Home

ଅସହାୟ ଜେଜେମା’ଙ୍କୁ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା

ନୂଆପଡ଼ା,୨୮।୭ (ମକାରୁ ବେମାଲ):ପରିଣତ ବୟସରେ ଘରେ ବସି ଖାଇବା ଦିନରେ ପେଟ ପାଇଁ ମୁଠାଏ ଦାନା ଯୋଗାଡ କରିବା ପାଇଁ ଅନ୍ୟ ଦ୍ୱାର ଯାଇ ଭିକ୍ଷାବୃତ୍ତି କରିବାକୁ ପଡିଛି। ବୟସ ଅନୁପାତରେ ନିଜକୁ ସମ୍ଭାଳିବା କଷ୍ଟ, ସେଥିରେ ସାତ ବର୍ଷର ନାତୁଣୀ…

ପୋତିହେବାକୁ ବସିଛି ଭତ୍ରା ଡ୍ୟାମ୍‌: ଆରମ୍ଭରୁ ହୋଇନି ପୁନରୁଦ୍ଧାର

ଭବାନୀପାଟଣା,୨୮।୭(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଜୁନାଗଡ଼ ବ୍ଲକର ବହୁ ପୁରୁଣା ଭତ୍ରାଡ୍ୟାମ ଏବେ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେବାକୁ ବସିଛି। ୭୦ ବର୍ଷହେବ ଏହି ଡ୍ୟାମ ନିର୍ମାଣ ହେଲାଣି କିନ୍ତୁ ଥରେ ମଧ୍ୟ ପୁନରୁଦ୍ଧାର ହୋଇନାହିଁ। ଡ୍ୟାମରେ ୧୫ ଫୁଟ ମାଟି…

ଇନ୍‌କମ୍‌ ସାର୍ଟିଫିକେଟରେ ବାର୍ଷିକ ଆୟ ୩ ଟଙ୍କା: ସୋସିଆଲ ମିଡ଼ିଆରେ ଭାଇରାଲ

ସତ୍‌ନା,୨୮।୭ (ପି.ଟି.):ମଧ୍ୟପ୍ରଦେଶର ସତ୍‌ନା ଜିଲାର କୋଠି ତହସିଲ ଅନ୍ତର୍ଗତ ନାଓଗଁା ନିବାସୀ ରାମସ୍ବରୂପ (୪୫) ନାମକ ଜଣେ କୃଷକଙ୍କର ଆୟ ପ୍ରମାଣପତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରମାଣପତ୍ରରେ ରାମସ୍ବରୂପଙ୍କ ବାର୍ଷିକ ଆୟ ମାତ୍ର ୩ ଟଙ୍କା…

HIV ହେବାର ପ୍ରାରମ୍ଭିକ ଲକ୍ଷଣ କ’ଣ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ? ପ୍ରତିକାର…

HIV ବା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ ଏକ ଏପରି ସଂକ୍ରମଣ ଯାହା ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ଦୁର୍ବଳ କରିଦିଏ। ଏହି ଭାଇରସ ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ, ସଂକ୍ରମିତ ସୂଚୀ ବ୍ୟବହାର, ରକ୍ତ ସଞ୍ଚାରଣ (ବ୍ଲଡ ଟ୍ରାନ୍ସଫ୍ୟୁଜନ) ଏବଂ ମା’ଙ୍କଠାରୁ…

ଖେଳଣା ଭାବି ନାଗ ସାପକୁ କାମୁଡ଼ି ମାରିଦେଲା ବର୍ଷକର ଶିଶୁ, ଲୋକେ କହୁଛନ୍ତି ଚମତ୍କାର; ପୁରା ଘଟଣା…

ପାଟନା,୨୭।୭: ବିହାରର ପଶ୍ଚିମ ଚମ୍ପାରଣ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ବର୍ଷର ଶିଶୁ ଗୋବିନ୍ଦ କୁମାର ଏକ ନାଗ ସାପକୁ କାମୁଡ଼ି ମାରି ଦେଇଛି, ଯାହା ଫଳରେ ସାପର ମୃତ୍ୟୁ ହୋଇଛି, କିନ୍ତୁ ଶିଶୁଟି ସୁରକ୍ଷିତ ଅଛି।…

ଜେଲ ଯିବାବେଳେ ଅମରେଶ ଜେନାଙ୍କ ଚାଞ୍ଚଲ୍ୟକାର ବୟାନ, କହିଲେ ଅର୍ଚ୍ଚନା ନାଗ ମୋତେ…

ଭୁବନେଶ୍ୱର,୨୭।୭: ବଳାତ୍କାର ମାମଲାରେ ଗିରଫ ହେବା ପରେ ଏବେ ଜେଲ ଗଲେ ଅମରେଶ ଜେନା। ଜେଲ ଯିବା ବେଳେ ଅମରେଶ ଜେନା ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋତେ ଅର୍ଚ୍ଚନା ନାଗ ଫସାଇ ଦେଇଛନ୍ତି । ଅର୍ଚ୍ଚନା ନାଗଙ୍କୁ ପଚାରିଲେ…

ବୁମ୍‌ରା ନା ସିରାଜ…କିଏ ଅଧିକ ଧନୀ, କାହା ପାଖରେ ଅଧିକ ସମ୍ପତ୍ତି?

ମାଞ୍ଚେଷ୍ଟର,୨୭।୭: ଭାରତୀୟ କ୍ରିକେଟ ଟିମ୍‌ ବର୍ତ୍ତମାନ ଇଂଲଣ୍ଡ ସହ ମାଞ୍ଚେଷ୍ଟରରେ ଏକ ରୋମାଞ୍ଚକର ଟେଷ୍ଟ ମ୍ୟାଚ୍‌ ଖେଳୁଛି। ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ୩୫୮ ରନ ସଂଗ୍ରହ କରିଥିବା ବେଳେ, ଇଂଲଣ୍ଡ ଦଳ ଜବାବରେ ୬୬୯ ରନ୍‌ର ଜବରଦସ୍ତ ଇନିଂସ…

ଦିନକୁ କେତୋଟି ଅଲମଣ୍ଡ ଖାଇବା ଠିକ୍‌? ଅଧିକ ଖାଇଲେ ଶରୀରରେ ଦେଖାଯାଏ ୫ ସମସ୍ୟା, ଜାଣନ୍ତୁ…

ଡ୍ରାଏଫ୍ରୁଟ୍ସର ସେବନ ସର୍ବଦା ସ୍ବାସ୍ଥ୍ୟ ପାଇଁ ଲାଭକାରୀ। ସେଥିରୁ ଗୋଟିଏ ହେଲା ଅଲମଣ୍ଡ(ବାଦାମ)। ଏହାକୁ ଖାଇବା ଦ୍ୱାରା ଅନେକ ରୋଗରୁ ପ୍ରତିରୋଧକ ଶକ୍ତି ନିର୍ମିତ ହୋଇଥାଏ। ଏଥିରେ ଭିଟାମିନ ଇ, ଭିଟାମିନ ବି, ଆଇରନ୍‌, ପୋଟାସିୟମ, ଜିଙ୍କ,ମ୍ୟାଗ୍ନେିସିୟମ, କପର, ଫୋଲେଟ ଭଳି…

ଜଳିଗଲା ୮ ବଖରା: ନଗଦ ଟଙ୍କା ସହ ସବୁ ଆସବାବପତ୍ର ପୋଡ଼ି ପାଉଁଶ

ଖଲ୍ଲିକୋଟ,୨୭ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ରବିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୮ ବଖରା ଘର ନଷ୍ଟ ହେବା ସହ ଲକ୍ଷାଧିକ ଟଙ୍କା ଏବଂ ଆସବାବପତ୍ର ପୋଡ଼ି…

ଅଗଷ୍ଟ ୧ରୁ ନୂଆ ନିୟମ, ଏହି ସବୁ ଉପରେ ହେବ ବଡ଼ ପରିବର୍ତ୍ତନ, ଲୋକଙ୍କ ପକେଟ୍‌ ହେବ ଖାଲି!

ନୂଆଦିଲ୍ଲୀ,୨୭।୭: ୧ ଅଗଷ୍ଟ ୨୦୨୫ ରେ କିଛି ବିଶେଷ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଥିରେ କ୍ରେଡିଟ କାର୍ଡ ସହିତ ଜଡିତ ଶୁଳ୍କ, ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଏବଂ ୟୁପିଆଇ…

ଉଛୁଳୁଛି ବ୍ରାହ୍ମଣୀ: ରାସ୍ତାରେ ୫ ଫୁଟର ପାଣି, ଭୂସ୍ଖଳନ ହେବାରୁ…

ବଣାଇଁ,୨୭ା୭(ପ୍ରଦୀପ ତ୍ରିପାଠୀ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ବଣାଇଁ ଉପଖଣ୍ଡ ଅଞ୍ଚଳ। ପ୍ରବଳ ବର୍ଷାର ପ୍ରଭାବରେ ବ୍ରାହ୍ମଣୀ ଫୁଲିବା କାରଣରୁ ଗୋଟେ ପଟେ ଲହୁଣିପଡ଼ା-ବାରକୋଟ ୧୦ ନମ୍ବର (କ) ରାଜ୍ୟ ରାଜପଥର ସିହିଡିଆଠାରୁ ମସିନ୍ତା ପର୍ଯ୍ୟନ୍ତ ପ୍ରାୟ ୫…

ମାଡ଼ିଲା ବନ୍ୟାଜଳ: ଆରଡ଼ି-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

ଧୂଷୁରୀ,୨୭ା୭(ଦୀପ୍ତିରଞ୍ଜନ ନାୟକ): ବୈତରଣୀରେ ବଡ଼ ବନ୍ୟା ଆସିଛି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ, ସୁନ୍ଦରପୁର, ନାନ୍ଦପୁର ଓ ଆରଡ଼ି ଆଦି ୪ ପଞ୍ଚାୟତର ୨୩ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ବୋଡ଼କ ନିକଟରେ ୨୦ ନଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri