ତରବରିଆ ଭାବେ କାଉନସିଲ ବୈଠକ, ସାଧାରଣରେ ପ୍ରଶ୍ନବାଚୀ
ଗଞ୍ଜାମ,୩୦ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଠିତ କାଉନସିଲ ବୈଠକରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା କରିଛନ୍ତି। ଏହି ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଇ ନ ଥିବା…
ସ୍ବିଗି ବୟରୁ ଡେପୁଟୀ କଲେକ୍ଟର: ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ସୁରଜ
ରାଞ୍ଚି,୩୦।୭: କିଛି ଦିନ ପୂର୍ବରୁ ଝାଡ଼ଖଣ୍ଡରେ JPSCର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ ଝାଡ଼ଖଣ୍ଡର ୩୪୨ ଜଣ ଛାତ୍ର ସଫଳତା ପାଇ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଥିଲେ। ଏହି ୩୪୨ ଜଣ ଛାତ୍ରଙ୍କ ମଧ୍ୟରେ ଅନେକ ଛାତ୍ରଙ୍କ କାହାଣୀ…
ଏମିତି କ’ଣ ପଢୁଛନ୍ତି ମହାନାୟକ, ଯାହାକୁ ଦେଖି ପ୍ରଶଂସକ କହିଲେ ଆପଣ ସଭିଙ୍କ ପାଇଁ ପ୍ରେରଣା
ମୁମ୍ବାଇ: ବଲିଉଡର ଶହେନଶାହ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରତିଦିନ ଇନଷ୍ଟାଗ୍ରାମରେ କିଛି ପୋଷ୍ଟ କରନ୍ତି। ଅନେକ ସମୟରେ ତାଙ୍କୁ ତାଙ୍କ ପୋଷ୍ଟ ପାଇଁ ଟ୍ରୋଲ ମଧ୍ୟ କରାଯାଏ। କିନ୍ତୁ ବିଗ ବି ଏହାକୁ ଗୁରୁତ୍ୱ ଦିଅନ୍ତି…
ପ୍ରେମିକାଙ୍କୁ ଶୁଖିଲା ଗୁପ୍ଚୁପ୍ ଦେବାରୁ ରାଗିକି ପଞ୍ଚମ ହୋଇଗଲେ ପ୍ରେମିକ: ଗୁପ୍ଚୁପ୍ ବିକାଳିଙ୍କ ଅବସ୍ଥା କରିଦେଲେ…
ସାଧାରଣତଃ ମହିଳାମାନେ ଗୁପ୍ଚୁପ୍ ଖାଇବାକୁ ବେଶୀ ଭଲ ପାଅନ୍ତି। ଯେଉଁଠାରେ ବି ଗୁପ୍ଚୁପ୍ ବିକ୍ରି ହୁଏ, ସେଠାରେ ମହିଳାଙ୍କ ସଂଖ୍ୟା ଅଧିକ ଦେଖାଯାଏ। ଏହି ଗୁପ୍ଚୁପ୍କୁ ନେଇ ରାଜସ୍ଥାନରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ଜଣେ ଗୁପ୍ଚୁପ ବିକ୍ରି କରୁଥିବା…
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ UNSC ରିପୋର୍ଟରେ ପୁଣି ଖୋଲିଲା ପାକିସ୍ତାନର ପୋଲ୍
ନୂଆଦିଲ୍ଲୀ,୩୦।୭: ପହଲଗାମ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ଏକ ବଡ଼ ତଥ୍ୟ ସାମ୍ନାକୁ ଆଣିଛି ଜାତିସଂଘ ସୁରକ୍ଷା ପରିଷଦ (UNSC) ପ୍ରତିବନ୍ଧକ ନିରୀକ୍ଷଣ ଦଳ। ଜାତିସଂଘ କହିଛି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ଦୁଇଥର ଦାୟିତ୍ୱ…
ରୁଷିଆ ଭୂକମ୍ପ ପରେ ଆଉ ୪୪ ଦେଶରେ ଆସିପାରେ ସୁନାମି, ଲୋକେ ଭୟଭିତ, ଜାଣନ୍ତୁ ଭାରତର ସ୍ଥିତି
ନୂଆଦିଲ୍ଲୀ,୩୦।୭: ରୁଷିଆର କାମଚାଟକା ଉପଦ୍ୱୀପରେ ହୋଇଥିବା ଭୂମିକମ୍ପ ପରେ, ଅନେକ ଦେଶରେ ସୁନାମିର ଆଶଙ୍କା ରହିଛି। ଅନେକ ଦେଶରେ ସୁନାମିର ତରଙ୍ଗ ଉପକୂଳରେ ପହଞ୍ଚିସାରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ସୁନାମିର ତରଙ୍ଗ ୪ ମିଟର ପର୍ଯ୍ୟନ୍ତ ହୋଇପାରେ। ସୁନାମିର ତରଙ୍ଗ ପୂର୍ବରୁ…
ବିଶ୍ୱର ସବୁଠୁ ମହଙ୍ଗା ଲିପ୍ଷ୍ଟିକ, ଦାମ୍ ଜାଣିଲେ ଉଡ଼ିଯିବ ହୋଶ୍
ଲିପ୍ଷ୍ଟିକ ହେଉଛି ମହିଳାଙ୍କ ପାଇଁ ଅତ୍ୟାବଶ୍ୟକ ମେକଅପ ସାମଗ୍ରୀ ମଧ୍ୟରୁ ଗୋଟିଏ। ପ୍ରାୟ ପ୍ରତ୍ୟେକ ମହିଳା ଲିପ୍ଷ୍ଟିକ ଲଗାଇବାକୁ ପସନ୍ଦ କରନ୍ତି ଏବଂ ସୁନ୍ଦର ଦେଖାଯିବା ପାଇଁ ଏହାକୁ ବ୍ୟବହାର କରନ୍ତି। ଯଦିଓ ଏକ ସାଧାରଣ ଲିପ୍ଷ୍ଟିକର ମୂଲ୍ୟ ବହୁତ ଅଧିକ…
ଲିଭର ସୁସ୍ଥ ରଖିବାକୁ ହେଲେ ଏହି ରୋଗ ଉପରେ ରଖନ୍ତୁ ନଜର, ନଚେତ ହୋଇପାରେ…
ଲିଭର ବା ଯକୃତ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ଲୋକେ ବେଳେବେଳେ ଏହାକୁ ଅଣଦେଖା କରିଥାନ୍ତି। ଲିଭର ସୁସ୍ଥ ରହିଲେ ମଣିଷ ସୁସ୍ଥ ରହେ। ପ୍ରାରମ୍ଭରେ ଫ୍ୟାଟି ଲିଭରର ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ଯଦି ଧ୍ୟାନ ଦିଆ ନ…
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: କନଷ୍ଟେବଲଙ୍କ ସମେତ ୨ ଗୁରୁତର
ଭଞ୍ଜନଗର,୩୦।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାର ଚିଦାନନ୍ଦ ଆଶ୍ରମ ନିକଟରେ ବୁଧବାର ସକାଳ ୯ ଟା ୩୦ ମିନିଟ ସମୟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବୁଗୁଡା ଥାନା କନଷ୍ଟେବଲଙ୍କ ସମେତ ୨…
ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍
ଶ୍ରୀନଗର,୩୦।୭: ଜମ୍ମୁ ଓ କଶ୍ମୀରର ଗାଣ୍ଡେରବଲ ଜିଲାରେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ବସ ନଦୀକୁ ଖସିପଡ଼ିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପ୍ରବଳ ବର୍ଷା ମଧ୍ୟରେ ଗାଣ୍ଡେରବଲ ଜିଲାର କୁଲାନରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କର୍ମଚାରୀଙ୍କୁ ନେଇ…
ସ୍ବାସ୍ଥ୍ୟସେବା ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଦାବି: ଆନ୍ଦୋଳନ ଚେତାବନୀ
ଦେବଗଡ,୩୦।୭(ଶଶାଙ୍କ ଶେଖର ଝାଙ୍କର): ପୂର୍ବତନ ଜିଲା ମୂଖ୍ୟ ଚିକିତ୍ସାଳୟକୁ ସହର ମଧ୍ୟସ୍ଥଳୀରୁ ପ୍ରାୟ ୫ କି.ମି. ଦୂରତ୍ୱରେ ଥିବା ନୁଆଁ ବାଲିରୋଇ ସ୍ଥିତ ନୂତନ ସୁପର ସ୍ପେପିଆଲିଟୀଜିଲା ମୂଖ୍ୟ ଚିକିତ୍ସାଳୟ କୋଠାକୁ ସ୍ଥାନାନ୍ତରିତ କରାଯିବା ସହ ଗତ ୧୧ ତାରିଖ ଠାରୁ…
Video:ସକାଳୁ ସକାଳୁ ଜୋରଦାର ଭୂକମ୍ପ: ଆସିଲା ହୃଦୟଥରା ଭିଡିଓ, ଦେଖିଲେ ସହଜେ କରିବେନି ବିଶ୍ୱାସ
ମସ୍କୋ,୩୦।୭: ରୁଷିଆର କାମଚାଟକାରେ ହୋଇଥିବା ଭୂମିକମ୍ପ ପରେ, ସୁନାମି ମଧ୍ୟ ଆସିଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ ଥିଲା। ଏହି କାରଣରୁ ଜାପାନ ଏବଂ ଆମେରିକାରେ ସୁନାମି ସତର୍କତା ଜାରି କରାଯାଇଛି। ଜାପାନର ଫୁକୁସିମା ପରମାଣୁ କେନ୍ଦ୍ରକୁ ଖାଲି କରାଯାଇଛି।…
Archives


