Home

ମାନମୁଣ୍ଡାକୁ NAC ଘୋଷଣା ଦାବି: ୧୨ ଘଣ୍ଟିଆ ବନ୍ଦ ଡାକରା, ଯାତାୟାତ ଠପ୍‌

କଣ୍ଟାମାଳ,୨୩।୯( ଆଦିତ୍ୟଶ୍ୱେର ମିଶ୍ର): ବୌଦ୍ଧ ଜିଲା ମାନମୁଣ୍ଡାକୁ ଏନଏସି ଘୋଷଣା ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ନିର୍ବାଚନ ପୂର୍ବରୁ ମାନମୁଣ୍ଡାକୁ ସରକାର ଏନଏସି ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ପରେ ବର୍ତ୍ତମାନର ରାଜ୍ୟର ଅନେକ ସ୍ଥାନକୁ ଏନଏସି…

ଅର୍ଜୁନ ପୁରସ୍କାର ବିଜେତା ବିଜୟ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର,୨୩।୯: ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ତଥା ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀଙ୍କ ପରଲୋକ ଘଟିଛି। ବାର୍ଦ୍ଧକ୍ୟ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେ ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ।…

ଭାରତୀୟଙ୍କ ପାଇଁ ଆଶ୍ୱସ୍ତିକର ଖବର ଦେବେ ଟ୍ରମ୍ପ! H-1B ଭିଜାରେ ନିୟମ ହେବ କୋହଳ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିଜା ପାଇଁ ଫି ବୃଦ୍ଧି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି, କିନ୍ତୁ ଏହା ସହିତ ଜଡିତ ନିୟମରେ ପରିବର୍ତ୍ତନ ହେବାର ଖବର ଆସୁଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ଡାକ୍ତରଙ୍କ…

ଏୟାରପୋର୍ଟରେ ଖାଦ୍ୟ ଯୋଗାଉଛି ରୋବୋ

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଭାରତର ପ୍ରଥମ ଖାଦ୍ୟ ବିତରଣକାରୀ ରୋବୋକୁ ଅବସ୍ଥାପିତ କରାଯାଇଛି। ଏଆଇ ଚାଳିତ ଏହି ରୋବୋ ଏୟାରପୋର୍ଟର ଅନ୍ତର୍ଜାତୀୟ ଟର୍ମିନାଲ ଗେଟ୍‌ ନମ୍ବର ୩୩, ୩୪, ୩୫ ସହ ଘରୋଇ ଟର୍ମିନାଲ ଗେଟ୍‌ ନମ୍ବର ୧୧୦…

ୟଶ୍‌ଙ୍କ ନାୟିକା ସାଜିବେ ରୁକ୍ମିଣୀ

ହାଇଦ୍ରାବାଦ: ଆସନ୍ତା ଅକ୍ଟୋବର ୨ ତାରିଖରେ ଅଭିନେତା ରିସଭ ସେଟ୍ଟୀଙ୍କର ବହୁ ପ୍ରତୀକ୍ଷିତ ‘କାନ୍ତାରା ଚାପ୍ଟର ୧’ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତ୍ରୀ ରୁକ୍ମିଣୀ ବସନ୍ତ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ସୋମବାର ‘କାନ୍ତାରା ଚାପ୍ଟର ୧’ର ଟ୍ରେଲରକୁ…

ସମଲେଶ୍ବରୀଙ୍କ ବ୍ରହ୍ମଚାରିଣୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶରୀ ମଙ୍ଗଳବାର ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ହୋଇଛି । ଭକ୍ତମାନେ ଧୂପ, ଦୀପ, ଫୁଲ ଧରି…

ବିମାନ ଲ୍ୟାଣ୍ଡିଂ ଗିଅରରେ ଲୁଚି ଦିଲ୍ଲୀରେ ପହଞ୍ଚିଲେ ଆଫଗାନ୍‌ ବାଳକ

ନୂଆଦିଲ୍ଲୀ,୨୩ା୯(ପି.ଟି.): ଜଣେ ୧୩ ବର୍ଷୀୟ ଆଫଗାନ୍‌ ବାଳକଙ୍କ ଉତ୍ସୁକତା ତାଙ୍କୁ ଆଫଗାନିସ୍ତାନରୁ ଦିଲ୍ଲୀରେ ପହଞ୍ଚାଇଛି। କାବୁଲରୁ ଉଡ଼ାଣ ଆରମ୍ଭ କରିଥିବା ଏକ ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚି ରହି ସେ କୌଣସି ପ୍ରକାରେ ଦିଲ୍ଲୀରେ ପହଞ୍ଚତ୍ ପାରିଛନ୍ତି। କେଏଏମ୍‌ ଏୟାରଲାଇନ୍ସର…

