Home

ପଞ୍ଜାବରେ ଲାଗୁ ହେବ ରାଷ୍ଟ୍ରପତି ଶାସନ! ବହୁ ଏଏପି ବିଧାୟକ ଯିବେ ଭାଜପା, କଂଗ୍ରେସ ଏମପିଙ୍କ ବଡ଼ ଦାବ

ଚଣ୍ଡିଗଡ଼,୩୦।୪: ଗୁରଦାସପୁରର କଂଗ୍ରେସ ଏମପି ଏବଂ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା ଦାବି କରିଛନ୍ତି ଯେ ପଞ୍ଜାବ ସରକାର ସଙ୍କଟରେ ଅଛି ଏବଂ ନିକଟ ଭବିଷ୍ୟତରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ। ଚଣ୍ଡିଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ…

ଖରାଦିନେ ଥଣ୍ଡା ପାନୀୟ ସହିତ ଚିପ୍ସ ଖାଉଛନ୍ତି କି? ସାବଧାନ! ଶରୀର ଉପରେ…

ଗ୍ରୀଷ୍ମ ଋତୁରେ ଲୋକମାନେ ପ୍ରକୃତରେ ଥଣ୍ଡା ପାନୀୟ ପିଇ ଉପଭୋଗ କରନ୍ତି । ଏହା କୌଣସି କାର୍ଯ୍ୟକ୍ରମ ହେଉ କିମ୍ବା ଘରେ ଅତିଥିମାନଙ୍କୁ ଆସିବାକୁ ହେଉ, ପ୍ରାୟତଃ ଥଣ୍ଡା ପାନୀୟ ପରିବେଷଣ କରାଯାଏ । କିଛି ଲୋକ ସେମାନଙ୍କର ଥଣ୍ଡା ପାନୀୟ…

୪୫ ବର୍ଷ ବୟସରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ବିବାହର ୧୦ ବର୍ଷ ପରେ ସେ ଗର୍ଭବତୀ ଅଛନ୍ତି। ୪୫ ବର୍ଷ ବୟସରେ ସେ ସରୋଗେସି ମାଧ୍ୟମରେ ମା’ ହେବାକୁ ଯାଉଛନ୍ତି। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି…

ରାଜନୈତିକ ଆକ୍ରୋଶ ରଖି ନିର୍ମାଣ କାର୍ଯ୍ୟରେ ବାଧା, ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୪(ଦିଲ୍ଲୀପ ସାମଲ): ଛତ୍ରପୁର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପୌରପରିଷଦରେ ରାଜନୈତିକ ଆକ୍ରୋଶ ରଖି ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଥିବା ଅଭିଯୋଗ ନେଇ ଗଞ୍ଜାମ ଜିଲାପାଳଙ୍କୁ ଭେଟିଲେ ବହୁ ଜନପ୍ରତିନିଧି। ପୌର ପରିଷଦରେ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଅଟକଳରେ…

ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣିବା ଘଟଣା, ରିୟାନ ପରାଗଙ୍କୁ ମିଳିଲା ଏହି ଦଣ୍ଡ

ନୂଆଦିଲ୍ଲୀ,୩୦।୪: ରାଜସ୍ଥାନ ରୟାଲ୍ସ ଅଧିନାୟକ ରିୟାନ ପରାଗଙ୍କ ପାଇଁ ଦଣ୍ଡ ଘୋଷଣା କରାଯାଇଛି । ଡ୍ରେସିଂ ରୁମ୍ ଭିତରେ ଇ-ସିଗାରେଟ୍ ଟାଣିବା ପାଇଁ ତାଙ୍କୁ ଦଣ୍ଡିତ କରାଯାଇଛି । ରାଜସ୍ଥାନ ରୟାଲସର ଅଧିନାୟକ ନ୍ୟୁ ଚଣ୍ଡିଗଡ଼ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳାଯାଇଥିବା…

ନୃସିଂହ ମହାପ୍ରଭୁଙ୍କ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଛତ୍ରପୁର,୩୦ା୪(ଦିଲ୍ଲୀପ ସାମଲ): ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଗଞ୍ଜାମ ଜିଲାର ଛତ୍ରପୁର ସହର ଚଳଚଞ୍ଚଳ। ସହରର ନୀଳ କଣ୍ଠେଶ୍ୱର ସାହିରେ ଥିବା ନୃସିଂହ ମହାପ୍ରଭୁଙ୍କ ମନ୍ଦିରରେ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଭିଡ଼ ଲାଗିରହିଛି। ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।…

ମୋହନାରୁ ବ୍ରହ୍ମପୁରକୁ ଚାଲାଣ ହେଉଥିଲା ଭାଙ୍ଗ, ବାଟରେ ମାଡ଼ିବସିଲେ ଅବକାରୀ କର୍ମଚାରୀ

ମୋହନା,୩୦ା୪(ମନ୍ମଥ ମିଶ୍ର): ଗଜପତି ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇ ରା.ଉଦୟଗିରି ଅବକାରୀ ଓଆଇସି ଏନ୍‌. ତ୍ରିପତି ରାଓ, ମୋହନା ଅବକାରୀ କର୍ମଚାରୀ ଓ ଜିଲା ଭ୍ରାମ୍ୟମାଣ ଦଳ ସଦଳବଳ ଚଢ଼ାଉ…

ଛତୁଆ ୟୁନିଟରେ ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ: ନିଆଁ ଲିଭାଇବାବେଳେ ଘଟିଲା…

ଦାରିଙ୍ଗବାଡି, ୩୦।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ନୀଳକନ୍ଦର ସାହିରେ ରହିଥିବା ଛତୁଆ ୟୁନିଟରେ ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏହି ନିଆଁ ଲାଗିଥିବା ସମୟରେ ଛତୁଆ ୟୁନିଟର ଦିତୀୟ ମହଲାରେ ଫସିଥିବା…

କଙ୍କାଳ ଧରି ଜିତୁ ମୁଣ୍ଡା ବ୍ୟାଙ୍କ ଯିବା ଘଟଣା, ପ୍ରାଥମିକ ତଦନ୍ତ ପରେ ଏଭଳି କହିଲେ ଉତ୍ତରାଞ୍ଚଳ RDC

ପାଟଣା,୩୦।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଂଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କାଲାରା ମୁଣ୍ଡାଙ୍କ କଙ୍କାଳ ଖୋଳି ବ୍ୟାଙ୍କକୁ ନେଇ ଯିବା ଘଟଣା କେବଳ ରାଜ୍ୟ ନୁହେଁ…

୨୦୧୬ରୁ ରାଶନ ଚାଉଳରୁ ବଞ୍ଚିତ ଘନଶ୍ୟାମ, ଧାମନଗର ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ…

ଧାମନଗର,୩୦।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଅସୁରାଳି ପଞ୍ଚାୟତ ତୋରବନ୍ତିଆ ଗ୍ରାମର ଘନଶ୍ୟାମ ଖଟୁଆ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେବ ରାଶନ ସାମଗ୍ରୀରୁ ବଞ୍ଚିତ ରହିଛନ୍ତି । ଏନେଇ ବାରମ୍ବାର ବିଡ଼ିଓ , ଯୋଗାଣ ନିରୀକ୍ଷକ ଆଦି ବିଭିନ୍ନ…

ଭଞ୍ଜନଗରରେ ପେଟ୍ରୋଲ ଅଭାବ: ଚିନ୍ତାରେ ଲୋକେ

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟର ନିର୍ବାଚନ ବୁଧବାର ସରିଛି। ଏହାପରେ ଦେଶରେ ପେଟ୍ରୋଲ ଦର ବଢ଼ିବ ବୋଲି ଲୋକଙ୍କ ମନରେ ଆଶଙ୍କା ରହିଛି। ଏହିଭଳି ପରିସ୍ଥିତିରେ ଗୁରୁବାର ଭଞ୍ଜନଗର ସହରର ସର୍ବ ପୁରାତନ ଏବଂ…

ସ୍ବତନ୍ତ୍ର ଅଧିବେଶନରେ ବର୍ଷିଲେ ମୁଖ୍ୟମନ୍ତ୍ରୀ: ରାଷ୍ଟ୍ରପତି-କେନ୍ଦ୍ର ଅର୍ଥମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଇ କହିଲେ…

ଭୁବନେଶ୍ୱର,୩୦ା୪: ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଉଚିତ୍‌ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଆଲୋଚନାକୁ ଆଗେଇ ଆସିବା ବଦଳରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସ ନିଜ ସରକାର ସମୟରେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?