୀୟ ଶେୟାର ମାର୍କେଟର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍…
Archives


