ଗୁଟ୍ଖା ଦୋକାନ ନାଁ ଦେଖି ମାଲିକଙ୍କୁ ପ୍ରଶଂସା କଲେ ଲୋକେ
ଗୁଟ୍ଖା ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। କିନ୍ତୁ ଲୋକମାନେ ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ରାସ୍ତା ହେଉ କି ବସ କିମ୍ବା ଟ୍ରେନ, ଅଫିସରେ ଲୋକେ ଗୁଟ୍ଖା ଖାଉଥିବା ସହଜରେ ଦେଖିବାକୁ ମିଳେ। ଗୁଟ୍ଖା ଖାଉଥିବା ଲୋକେ କେବଳ ସେମାନଙ୍କର ସ୍ବାସ୍ଥ୍ୟକୁ…
ଭାରତ ପ୍ରଗତି-ପ୍ରକୃତିର ପାଲଟିଛି ଉତ୍କୃଷ୍ଟ ଉଦାହରଣ: ମୋଦି…
ଅହମଦାବାଦ,୨୦।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଗୁରୁବାର ଗୁଜରାଟର କେଭାଡିଆ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟି କମ୍ପ୍ଲେକ୍ସରେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ସହ ପ୍ରଧାନମନ୍ତ୍ରୀ ମିଶନ ଲାଇଫ (ପରିବେଶ ପାଇଁ ଜୀବନଶୈଳୀ)…
ହିନ୍ଦୁ ପର୍ବପର୍ବାଣୀ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ, ଜେଡିୟୁ-ଆରଜେଡିର ଅଭିଯୋଗ ଭାଜପା ହିନ୍ଦୁ ବିରୋଧୀ…
ପାଟନା,୨୦।୧୦ : ବିହାରରେ ଶାସକ ଦଳର ନେତାମାନେ ବିବାଦୀୟ ବିବୃତ୍ତି ପାଇଁ ହେଡଲାଇନରେ ରହିଛନ୍ତି। କିନ୍ତୁ ଏବେ ଭାଜପା ବିଧାୟକ ହିନ୍ଦୁ ପର୍ବପର୍ବାଣୀ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏକ ପୋର୍ଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିବାଦୀୟ ବିବୃତ୍ତି ଦେଇଥିବାରୁ ଭାଗଲପୁରର ପିରପୈନ୍ତିର…
ନାତୁଣୀଙ୍କ ବିବାହରେ ନାଚିଲେ ଜେଜେବାପା, ଭାବପ୍ରବଣ ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ
ବିବାହ ଉତ୍ସବରେ ଯେତିକି ମଜାଳିଆ ଘଟଣା ଘଟେ, ସେତିକି ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳେ। ବିଶେଷ ଭାବେ କନ୍ୟା ବିଦାୟୀ ସମୟରେ ସମସ୍ତଙ୍କ ଆଖିରେ ଲୁହ ଥାଏ। ନିକଟରେ ଜଣେ ଯୁବତୀଙ୍କ ବିବାହର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ…
ଭଗବାନ-ଭକ୍ତଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା, ମନ୍ଦିରରେ କୀର୍ତ୍ତନ କରିବାରୁ ବାସନ୍ଦ…
ଜୟପୁର,୨୦।୧୦ : ରାଜସ୍ଥାନର ଝାଲାୱାଡ ଜିଲାରେ କେତେକ ଲୋକ ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା ଟାଣିଛନ୍ତି। ଏଠାରେ ଏକ ଗ୍ରାମରେ ଥିବା ମନ୍ଦିରରେ କୀର୍ତ୍ତନ କରିବାରୁ ଏକ ଦଳିତ ପରିବାର ସଦସ୍ୟଙ୍କୁ ବାସନ୍ଦ କରାଯାଇଛି। ସେମାନଙ୍କୁ ନିଆଁ ପାଣି…
ଏମ୍ପିଙ୍କ ଦ୍ୱାରା ପଠାଯାଉଥିବା ରୋଗୀଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ଏମ୍ସ୍ର ନିର୍ଦ୍ଦେଶ, ଡାକ୍ତର ଅସନ୍ତୁଷ୍ଟ…
ନୂଆଦିଲ୍ଲୀ,୨୦।୧୦ : ଏମ୍ପିଙ୍କ ଦ୍ୱାରା ପଠାଯାଇଥିବା ରୋଗୀମାନଙ୍କ ପାଇଁ ଏମ୍ସ ପକ୍ଷରୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ସଂଘ ପକ୍ଷରୁ ଏହି ଆଦେଶକୁ ବିରୋଧ କରାଯାଇଛି। ଡାକ୍ତରମାନଙ୍ ମଧ୍ୟରେ ଏନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।…
ଜାନୁୟାରୀରୁ ତାଳଦଣ୍ଡା କେନାଲରେ ବୋଟିଂ ବ୍ୟବସ୍ଥା
କଟକ ଅଫିସ,୨୦ା୧୦: ଆସନ୍ତା ଜାନୁୟାରୀରୁ ତାଳଦଣ୍ଡା କେନାଲରେ ବୋଟିଂ ବ୍ୟବସ୍ଥା କରାଯିବ। ସହରବାସୀ ଜଳକ୍ରୀଡା ସହିତ ସୁସ୍ବାଦୁ ବ୍ୟଞ୍ଜନର ମଜା ନେଇପାରିବେ। ବୋଟିଂ ଅଞ୍ଚଳକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚାରାରୋପଣ ସହ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା କରାଯିବ। ଏଥିପାଇଁ ପ୍ରାୟ…
ଗୁଜରାଟରେ ଭୂକମ୍ପ ଝଟ୍କା
ଅହମ୍ମଦାବାଦ,୨୦।୧୦: ଗୁଜରାଟରେ ଗୁରୁବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ସୁରଟଠାରୁ ୬୧ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଏହି ଭୂକମ୍ପ ସ୍ଥଳ ବୋଲି କୁହାଯାଉଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୫ ରହିଛି। ଏହାପୂର୍ବରୁ ବୁଧବାର ନେପାଳରେ ହୋଇଥିବା ଭୂକମ୍ପ ଯୋଗୁ…
ବ୍ରିଟେନରେ ଦରଦାମ୍ ବୃଦ୍ଧି ଆକାଶ ଛୁଆଁ, ଦିନକୁ ଥରେ ଖାଇବାକୁ ବାଧ୍ୟ ହେଉଛନ୍ତି ଲୋକେ…
ଲଣ୍ଡନ,୨୦।୧୦ : ରୁଷିଆ-ୟୁକ୍ରେନ ଯୁଦ୍ଧ, ଜାରି ରହିଛି। ଏହା ଯୋଗୁ ତୈଳ ମୂଲ୍ୟ ଏବଂ ମୁଦ୍ରାସ୍ଫୀତି ବିଶ୍ୱରେ ସଙ୍କଟ ସୃଷ୍ଟି କରିଛି। ଏହାର ପ୍ରଭାବ ବ୍ରିଟେନରେ ସର୍ବାଧିକ ଅନୁଭୁତ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଖାଦ୍ୟସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁ ବ୍ରିଟେନର…
ଜାତିସଂଘର ମହାସଚିବଙ୍କୁ ଭେଟିଲେ ମୋଦି
ଅହମ୍ମଦାବାଦ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗସ୍ତରେ ଗୁଜରାଟ ଆସିଛନ୍ତି। ଗୁରୁବାର ଗୁଜରାଟର କେଭାଡିଆରେ ଷ୍ଟାଚ୍ୟୁ ଅଫ ୟୁନିଟି କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା। ମୋଦି କେଭାଡିଆର…
ଇଣ୍ଡୋନେସିଆରେ ଛୋଟପିଲାଙ୍କ ସମସ୍ତ ସିରପ୍ ଉପରେ ପ୍ରତିବନ୍ଧକ…
ଜାକର୍ତ୍ତା,୨୦।୧୦ : ଇଣ୍ଡୋନେସିଆ ସରକାର ଦେଶରେ ଉପଲବ୍ଧ ଥିବା ଛୋଟପିଲାଙ୍କ ସମସ୍ତ ସିରପ୍ ଏବଂ ସମସ୍ତ ତରଳ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ କିଛି ମାସ ମଧ୍ୟରେ ୯୯ ଶିଶୁଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ମିଡିଆ…
ପାକିସ୍ତାନ ସହ ମୁକାବିଲା ଲାଗି କେତେ ଦୂର ପ୍ରସ୍ତୁତ ଟିମ୍ ଇଣ୍ଡିଆ, ଅକ୍ଟୋବର ୨୩ରେ ହାଇ ଭୋଲଟେଜ୍ ମ୍ୟାଚ୍…
ମେଲବୋର୍ନ,୨୦।୧୦ : ଟି -୨୦ ବିଶ୍ୱକପରେ ଭାରତୀୟ ଦଳର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୩ରେ ରବିବାର ହେବାକୁ ଯାଉଛି। ଗତ ବର୍ଷ ମଧ୍ୟ ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ହୋଇଥିଲା ଏବଂ ଟିମ ଇଣ୍ଡିଆକୁ ୧୦ ୱିକେଟ…
Archives