ଅଜଣା ମୃତଦେହ ସଂସ୍କାରବେଳେ ମାଡ଼ିବସିଲା ପୋଲିସ: ବଢୁଛି ଚର୍ଚ୍ଚା

ଅମରପାଲି,୨୩/୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ବଡ଼ମାଳ ଗ୍ରାମରେ ସୋମବାର ଏକ ଅଜଣା ମୃତଦେହ ସଂସ୍କାର ବେଳେ ଗ୍ରାମବାସୀ ବିରୋଧ କରିବା ସହ ପ୍ରତିବାଦ କରିଛନ୍ତି। ଏନେଇ ଖବରପାଇ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ମୃତଦେହକୁ…

ବନ୍ଦ ଥିବା ମାଳିଦାଦର ସ୍କୁଲ ଖୋଲିବାକୁ ଦାବି: ଜିଲାପାଳଙ୍କୁ ଦାବିପତ୍ର ଦେଲେ ମହିଳା

ଅମରପାଲି,୨୩/୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ଉପାନ୍ତ ମାଳିଦାଦର ଗ୍ରାମରେ ବନ୍ଦ କରାଯାଇଥିବା ୟୁପି ସ୍କୁଲ ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ସୋମବାର ଦିନ ଗ୍ରାମର ମହିଳାମାନେ ସୁବର୍ଣ୍ଣପୁର ଜିଲାପାଳ ଙ୍କ କାର୍ଯ୍ୟାଳୟକୁ ଯାଇ ସ୍କୁଲ…

ବର୍ଷା ପରେ ଭାଙ୍ଗିଲା ୩ ମହଲା କୋଠା, ୨ ମୃତ

ଇନ୍ଦୋର,୨୩।୯: ସୋମବାର ରାତିରେ ମଧ୍ୟପ୍ରଦେଶରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ଯୋଗୁ ସେଠାରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ଆହତମାନେ ବର୍ତ୍ତମାନ…

ତିନିମୁହାଣି ଫେରିଘାଟରେ ୨୫ ଫୁଟ୍‌ର ବଉଳା କୁମ୍ଭୀର: ପଦା କଲାଣି ଛେଳି, ମେଣ୍ଢା, ବତକ

ମହାକାଳପଡ଼ା, ୨୩ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ମାଉଥ ୱାନ୍‌ ବଉଳକଣି -ଜମ୍ବୁ – କେବି ଦାଣ୍ଡୁଆ ପଞ୍ଚାୟତର ସଙ୍ଗମସ୍ଥଳ ତିନି ମୁହାଣି ଫେରିଘାଟରେ ଏକ ୨୫ ଫୁଟ୍‌ରୁ ଅଧିକ ଲମ୍ବର ବିଶାଳ ବଉଳା କୁମ୍ଭୀର ଆତଙ୍କ ଖେଳାଇଛି।…

ଉପକୂଳରେ ରହୁଛନ୍ତି ୪୬% ସ୍ବଳ୍ପ ଆୟକାରୀ

ନୂଆଦିଲ୍ଲୀ, ୨୩ା୯: ବିଶ୍ୱର ପ୍ରାୟ ୪୬% ସ୍ବଳ୍ପ ଆୟକାରୀ ଲୋକ ଉପକୂଳ ଅଞ୍ଚଳରେ ରହୁଛନ୍ତି। ଖାସ୍‌କରି ଆଫ୍ରିକା ଏବଂ ଏସିଆରେ ଅଧିକ ସଂଖ୍ୟାରେ ସ୍ବଳ୍ପ ଆୟକାରୀ ଉପକୂଳରେ ରହୁଥିବା ନେଇ ଚାଇନାର ସିଚୁଆନ ୟୁନିଭର୍ସିଟି, ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟିର ଗବେଷକମାନେ କରିଥିବା ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri